ଆନନ୍ଦପୁର ମହାବିଦ୍ୟାଳୟ

]

ଆନନ୍ଦପୁର ମହାବିଦ୍ୟାଳୟ
ମହାବିଦ୍ୟାଳୟ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଳାକେନ୍ଦୁଝର
ବ୍ଲକଆନନ୍ଦପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୮୦୨୧
ଫୋନ+୦୬୭୬୬
Websitewww.anandapurcollege.org


ଆନନ୍ଦପୁର ମହାବିଦ୍ୟାଳୟ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଥିବା ଏକ ସରକାରୀ ମହାବିଦ୍ୟାଳୟ । ଏହା କେନ୍ଦୁଝରର ଆନନ୍ଦପୁର ସହରରେ ଅବସ୍ଥିତ । ୧୯୪୬ରେ ସ୍ଥାପିତ ଏହି ମହାବିଦ୍ୟାଳୟ ୨୦୧୫ ବେଳକୁ ୪୫ ବର୍ଷ ଅତିକ୍ରମ କରିଥିଲା । ମହାବିଦ୍ୟାଳୟ ଆଜି ୨୦୦୦ରୁ ଅଧିକ ଶିକ୍ଷାର୍ଥୀ ଓ ୫୨ରୁ ଉର୍ଦ୍ଧ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗରେ ଚାଲିଛି । ଏଠାରେ ଉଭୟ +୨ ଓ ସ୍ନାତକ ରହିଛି । +୨ରେ କଳା, ବିଜ୍ଞାନ ଓ ବାଣିଜ୍ୟ ଥିବା ବେଳେ ସ୍ନାତକରେ କଳା, ବିଜ୍ଞାନ ଓ ବାଣିଜ୍ୟ ରହିଛି । ସ୍ନାତକରେ ପ୍ରମୁଖ ବିଷୟରେ ସମ୍ମାନ ଓ ପାସ ରହିଛି । ମହାବିଦ୍ୟାଳୟଟି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ । ଏଥିରେ ଏନସିସି ଓ ଏନଏସଏସ ରହିଛି ।

ସ୍ଥାପନା

ଏହା ବିଭିନ୍ନ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ୧୯୬୪ ମସିହା ଜୁଲାଇ ମାସରେ ଆନନ୍ଦ ଭବନଠାରେ ସ୍ଥାପିତ ହୋଇଥିଲା । ଆରମ୍ଭରେ ୯୦ ଜଣ ଛାତ୍ର ଓ ୬ ଜଣ ଅଧ୍ୟାପକଙ୍କୁ ନେଇ ଏହା ଆରମ୍ଭ କରାଯାଇଥିଲା ।

Tags:

🔥 Trending searches on Wiki ଓଡ଼ିଆ:

ସମ୍ବଲପୁରୀ ଭାଷାଅଳତାଓଡ଼ିଆ ଭାଷାବନମାଳୀ ଦାସପରିସଂଖ୍ୟାନ ବର୍ଗୀକରଣଜଳକାଞ୍ଚନ ଅୱସ୍ତିଦଶାବତାରକରଞ୍ଜ୧୯ ମାର୍ଚ୍ଚମଧୁସୂଦନ କାନୁନଗୋନାରାୟଣ ସାହୁ (୧୯୨୮ ଜନ୍ମ)ଜାତୀୟ ବିଜ୍ଞାନ ଦିବସଗୁରୁ ପ୍ରସାଦ ମହାନ୍ତିତୁମ ପରି ଛୋଟ ପିଲାଟିଏବିଶ୍ୱନାଥ କରରତ୍ନାକର ଚଇନିପରମାନନ୍ଦ ଆଚାର୍ଯ୍ୟଶବ୍ଦ (ପଦ)ଜୟୀ ରାଜଗୁରୁକିଶୋରୀ ଚରଣ ଦାସପଣାବାଘଗିରିଜା କୁମାର ବଳୀୟାରସିଂହଚମ୍ପୂପ୍ରସନ୍ନ କୁମାର ମିଶ୍ରପ୍ରାଣବନ୍ଧୁ କରଗୋଲୋକ ବିହାରୀ ଧଳ୨୧ଚୈତ୍ର ପୂର୍ଣ୍ଣିମାଜନ ବୀମସବୌଦ୍ଧ ଧର୍ମହନୁମାନ ଚାଳିଶାଅୟେନ୍ଦ୍ରୀ ଲୱନିୟା ରାୟଅମୃତ ଫଳମଧୁସୂଦନ ରାଓ୧ ଅପ୍ରେଲକବୀରIndiaଅରୁଣା ମହାନ୍ତିନବକୃଷ୍ଣ ଚୌଧୁରୀରମାକାନ୍ତ ପଣ୍ଡାଧଉଳିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକୋଣାର୍କ ସୂର୍ଯ୍ୟ ମନ୍ଦିରଇସଲାମ ଧର୍ମଚନ୍ଦନଲାଗି ବେଶମୁମ୍ବାଇନଅଙ୍କ ଦୁର୍ଭିକ୍ଷଲାଲ ବାହାଦୁର ଶାସ୍ତ୍ରୀସୀତାକାନ୍ତ ମହାପାତ୍ରସଞ୍ଚିତା ମହାନ୍ତିଯୁକ୍ତରାଷ୍ଟ୍ର ଆମେରିକାଜଗନ୍ନାଥ ପ୍ରସାଦ ଦାସହିମାଳୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବୁଧବାରଫାଇଲେରିଆଆମ୍ବଭାରତ ଛାଡ଼ ଆନ୍ଦୋଳନଓଡ଼ିଆ ଲିପିବେଦକୁମ୍ଭାର ଚକନମିତା ଅଗ୍ରୱାଲତରଳ ଝାଡ଼ା🡆 More