ଆନନ୍ଦପୁର

ଆନନ୍ଦପୁର, କେନ୍ଦୁଝର ଜିଲ୍ଲାର ଏକ ସବଡ଼ିଭିଜନ, ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀ। ଆନନ୍ଦପୁର ସବଡ଼ିଭିଜନରେ ମୋଟ୍ ତିନୋଟି ବ୍ଲକ ଅଛି। ଏହା ମଧ୍ୟେ ଆନନ୍ଦପୁର ବ୍ଲକରେ ମୋଟ ୧୧୯ଟା ଗାଁ ଅଛି। ଆନନ୍ଦପୁର ଏକ ପୌରପରିଷଦ ।

ଆନନ୍ଦପୁର
—  ସହର  —
ଆନନ୍ଦପୁର
ଆନନ୍ଦପୁର
ଆନନ୍ଦପୁର
ଆନନ୍ଦପୁର
ଆନନ୍ଦପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°13′N 86°07′E / 21.21°N 86.11°E / 21.21; 86.11
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କେନ୍ଦୁଝର
MLA ଶ୍ରୀ ଭାଗୀରଥୀ (BJD)
ଲୋକସଂଖ୍ୟା ୩୫,୦୪୩ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା


43 metres (141 ft)

କୋଡ଼
  • ପିନକୋଡ଼ • ୭୫୮ ୦୨୧
    • ଟେଲିଫୋନ • +୦୬୭୩୧
    • ଗାଡ଼ି • OR-09/OD-09

ଅବସ୍ଥିତି

ଆନନ୍ଦପୁର ସହର ବୈତରଣୀ କୂଳରେ ଅବସ୍ଥିତ। ବୈତରଣୀ ଏହର ଦକ୍ଷିଣ ଦିଗରେ ଅବସ୍ଥିତ। ବୈତରଣୀ ନଦୀ ଉପର ପୋଲ ଦେଇ ଆନନ୍ଦପୁର ସହର ଜାତୀୟ ରାଜପଥ ୨୦ ସହିତ ସଂଯୁକ୍ତ। ସମୁଦ୍ର ପତ୍ତନଠାରୁ ସହରର ଉଚ୍ଚତା ହେଉଛି ୪୩ ମିଟର। କେନ୍ଦୁଝର ଜିଲ୍ଲା ସଦର ମହକୁମାଠାରୁ ୯୦ କିମି ଓ ମା' ତାରିଣୀ ପୀଠ ଘଟଗାଁଠାରୁ ୪୦ କିମି ପୂର୍ବ-ଦକ୍ଷିଣରେ ଆନନ୍ଦପୁର ସହର ଅବସ୍ଥିତ। କଟକରୁ ୧୨୦ କିମି ଓ ଭୁବନେଶ୍ୱରରୁ ୧୫୦ କିମି ଦୂରରେ ଜାତୀୟ ରାଜପଥ ୧୬ ଏବଂ ୨୦ ଯୋଗେ ଆନନ୍ଦପୁର ସଂଯୁକ୍ତ। ଭଦ୍ରକରୁ ଆନନ୍ଦପୁର ୪୪ କିମି ଦୂରରେ ରାଜ୍ୟ ରାଜପଥ ୫୩ଦ୍ୱାରା ସଂଯୁକ୍ତ।

ଇତିହାସ

ଆନନ୍ଦ ବା ଖୁସି ଉଲ୍ଲାସର ସ୍ଥାନ ଭାବରେ ସହରର ନାମକରଣ ଆନନ୍ଦପୁର ହୋଇଥିବା ବୟସ୍କ ଲୋକମାନେ କୁହନ୍ତି।

ଦର୍ଶନୀୟ ସ୍ଥାନ

  1. ହଦଗଡ଼: ମନୋରମ ପ୍ରାକୃତିକ ପରିବେଶ ଭିତରେ ସାଳନ୍ଦୀ ନଦୀର ଜଳଭଣ୍ଡାର। ଶୀତ ଋତୁରେ ବଣଭୋଜି ପାଇଁ ଅନେକ ପର୍ଯ୍ୟଟକ ସମାଗମ ହୁଅନ୍ତି। ଆନନ୍ଦପୁରରୁ ଦୂରତା ପ୍ରାୟ ୩୦ କିମି।
  2. ଚକ୍ରତୀର୍ଥ: ବୌଦ୍ଧ କିର୍ତ୍ତୀ ଓ ପ୍ରାକୃତିକ ପରିବେଶ।
  3. ଗଡ଼ଚଣ୍ଡୀ ମନ୍ଦିର: ଦେବୀ ପୀଠ ଓ ବଣଭୋଜି ସ୍ଥାନ। ସହରରୁ ପ୍ରାୟ ୨୦ କିମି ଦୂରରେ ଅବସ୍ଥିତ।

