ସେଫପୋଡୋକ୍ସିମ

ସେଫପୋଡୋକ୍ସିମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଭାଣ୍ଟିନ୍, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ମଧ୍ୟକର୍ଣ୍ଣ ପ୍ରଦାହ, ଷ୍ଟ୍ରେପ୍ ଗଳା, ସାଇନୁସାଇଟିସ୍, ମୂତ୍ରନଳୀ ସଂକ୍ରମଣ ଏବଂ ଗନରିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।

ସେଫପୋଡୋକ୍ସିମ
ସେଫପୋଡୋକ୍ସିମ
Clinical data
Trade namesVantin, others
SynonymsCephpodoxime, cefpodoxime proxetil
AHFS/Drugs.commonograph
MedlinePlusa698024
Pregnancy
category
  • AU: B1
  • US: B (No risk in non-human studies)
Routes of
administration
By mouth
Legal status
Legal status
  • US: ℞-only
Pharmacokinetic data
Bioavailability50%
Protein binding21% to 29%
MetabolismNegligible. Cefpodoxime proxetil is metabolized to cefpodoxime by the liver
Elimination half-life2 hours
ExcretionKidney, unchanged
Identifiers
IUPAC name
  • (6R,7R)-7-{[(2Z)-2-(2-amino-1,3-thiazol-4-yl)-2-methoxyimino-acetyl]amino}-3-(methoxymethyl)-8-oxo-5-thia-1-azabicyclo[4.2.0]oct-2-ene-2-carboxylic acid
ECHA InfoCard100.210.871 Edit this at Wikidata
Chemical and physical data
FormulaC15H17N5O6S2
Molar mass୪୨୭.୪୫ g·mol−1
3D model (JSmol)
SMILES
  • O=C2N1/C(=C(\CS[C@@H]1[C@@H]2NC(=O)C(=N\OC)/c3nc(sc3)N)COC)C(=O)O
InChI
  • InChI=1S/C15H17N5O6S2/c1-25-3-6-4-27-13-9(12(22)20(13)10(6)14(23)24)18-11(21)8(19-26-2)7-5-28-15(16)17-7/h5,9,13H,3-4H2,1-2H3,(H2,16,17)(H,18,21)(H,23,24)/b19-8-/t9-,13-/m1/s1 checkY
  • Key:WYUSVOMTXWRGEK-HBWVYFAYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଯୋନୀପଥ ଇଷ୍ଟ ସଂକ୍ରମଣ, ପେଟ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ଲୋଷ୍ଟ୍ରିଡିଓଡେସ୍ ଡିଫାଇସିଲ୍ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ସହିତ କୌଣସି କ୍ଷତି ହେବାର ପ୍ରମାଣ ନଥିବାବେଳେ, ଏହାର ବ୍ୟବହାରର ଭଲରୂପେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ତୃତୀୟ ପିଢ଼ୀର ସେଫାଲୋସ୍ପୋରିନ୍ ଏବଂ ଜୀବାଣୁର କୋଷ କାନ୍ଥରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ ।

୧୯୮୦ ମସିହାରେ ସେଫପୋଡୋକ୍ସିମ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୯ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୦୦ ମିଗ୍ରାର ୨୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୬ ଡଲାର ଅଟେ।

ଆଧାର

Tags:

ଗନରିଆମଧ୍ୟକର୍ଣ୍ଣ ପ୍ରଦାହମୂତ୍ରାଙ୍ଗ ସଂକ୍ରମଣସାଇନୁସାଇଟିସସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ

🔥 Trending searches on Wiki ଓଡ଼ିଆ:

ରଥଯାତ୍ରାଡୁରେସ୍ବିବାହଓଡ଼ିଆ ଲିପିବ୍ୟଞ୍ଜନ ବର୍ଣ୍ଣଗୀତଗୋବିନ୍ଦଓଡ଼ିଶାର ପର୍ବପର୍ବାଣିକାହ୍ନୁଚରଣ ମହାନ୍ତିବିଷ୍ଣୁବ୍ରତ ରାଉତରାୟ୧୦ ନଭେମ୍ବରଉଇକିକମନ୍ସଚନ୍ଦ୍ରଭାନୁ ସିଂହ ଦେଓଭିଏତନାମଭାରତର ନଦୀ ସମୂହର ତାଲିକାଆଲୋକ-ବୈଦୁତିକ ପ୍ରଭାବପ୍ୟାରିସବୈଦେହୀଶ ବିଳାସମନ୍ମଥ ନାଥ ଦାସଏଲୋରା ଗୁମ୍ଫାବିଜ୍ଞାନଓଡ଼ିଆ ଭାଷାବୁଧେଇ ଓଷାଟୁଇଟରକ୍ଲୋନିଡିନwiki.phtmlଉମେଶଚନ୍ଦ୍ର ସରକାରଭୁବନେଶ୍ୱରକରାଚୀବେଦ୨୫ ମାର୍ଚ୍ଚଦାମୋଦର ରାଉତସମ୍ବାଦ (ଖବରକାଗଜ)ରାୟଗଡ଼ା ଜିଲ୍ଲାସଙ୍କୀର୍ତ୍ତନଅଶୋକ ଚକ୍ରଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରବିଜୟ ମିଶ୍ରଲତା ମଙ୍ଗେସକରବିର୍ସା ମୁଣ୍ଡାକୁଞ୍ଜବିହାରୀ ଦାଶ୧୬୯୫ଶିବମଧୁସୂଦନ ରାଓମେଲାଟୋନିନଦ୍ରୌପଦୀ ମୁର୍ମୁପୋଟଳ ଆଳୁ କସାଯକୃତତୁଳସୀ ଚଉରାହେପାଟାଇଟିସ ବିକଳ୍ପନା ଚାୱଲାଶ୍ରୀ ଅରବିନ୍ଦଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସସ୍ୱାମୀ ବିବେକାନନ୍ଦଭାରତପ୍ରେମନନ୍ଦ କିଶୋର ବଳପ୍ରତିଭା ରାୟକାବୋଟେଗ୍ରାଭିର/ରିଲପିଭିରିନକନଫୁସିଅସମିତ୍ରଭାନୁ ଗୌନ୍ତିଆମନୋରଞ୍ଜନ ଦାସଗାୟତ୍ରୀ ସରାଫଅଖିଳ ମୋହନ ପଟ୍ଟନାୟକ🡆 More