ଇଟାମାଟି ଗ୍ରାମ: ଭାରତରେ ଗ୍ରାମ

]

ଇଟାମାଟି
Jadumani Nagar
village
Countryଇଟାମାଟି ଗ୍ରାମ: ବାଣିଜ୍ୟ , ବିଶିଷ୍ଟ ଅଧିବାସୀ , ଶିକ୍ଷା  India
StateOdisha
DistrictNayagarh
Elevation
122 m (400 ft)
Languages
Time zoneUTC+5:30 (IST)
PIN
752068
Nearest cityNayagarh
Websiteodisha.gov.in

ଇଟାମାଟି  ଭାରତୀୟ ରାଜ୍ୟ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଏକ ଗ୍ରାମ । . ଏହା ନୟାଗଡ଼ ସହରରୁ 6 କିଲୋମିଟର ଦୂର ଓ ଏହା ଏକ ବାଣିଜ୍ୟିକ କେନ୍ଦ୍ର ଭାବରେ ପରିଚିତ । 

ବାଣିଜ୍ୟ 

ଏଠାରେ 100 ବର୍ଷରୁ ପୁରାତନ ଏକ ବିଶାଳ ବଜାର ଅଞ୍ଚଳ ରହିଛି । ସେଠାରେ କିଛି ପ୍ରାଚୀନ ଦୋକାନ ସମେତ ଆଧୁନିକ ବଜାର କାରବାର ମଧ୍ୟ ହେଇଥାଏ । 

ବିଶିଷ୍ଟ ଅଧିବାସୀ 

ଏଠାରେ ପ୍ରସିଦ୍ଧ ଓଡ଼ିଆ ଲେଖକ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ୧୭୮୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜା ବିନାୟକ ସିଂହ ମାନଧାତାଙ୍କ ମୁଖ୍ୟ କବି ଥିଲେ । ଯଦୁମଣି " ରାଘବ ବିଳାସ " ଓ "ପ୍ରବନ୍ଧ ପୁର୍ଣ୍ଣଚନ୍ଦ୍ର " ରଚନା କରିଥିଲେ । ତାଙ୍କର ସୃଷ୍ଟିକୁ କବି ସମ୍ରାଟ ଉପେନ୍ଦ୍ରଭାଞ୍ଜଙ୍କ ଲେଖା ସହ ତୁଳନା କରାଯାଇଥାଏ । 

ଶିକ୍ଷା 

ଏଠାରେ ଏକ ଜୁନିଅର କଲେଜ , ଏକ ଡିଗ୍ରୀ କଲେଜ ସହ ଉଭୟ ବାଳକ ଓ ବାଳିକା ହାଇ ସ୍କୁଲ ଓ ଅନେକ ପ୍ରାର୍ଥମିକ ବିଦ୍ୟାଳୟ ସବୁ ରହିଛି । 

ମନ୍ଦିର ସମୂହ 

ଏଠାରେ ବହୁ ସଂଖ୍ୟାରେ ମନ୍ଦିର ସବୁ ରହିଛି । ତନ୍ନ ମଧ୍ୟରୁ ମୁଖ୍ୟଗୁଡ଼ିକ ହେଲା ,

  •  ସତ୍ୟନାରାୟଣ ମନ୍ଦିର 
  • ମାଁ ନାରାୟଣୀ ମନ୍ଦିର 
  • ଜଗନ୍ନାଥ ମନ୍ଦିର 
  • ଗୋପୀନାଥ ମନ୍ଦିର 
  • ଚିତ୍ରାକୁଟ ବିହାରୀ ମଠ 
  • ଦଣ୍ଡ କାମନା ମନ୍ଦିର 
  • ମାଁ କାଲୀ ମନ୍ଦିର 
  • ମାଁ ମଙ୍ଗଳା ମନ୍ଦିର 
  • ମା ତାରିଣୀ ମନ୍ଦିର
  • ଉଦଣ୍ଡ କାମନା ମନ୍ଦିର

ଯାନିଯାତ୍ରା 

"ପଞ୍ଚୁ ଦୋଳ "ନାମରେ ଦୋଳ ଯାତ୍ରା ଏଠାରେ ପ୍ରସିଦ୍ଧ । ଏହା 4 ଦିନ ଧରି ହୁଏ ଓ ଯାତ୍ରା , ଅପେରା ସବୁ ହୁଏ । ଏଠାରେ ଭୂମିପୁତ୍ର ଯଦୁମଣିଙ୍କ ଜନ୍ମ ବାର୍ଷିକୀ ବଡ଼ ଆଡମ୍ବର ସହକାରେ ହୁଏ । 

