ରାମ ରାଜ କୁମାରୀ: ଓଡ଼ିଆ ରାଜନୀତିଜ୍ଞା

ରାମ ରାଜ କୁମାରୀ (୧୯ ଅପ୍ରେଲ ୧୯୧୧ - ୨୦ ଡିସେମ୍ବର ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ପ୍ରଥମେ ତିନି ଜଣ ମହିଳା ବିଧାୟିକାଙ୍କ ଭିତରେ ସେ ଜଣେ ଥିଲେ ।

ରାମ ରାଜ କୁମାରୀ
ବିଧାୟିକା: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1911-04-19)୧୯ ଅପ୍ରେଲ ୧୯୧୧
ମୃତ୍ୟୁ୨୦ ଡିସେମ୍ବର ୧୯୬୯(1969-12-20) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଚନ୍ଦ୍ରଭାନୁ ଦେବ
ବାପା/ବୋଉହରପ୍ରସାଦ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ରାମ ରାଜ କୁମାରୀ ୧୯୧୧ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରପ୍ରସାଦ ସିଂହ ଦେଓ ଓ ପତିଙ୍କ ନାମ ଚନ୍ଦ୍ରଭାନୁ ଦେବ ।

ରାଜନୈତିକ ଜୀବନ

ରାମ ରାଜ କୁମାରୀ ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ସେ ସମାଜସେବାରେ ଯୋଗ ଦେଇଥିଲେ । ତାଙ୍କ ଉଦ୍ୟମରେ କିଛି ଉଚ୍ଚ ବିଦ୍ୟାଳୟର ମୁଳଦୁଆ ପଡ଼ିଥିଲା ଏବଂ ତାଙ୍କଦ୍ୱାରା ପଟ୍ଟାମୁଣ୍ଡାଇ ଦେଇ କେନ୍ଦ୍ରାପଡ଼ାରୁ ଚାନ୍ଦବାଲିକୁ ସଂଯୋଗ କରୁଥିବା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

୧୯୫୨ ମସିହାରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୦୭୩ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ କୃପାସିନ୍ଧୁ ପଣ୍ଡାଙ୍କୁ ୨୫୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ

ରାମ ରାଜ କୁମାରୀ ୧୯୬୯ ମସିହାର ଡିସେମ୍ବର ୨୦ ତାରିଖରେ ୫୮ ବର୍ଷ ବୟସରେ କଟକରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ରାମ ରାଜ କୁମାରୀ ଜନ୍ମ, ପରିବାର ଓ ଶିକ୍ଷାରାମ ରାଜ କୁମାରୀ ରାଜନୈତିକ ଜୀବନରାମ ରାଜ କୁମାରୀ ମୃତ୍ୟୁରାମ ରାଜ କୁମାରୀ ଆଧାରରାମ ରାଜ କୁମାରୀଓଡ଼ିଆ ଲୋକଓଡ଼ିଶା ବିଧାନ ସଭା୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଉଇକିମିଡ଼ିଆ ମୁଭମେଣ୍ଟମୁକୁନ୍ଦ ଦେବଅର୍ଜୁନ ଗଛ୧୫୨୮କମ୍ବୋଡ଼ିଆଭାରତର ଜାତୀୟ ପତାକାବୀର ସୁରେନ୍ଦ୍ର ସାଏ୧୪୯୬କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ୧୭୯୦ଚିକୁନ‌ଗୁନିଆମାଳିକାମନୋଜ ଦାସତୁଳସୀ ଚଉରାତପସ୍ୱିନୀ୧୬ଶ ଓଡ଼ିଶା ବିଧାନ ସଭାସୁରେନ୍ଦ୍ର ମହାନ୍ତିଉମେଶଚନ୍ଦ୍ର ସରକାରନେଲସନ ମଣ୍ଡେଲାଭିକାରୀ ବଳବିନୋଦ ଚନ୍ଦ୍ର ନାୟକପାଣ୍ଟୋପ୍ରାଜୋଲପ୍ରାଣବନ୍ଧୁ କରଓଡ଼ିଶା ବିଧାନ ସଭାମାନବ ଅଧିକାରର ସାର୍ବଜନୀନ ଘୋଷଣାସଚ୍ଚିଦାନନ୍ଦ ରାଉତରାୟଦକ୍ଷିଣ ଚୀନ ସାଗରଜଗମୋହନଭାରତକା (ଉପନ୍ୟାସ)ଶାରଳା ପୁରସ୍କାରଷଡ଼ଭୁଜଶରତ କୁମାର ମହାନ୍ତିଚିତ୍ତରଞ୍ଜନ ଦାସଦୀନକୃଷ୍ଣ ଦାସରାମଚନ୍ଦ୍ର ବେହେରାମେଲାଟୋନିନମାଂସର ବିଳାପବାଜି ରାଉତ୪ ସେପ୍ଟେମ୍ବରଯକ୍ଷ୍ମାରେଭେନ୍ସା ବିଶ୍ୱବିଦ୍ୟାଳୟଗୋପାଳ ଚନ୍ଦ୍ର ପ୍ରହରାଜତୁଳସୀ ଦାସକନଫୁସିଅସପ୍ରେମଜଗନ୍ନାଥ ମହାନ୍ତିକମଳାକାନ୍ତ ଲେଙ୍କାଓଡ଼ିଆ ଭାଷାଅଣ୍ଡକୋଷ ଯନ୍ତ୍ରଣାକ୍ରିଷ୍ଟୀନା ଅଖିବାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସ୍ନେହସାରବିଜ୍ଞାନ କାହାଣୀକବିସୂର୍ଯ୍ୟ ବଳଦେବ ରଥବାଘଇଟାମାଟି ଗ୍ରାମରୀତା ସାହୁଭଗବତ ଗୀତାଶୁଚିତ୍ୱବାଇପୋଲାର ଡିଜଅଡରବାଲ୍ୟବିବାହବିଜୁ ପଟ୍ଟନାୟକବ୍ରହ୍ମୋତ୍ରୀ ମହାନ୍ତିଶ୍ରୀ ଅରବିନ୍ଦପ୍ରଥମ ବିଶ୍ୱଯୁଦ୍ଧ୧୫ ମାର୍ଚ୍ଚ🡆 More