ଆଇସୋନିଆଜିଡ

ଆଇସୋନିଆଜିଡ (ଇଂରାଜୀ ଭାଷାରେ Isoniazid, ଅନ୍ୟ ନାମ isonicotinylhydrazide ବା ଆଇଏନଏଚ/INH) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ସକ୍ରିୟ ଯକ୍ଷ୍ମା ନିମନ୍ତେ ଆଇସୋନିଆଜିଡ, ରିଫାମ୍ପିସିନ ଓ ପାଇରାଜିନାମାଇଡ (pyrazinamide) ସ‌ହିତ ସ୍ଟ୍ରେପ୍ଟୋମାଇସିନ (streptomycin) ଅଥବା ଇଥାମ୍ବୁଟଲ ଦିଆଯାଏ । ଗୁପ୍ତ ଯକ୍ଷ୍ମା ନିମନ୍ତେ କେବଳ ଏହି ଔଷଧ ଦିଆଯାଇପାରେ । ଯକ୍ଷ୍ମା ନ କରୁଥିବା ଏମ ଆଭିଅମ (M.

avium">M. avium), ଏମ କାନସାସି (M. kansasii) ଓ ଏମ ଜେନୋପି (M. xenopi) ଇତ୍ୟାଦି ମାଇକୋବ୍ୟାକ୍ଟେରିଆ ଜୀବାଣୁମାନଙ୍କ (atypical types of mycobacteria) ନିମନ୍ତେ ମଧ୍ୟ ଏହା ଦିଆଯାଇପାରେ । ଏହା ପାଟିରେ ଦିଆଗଲେ ମଧ୍ୟ ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଅଯାଏ ।

ଆଇସୋନିଆଜିଡ
ଆଇସୋନିଆଜିଡ
ଆଇସୋନିଆଜିଡ
Clinical data
Trade namesHydra, Hyzyd, Isovit, other
Synonymsisonicotinic acid hydrazide, isonicotinyl hydrazine, INHA
AHFS/Drugs.commonograph
MedlinePlusa682401
Pregnancy
category
  • C
Routes of
administration
by mouth, intramuscular, intravenous
ATC code
Legal status
Legal status
  • prescription only (US)
Pharmacokinetic data
Protein bindingVery low (0-10%)
Metabolismliver; CYP450: 2C19, 3A4 inhibitor
Elimination half-life0.5-1.6h (fast acetylators), 2-5h (slow acetylators)
Excretionurine (primarily), feces
Identifiers
IUPAC name
  • Pyridine-4-carbohydrazide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.195 Edit this at Wikidata
Chemical and physical data
FormulaC6H7N3O
Molar mass137.139 g/mol
3D model (JSmol)
SMILES
  • O=C(NN)c1ccncc1
InChI
  • InChI=1S/C6H7N3O/c7-9-6(10)5-1-3-8-4-2-5/h1-4H,7H2,(H,9,10) checkY
  • Key:QRXWMOHMRWLFEY-UHFFFAOYSA-N checkY
  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ଯକୃତ ଏଞ୍ଜାଇମ ସ୍ତର (increased blood levels of liver enzymes) ଓ ହାତ ତ‌ଥା ପାଦରେ କାଲୁଆ ବା କମ ସ୍ପର୍ଶ ଶକ୍ତି ଅନୁଭବ ହୁଏ । ସାଂଘାତିକ ପ୍ରତିକ୍ରିୟାରେ ହେପାଟାଇଟିସ ବା ଯକୃତ ପ୍ରଦାହ ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ନେଇ ସ୍ପଷ୍ଟ ଚିତ୍ର ନାହିଁ । ସ୍ତନ୍ୟପାନ ସମୟରେ ବ୍ୟବ‌ହାର କରାଯାଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ନିବାରଣ ନିମନ୍ତେ ପାଇରିଡକ୍ସିନ Pyridoxine ଦିଆଯାଇପାରେ । ଏହି ଔଷଧ ଜୀବାଣୁର ଜୀବକୋଷ ଆବରଣକୁ (cell wall) ନଷ୍ଟ କରି ତାହାକୁ ମାରିଦିଏ ।

ଆଇସୋନିଆଜିଡ ପ୍ରଥମେ ସନ ୧୯୫୨ ମସିହାରେ ତିଆରି ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ । ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୦.୬୦ରୁ ୪.୫୫ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୫ ଡଲାରରୁ କମ ।

ଆଧାର

Tags:

en:M. aviumen:Mycobacterium kansasiien:Mycobacterium xenopien:Nontuberculous mycobacteriaen:antibioticen:intramuscularen:pyrazinamideen:streptomycinଇଥାମ୍ବୁଟଲପାଇରାଜିନାମାଇଡଯକ୍ଷ୍ମାରିଫାମ୍ପିସିନସ୍ଟ୍ରେପ୍ଟୋମାଇସିନ

🔥 Trending searches on Wiki ଓଡ଼ିଆ:

୧୭ ଅପ୍ରେଲସାରଳା ମନ୍ଦିରସୁଦର୍ଶନ ପଟ୍ଟନାୟକଦୁଃଶାସନଶ୍ରୀତମ ଦାସବିଜୟ ମିଶ୍ରସୂର୍ଯ୍ୟୋଦୟଗୀତଗୋବିନ୍ଦଲାନାଡେଲୁମାବବିଭୂତି ପଟ୍ଟନାୟକମନୋରଞ୍ଜନ ଦାସଡଙ୍ଗରିଆ କନ୍ଧହୃଷୀକେଶ ମଲ୍ଲିକକୋରାପୁଟଜୟୀରାମ ସାମଲଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନତାରାପ୍ରସାଦ ଦାସଶୈଳବାଳା ଦାସପଠାଣି ପଟ୍ଟନାୟକଅଳତାମହାତ୍ମା ଗାନ୍ଧୀହିନ୍ଦୁମିନତି ମିଶ୍ରଚନ୍ଦ୍ରଶେଖର ରଥଚମ୍ପୂଶିଖରଚଣ୍ଡୀଜୟୀ ରାଜଗୁରୁସରସ୍ୱତୀ ସମ୍ମାନ୨୧ ମାର୍ଚ୍ଚସମୀର ରଞ୍ଜନ ଦାଶଜାପାନମଧୁସୂଦନ ଦାସଗୁରୁବିଜୁଳିଇଲନ ମସ୍କକବିସୂର୍ଯ୍ୟ ବଳଦେବ ରଥରାମକୃଷ୍ଣ ନନ୍ଦଜଗନ୍ନାଥ ପ୍ରସାଦ ଦାସକ୍ଷୀରଦୀନକୃଷ୍ଣ ଦାସଲକ୍ଷ୍ମଣ ନାୟକବଣିସୁଗ୍ରୀବଜୟ ଜଗନ୍ନାଥବିବାହଶ୍ରୀ ଅରବିନ୍ଦବିଶ୍ୱ ଏଡ୍‌ସ ଦିବସଭାନୁଜୀ ରାଓହନୁମାନପଦ୍ମଶ୍ରୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଶାନ୍ତନୁ କୁମାର ଆଚାର୍ଯ୍ୟଜଗଦୀଶ ମହାନ୍ତିହାଡ଼ଫୁଟିଅହଲ୍ୟା (ଓଡ଼ିଆ କଥାଚିତ୍ର)ଓଡ଼ିଶା ବିଧାନ ସଭାଅନ୍ନପୂର୍ଣ୍ଣା ମହାରଣାବିଜୁ ପଟ୍ଟନାୟକଲକ୍ଷ୍ମୀନାରାୟଣ ସାହୁ🡆 More