ଶିକ୍ଷାନୁଷ୍ଠାନ

  1. ଆନନ୍ଦପୁର ମହାବିଦ୍ୟାଳୟ, ଆନନ୍ଦପୁର
  2. ଆନନ୍ଦପୁର ୟୁ ଜି ଏମ୍ ଇ ବିଦ୍ୟାଳୟ
  3. ଆନନ୍ଦପୁର ଉପ୍ରା ବିଦ୍ୟାଳୟ
  4. ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର୍
  5. ବ୍ରାହ୍ମଣୀଦେବୀ ଉପ୍ରା ବିଦ୍ୟାଳୟ, ଆନନ୍ଦପୁର୍
  6. ବ୍ରଜବନ୍ଧୁ ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର୍
  7. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆନନ୍ଦପୁର
  8. ସରସ୍ୱତୀ ଶିଶୁ ମନ୍ଦିର, ଆନନ୍ଦପୁର

ଆଧାର

Tags:

ଆନନ୍ଦପୁର ଅବସ୍ଥିତିଆନନ୍ଦପୁର ଇତିହାସଆନନ୍ଦପୁର ଦର୍ଶନୀୟ ସ୍ଥାନଆନନ୍ଦପୁର ଶିକ୍ଷାନୁଷ୍ଠାନଆନନ୍ଦପୁର ଆଧାରଆନନ୍ଦପୁରକେନ୍ଦୁଝର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭୀମାଶଙ୍କର ମନ୍ଦିରହରପ୍ରସାଦ ଦାସହରେକୃଷ୍ଣ ମହତାବଲୋକ ସଭାର ବାଚସ୍ପତିମଧୁସୂଦନ ରାଓଜୈନ ଧର୍ମବିଶ୍ୱ ଏଡ୍‌ସ ଦିବସରବି ନାରାୟଣ ନନ୍ଦକଳାକଳେବର ଚଉତିଶାକେଦାରନାଥ ମନ୍ଦିରଗୋପୀନାଥ ମହାନ୍ତିଦିଲୀପ ତିର୍କୀକୁଷ୍ଠସଉରାକୋଷୟୁନେସ୍କୋଆଦିଶଙ୍କରଇଣ୍ଡୋନେସିଆରାଧାଭୁବନେଶ୍ୱରପୁରୀବସନ୍ତ କୁମାର ଶତପଥୀଅମୃତାୟନମିଳିମିଳାଗୋପବନ୍ଧୁ ଦାସଅମର ସିଂହ ଚମକିଲାଲକ୍ଷ୍ମୀଆହାର ଯୋଜନାଗଞ୍ଜାମ ଜିଲ୍ଲାଏଣ୍ଟ୍ରେକ୍ଟିନିବଏଡା ଲଭ୍‌ଲେସ୍‌ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭୂମିକମ୍ପକମଳା ଦାସବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୃଷ୍ଣ ଜନ୍ମାଷ୍ଟମୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାସନ କାର୍ଡ଼ (ଭାରତ)ଓଡ଼ିଶାଯକ୍ଷ୍ମାପରିବାରଆର୍ଥିକ ସ୍ୱାଧୀନତାସୁରମା ପାଢ଼ୀପଣା ସଂକ୍ରାନ୍ତିଜୟ ଶ୍ରୀରାମଓଡ଼ିଶାର ପର୍ବପର୍ବାଣିସୀତା ବିବାହନିତ୍ୟାନନ୍ଦ ମହାପାତ୍ରରାମଅର୍ଜୁନ ଚରଣ ସେଠୀଅଶୋକ (ସମ୍ରାଟ)ଓଡ଼ିଆ ସାହିତ୍ୟସୁରେଶ କୁମାର ରାଉତରାୟଚା’ମେରୁ ଯାତ୍ରାଡିଡାନୋସିନଶ୍ରୀଜଙ୍ଗପୁନର୍ମିଳନଯବକ୍ଷାରଜାନମିଳିତ ଜାତିସଂଘଓଡ଼ିଶା ବିଧାନ ସଭାଜଗନ୍ନାଥ ପ୍ରସାଦ ଦାସଇତିହାସQR codeମନୋଜ ଦାସହିନ୍ଦୁ ଧର୍ମବିଧାନ ସଭା ସଭ୍ୟଓଡ଼ିଆ କବି ମାନଙ୍କର ତାଲିକାପୃଥିବୀମଧୁସୂଦନ ଦାସଜର୍ମାନୀ🡆 More