ଆଉ ଗୋଟେ ଲଭ୍ ଷ୍ଟୋରୀ: ୨୦୨୨ ଓଡ଼ିଆ କଥାଚିତ୍ର

ଆଉ ଗୋଟେ ଲଭ୍ ଷ୍ଟୋରୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ଅକ୍ଷୟ ବାରିକ ଓ ପାଞ୍ଚାଳି ବାରିକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆଉ ଗୋଟେ ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରମେଶ ବାରିକ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଅକ୍ଷୟ ବାରିକ, ପାଞ୍ଚାଳି ବାରିକ
କଳାକାରଜ୍ୟୋତି ରଞ୍ଜନ ନାୟକ
ଭୂମିକା ଦାଶ
ପୁଷ୍ପା ପଣ୍ଡା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୦ ମଇ ୨୦୨୨
ଦେଶଆଉ ଗୋଟେ ଲଭ୍ ଷ୍ଟୋରୀ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଭୂମିକା ଦାଶ । ପୁଷ୍ପା ପଣ୍ଡା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦ ମଇ ୨୦୨୨ରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଲିପି ମିଶ୍ର, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ଲେଖିବା ଆ ଲେଖିବା"ହ୍ୟୁମାନ ସାଗର, ଲିପି ମିଶ୍ର 
2."ରଙ୍ଗ ତୁ ଲଗାନି"ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 
3."ଜାନୁ ତୋ ମାସ୍କ ଖସା"ହ୍ୟୁମାନ ସାଗର, ଅସୀମା ପଣ୍ଡା 
4."ଆଉ ଗୋଟେ ଲଭ୍ ଷ୍ଟୋରୀ"  

ଆଧାର

ବାହାର ଆଧାର

Tags:

ଆଉ ଗୋଟେ ଲଭ୍ ଷ୍ଟୋରୀ ଅଭିନୟଆଉ ଗୋଟେ ଲଭ୍ ଷ୍ଟୋରୀ କାହାଣୀଆଉ ଗୋଟେ ଲଭ୍ ଷ୍ଟୋରୀ ଗୀତ ଏବଂ ସଙ୍ଗୀତଆଉ ଗୋଟେ ଲଭ୍ ଷ୍ଟୋରୀ ଆଧାରଆଉ ଗୋଟେ ଲଭ୍ ଷ୍ଟୋରୀ ବାହାର ଆଧାରଆଉ ଗୋଟେ ଲଭ୍ ଷ୍ଟୋରୀ

🔥 Trending searches on Wiki ଓଡ଼ିଆ:

ଛତୁ ତରକାରୀଲକ୍ଷ୍ମୀନାରାୟଣ ସାହୁଫେବୃଆରୀ ୨୮ଜଗନ୍ନାଥ ପ୍ରସାଦ ଦାସସଂକ୍ରାନ୍ତିମାର୍ଚ୍ଚଉଦ୍ଭିଦନେଲସନ ମଣ୍ଡେଲାରୋହିତ ଶର୍ମାଗୁରୁପ୍ରସାଦ ମହାନ୍ତିରମାକାନ୍ତ ରଥସ୍ତନ୍ୟପାୟୀଉତ୍କଳ ସମ୍ମିଳନୀଲାଟିନ ଭାଷାଯଦୁମଣି ମହାପାତ୍ରମଧୁସୂଦନ ଦାସଛାନ୍ଦତପସ୍ୱିନୀଭୀମ ଭୋଇକୃଷ୍ଣଆମ୍ବଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଭୁବନେଶ୍ୱରନନ୍ଦିଘୋଷପଣା ସଂକ୍ରାନ୍ତିମୁମ୍ବାଇବ୍ରାହ୍ମ ସମାଜବ୍ୟାସଦେବଜନ୍ମ ନିରୋଧତରୁଣକାନ୍ତି ମିଶ୍ରହେମନ୍ତ କୁମାର ଦାସଶୈଳବାଳା ଦାସପ୍ରଗତିବାଦୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାଇକ ଆଖଡ଼ାବିନୋଦ ଚନ୍ଦ୍ର ନାୟକଲଣ୍ଡନଶରତ କୁମାର ମହାନ୍ତିଆରିଷ୍ଟୋଟଲନବଯୌବନ ବେଶଫରିନା ଆଜାଦଦ୍ୱିତୀୟ ବିଶ୍ୱଯୁଦ୍ଧତ୍ରିପୁରା ମିଶ୍ରଓଡ଼ିଶାର କଳାପାପୁଆ ନିଉ ଗିନିଗୌରୀଶଙ୍କର ରାୟନଟବର ସାମନ୍ତରାୟବିଶ୍ୱତାପନଗୋଲୋକ ବିହାରୀ ଧଳପ୍ରଯୁକ୍ତି ବିଦ୍ୟାଜିନା ସାମଲମଦର ଟେରେସାଏମିସ ଲୋକଆଚାର୍ଯ୍ୟ ହରିହରନଅତୁଣ୍ଡୀରାଜ ଯୋଗଓଡ଼ିଶା ସରକାରଭ୍ୟାକୁମ୍ କ୍ଲିନର୍ଗର୍ଭାଶୟ ଅନ୍ତଃସ୍ତର କର୍କଟ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଓଡ଼ିଆ କାବ୍ୟ କବିତାଆନ୍ଧ୍ର ପ୍ରଦେଶବୈଷ୍ଣବ ଚରଣ ସାମଲବୌଦ୍ଧ ଧର୍ମଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଶ୍ରଦ୍ଧାକର ସୂପକାରଚାଣକ୍ୟଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଗର୍ଭାଶୟ କର୍କଟ🡆 More