ଆଧାର 

ବାହାର ଲିଙ୍କ 

Tags:

ଇଟାମାଟି ଗ୍ରାମ ବାଣିଜ୍ୟ ଇଟାମାଟି ଗ୍ରାମ ବିଶିଷ୍ଟ ଅଧିବାସୀ ଇଟାମାଟି ଗ୍ରାମ ଶିକ୍ଷା ଇଟାମାଟି ଗ୍ରାମ ମନ୍ଦିର ସମୂହ ଇଟାମାଟି ଗ୍ରାମ ଯାନିଯାତ୍ରା ଇଟାମାଟି ଗ୍ରାମ ଆଧାର ଇଟାମାଟି ଗ୍ରାମ ବାହାର ଲିଙ୍କ ଇଟାମାଟି ଗ୍ରାମ

🔥 Trending searches on Wiki ଓଡ଼ିଆ:

ହେଲୋ ନେଟୱର୍କଫିଲିପାଇନ୍ସମହାତ୍ମା ଗାନ୍ଧୀଙ୍କ ପରିବାରଓକିଲ ଦିବସଇଣ୍ଡୋନେସିଆବିଭୂତି ପଟ୍ଟନାୟକତାରାତାରିଣୀ ମନ୍ଦିରଓଡ଼ିଆ ଲିପିଘର ବାହୁଡ଼ାମିଳିତ ଜାତିସଂଘହେନା ଫୁଲରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଭିରାମ ପରମହଂସଦ୍ରାଘିମାଭାରତର ପ୍ରଧାନମନ୍ତ୍ରୀଜ୍ଞାନକୋଷଜଗନ୍ନାଥ ମନ୍ଦିରଗାଲୁଆଗୌତମ ବୁଦ୍ଧପଦ୍ମଚରଣ ପଟ୍ଟନାୟକଅପରାଜିତା ଷଡ଼ଙ୍ଗୀଅପରେଟିଙ୍ଗ ସିଷ୍ଟମଔଷଧୀୟ ଗଛଲତାମାନଙ୍କର ତାଲିକାଅଚ୍ୟୁତାନନ୍ଦ ଦାସଆମ୍ବବିଷ୍ଣୁଜାଭା (ପ୍ରୋଗ୍ରାମିଂ ଭାଷା)ଉଇକିମିଡ଼ିଆ ମୁଭମେଣ୍ଟମାଳିକାସଚ୍ଚିଦାନନ୍ଦ ରାଉତରାୟସୌଭାଗ୍ୟ କୁମାର ମିଶ୍ରଭଦଭଦଳିଆଗୁରୁବାରସୁରେନ୍ଦ୍ର ମହାନ୍ତିରିୟା ଦେଗନରିଆଓଡ଼ିଆ ଭାଗବତରାଜକିଶୋର ରାୟଚିଲିକା ହ୍ରଦଜଗନ୍ନାଥଏଚଆଇଭି/ଏଡସଆଖୁପୁରୀ ଜିଲ୍ଲାସ୍ୱାମୀ ବିବେକାନନ୍ଦରାଷ୍ଟ୍ରପତି ଭବନ୧୨ ଅପ୍ରେଲକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପକ୍ଷୀରସୁଣପଞ୍ଚସଖାଧର୍ମେନ୍ଦ୍ର ପ୍ରଧାନବୈଷ୍ଣବ ଚରଣ ସାମଲସଞ୍ଜୁ ଆଉ ସଞ୍ଜନାନାରୀବାଦଅମର ପ୍ରସାଦ ଶତପଥୀଶିମିଳିପାଳ ଜାତୀୟ ଉଦ୍ୟାନଭୀମ ଭୋଇତରଭୁଜଚୈତ୍ରଅମ୍ଳଜାନଯୁକ୍ତରାଷ୍ଟ୍ର ଆମେରିକାଜବାହରଲାଲ ନେହେରୁଉତ୍କଳ ଦୀପିକାବୁଧବାରଜ୍ଞାନପୀଠ ପୁରସ୍କାର🡆 More