ରଣଜିତ ଗୁହା

ରଣଜିତ ଗୁହା ଜଣେ (ଜନ୍ମ ୨୩ ମେ ୧୯୨୩) ଦକ୍ଷିଣ ଏସିଆର ଜଣେ ଐତିହାସିକ । ତାଙ୍କର କାମର ପ଼୍ରଭାବ ସବଲ୍ଟନ୍ ଗୋଷ୍ଠୀର ବିଚାରଧାରା ଉପରେ ସ୍ପଷ୍ଟ । ]], ସେ ଏହି ଗୋଷ୍ଠୀରେ ଅନେକ ସଂକଳନର ସଂପାଦକ ମଧ୍ୟ ଥିଲେ । ତାଙ୍କର ଗ୍ରନ୍ଥ ଏଲିମେଣ୍ଟାରୀ ଆସ୍ପେକ୍ଟସ୍ ଅଫ୍ ପେଜାଣ୍ଟ୍ ଇନ୍ସର୍ଜେନ୍ସୀ ଇନ୍ କଲୋନିଆଲ୍ ଇଣ୍ଡିଆକୁ ଗୋଟିଏ କ୍ଲାସିକ୍ ଭାବରେ ଗଣାଯାଏ ।

କର୍ମଜୀବନ

ସେ ୧୯୫୯ ମସିହାରେ ବିଲାତକୁ ଦେଶାନ୍ତରିତ ହୋଇ ଚାଲିଯାଇଥିଲେ ଓ ସସେକ୍ସ୍ ବିଶ୍ୱବିଦ୍ୟାଳୟରେ ରୀଡର୍ ଭାବରେ କାମ କଲେ । ସେ ବର୍ତ୍ତମାନ ଅଷ୍ଟ୍ରିଆ ଦେଶର ଭିଏନା ସହରରେ ରହନ୍ତି । .

ନିର୍ବାଚିତ ଗ୍ରନ୍ଥାବଳୀ

  • ୧୯୬୩ । ଏ ରୁଲ୍ ଅଫ୍ ପ୍ରପର୍ଟି ଫର୍ ବେଙ୍ଗଲ୍ : ଆନ୍ ଏସେ ଅନ୍ ଦ ଆଇଡିଆ ଅଫ୍ ପର୍ମାନେଣ୍ଟ୍ ସେଟେଲମେଣ୍ଟ୍, ପ୍ୟାରିସ୍ ଇତ୍ୟାଦି : ମୌଟନ୍ ଆଣ୍ଡ୍ କୋ । ନୂଆ ସଂସ୍କରଣ : ଡ୍ୟୁକ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୮୩ । ଏଲିମେଣ୍ଟାରୀ ଆସ୍ପେକ୍ଟସ୍ ଅଫ୍ ପେଜାଣ୍ଟ୍ ଇନ୍ସର୍ଜେନ୍ସୀ ଇନ୍ କଲୋନିଆଲ୍ ଇଣ୍ଡିଆ । ଅକ୍ସଫୋର୍ଡ଼୍ ୟୁନିଭର୍ସିଟି ପ୍ରେସ, ଦିଲ୍ଲୀ । ନୂଆ ସଂସ୍କରଣ : ଡ୍ୟୁକ୍ ୟୁନିଭର୍ସିଟି ପ୍ରେସ୍, ୧୯୯୯ ।
  • ୧୯୮୮ । ଆନ୍ ଇଣ୍ଡିଆନ୍ ହିଷ୍ଟରିଓଗ୍ରାଫୀ ଅଫ୍ ଇଣ୍ଡିଆ : ଏ ନାଇଣ୍ଟିନ୍ଥ୍ ସେଂଚୁରୀ ଆଜେଣ୍ଡା ଆଣ୍ଡ୍ ଇଟ୍ସ୍ ଇମ୍ପ୍ଲିକେଶନ୍ସ୍ । କଲିକତା : କେ.ପି. ବାଗ୍ଟୀ ଆଣ୍ଡ୍ କମ୍ପାନୀ ।
  • ୧୯୯୮ । ଡମିନାନ୍ସ୍ ୱିଦାଉଟ୍ ହେଜେମନି : ହିଷ୍ଟ୍ରୀ ଆଣ୍ଡ୍ ପାୱାର୍ ଇନ୍ କଲୋନିଆଲ୍ ଇଣ୍ଡିଆ, ହାର୍ଭାଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୨୦୦୯ । ଦ ସ୍ମଲ୍ ଭଏସ୍ ଅଫ୍ ହିଷ୍ଟ୍ରୀ, ପର୍ମାନେଣ୍ଟ୍ ବ୍ଲାକ୍ ।


ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରାୟଗଡ଼ା ଜିଲ୍ଲା୫ ନଭେମ୍ବରଲକ୍ଷ୍ମୀ ପୁରାଣଗୋପାଳକୃଷ୍ଣ ପଟ୍ଟନାୟକବୀଣାପାଣି ମହାନ୍ତି୪ (ସଂଖ୍ୟା)ବାଘଅଚ୍ୟୁତ ନାୟକଯୁକ୍ତରାଷ୍ଟ୍ର ଆମେରିକାୟୁକ୍ରେନରତ୍ନାକର ଚଇନିଭକ୍ତ ଚରଣ ଦାସନାରୀବାଦରାଧାନାଥ ରାୟଜୟୀ ରାଜଗୁରୁଶଙ୍କରାଚାର୍ଯ୍ୟହନୁମାନରୋହିତ ଶର୍ମାପ୍ରାଣକୃଷ୍ଣ ପରିଜା୧୬୬୫ହରିପ୍ରସାଦ ଚୌରାଶିଆକମ୍ପ୍ୟୁଟରଅଂଶୁଘାତଭୀମ ପୃଷ୍ଟିପ୍ରବୀଣ ଚନ୍ଦ୍ର ଭଞ୍ଜଦେଓପ୍ରତିଭା ଶତପଥୀନାରାୟଣ ସାହୁପ୍ରତିଭା ରାୟବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୋବେଲ ପୁରସ୍କାର୧୯୬୧ନନ୍ଦିଘୋଷନମିତା ଅଗ୍ରୱାଲଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସାରଳା ଦାସଓଡ଼ିଶୀଶ୍ରୀ ଅରବିନ୍ଦରାଜେନ୍ଦ୍ର କିଶୋର ପଣ୍ଡାବିରଳା ମନ୍ଦିର, କୋଲକାତାଗଣନ ସଂଖ୍ୟାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଓଡ଼ିଶାର ଇତିହାସ୧ (ସଂଖ୍ୟା)ତପସ୍ୱିନୀମହୁଗାଲୁଆପଥ ଓ ପୃଥିବୀବିରଜା ମନ୍ଦିରକୁତାମ ଚଣ୍ଡୀ ମନ୍ଦିରଛତୁ ତରକାରୀହେମନ୍ତ କୁମାର ଦାସପକୋଡ଼ାଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଅକ୍ଷାଂଶରାଧାମୋହନ ଗଡ଼ନାୟକମହାଦେଶଖାଦ୍ୟକୋଣାର୍କ ସୂର୍ଯ୍ୟ ମନ୍ଦିରଆରିଷ୍ଟୋଟଲସ୍ତନପୂରଣବାଚକ ସଂଖ୍ୟାମଇ ଦିବସଆଣ୍ଡାମାନ ସାଗରପାରାଦୀପ ବନ୍ଦରସ୍ତୁତି ଚିନ୍ତାମଣିଉଦୟନାଥ ଷଡ଼ଙ୍ଗୀପ୍ରଥମ ଭାସ୍କରବଳପୁଷ୍ଟିସାରକଣ୍ଡୋମମହାବିଦ୍ୟା🡆 More