ଯମଦ୍ୱିତୀୟା

ଦୀପାବଳିର ଶେଷ ଦିବସ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟାକୁ ଯମଦ୍ୱିତୀୟା ବା ଭାଇଦୂଜ ବୋଲି କୁହାଯାଏ । ଶାସ୍ତ୍ରାନୁସାରେ ଯମଦେବତା ନିଜ ଭଉଣୀ ଯମୁନାକୁ ଭେଟିବା ପାଇଁ ମର୍ତ୍ତ୍ୟଲୋକକୁ ଆସନ୍ତି । ଏଣୁ ଭାଇମାନଙ୍କ ସହ ଭଉଣୀମାନେ ମିଳିତ ଭାବେ ଯମୁନା ସ୍ନାନ କରନ୍ତି । ଭଉଣୀମାନେ ବ୍ରତ ସଂକଳ୍ପ ପୂର୍ବକ ଭାଇମାନଙ୍କର ଦୀର୍ଘଜୀବନ, ଐଶ୍ୱର୍ଯ୍ୟ ତଥା ସର୍ବମଙ୍ଗଳ କାମନା କରି ମୃତ୍ୟୁ ଦେବତା ଯମରାଜାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ଦୂରରେ ରହୁଥିବା ଭଉଣୀମାନେ ଏହିଦିନ ସକାଳୁ ସ୍ନାନାଦି କର୍ମ ସମାପନ କରି ଗଣେଶଙ୍କୁ ସ୍ଥାପନ କରି ଯମ, ଯମୁନା, ଚିତ୍ରଗୁପ୍ତ ଏବଂ ଯମଦୂତଙ୍କ ବିଧିବିଧାନର ସହିତ ପୂଜା ଶେଷରେ ଯମରାଜାଙ୍କୁ ଯମରାଜାଙ୍କୁ ପୂଜା କରିଥାନ୍ତି । ଯମଦ୍ୱିତୀୟା ବା ଭୟାଦୂଜ ପୂଜା ପରେ ଭାଇମାନଙ୍କ ମୁଣ୍ଡରେ ତିଳକ ଲଗାଇ ଭଉଣୀମାନେ ସେମାନଙ୍କୁ ସୁଆଦିଆ ଖାଦ୍ୟ ଓ ମିଷ୍ଟାନ୍ନ ଆଦି ଖୁଆଇ ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି ।

ଯମଦ୍ୱିତୀୟା
ଯମଦ୍ୱିତୀୟା‌କୁ ବଦଳାଉଛି
ଯମଦ୍ୱିତୀୟା
ଯମଦ୍ୱିତୀୟା

ଆଧାର

Tags:

ଦୀପାବଳି

🔥 Trending searches on Wiki ଓଡ଼ିଆ:

ଲଣ୍ଡନ୧୯ ମାର୍ଚ୍ଚସମ୍ବଲପୁରଚିଲିକା (କବିତା)ମହାବିଦ୍ୟାବିଜୟ ମିଶ୍ରନନ୍ଦନକାନନ ଜୀବ ଉଦ୍ୟାନବୈଷ୍ଣବ ଚରଣ ସାମଲଧର୍ମକୁଜିବର ପ‌ତ୍ରଭୃସଙ୍ଗ ଗଛଚନ୍ଦନ ଯାତ୍ରାଭାରତ ସରକାରମାଗୁଣିର ଶଗଡ଼ (କଥାଚିତ୍ର)ଅସହଯୋଗ ଆନ୍ଦୋଳନହେପାଟାଇଟିସପ୍ରହ୍ଲାଦ ନାଟକପ୍ରଦୀପ କୁମାର ପାଣିଗ୍ରାହୀକାଜାଖସ୍ତାନରକ୍ତଗର୍ଭାବସ୍ଥାଶେର ଶାହ ସୁରୀଚିକୁନ‌ଗୁନିଆବିରଜା ମନ୍ଦିରବିର୍ସା ମୁଣ୍ଡାଅଖିଳ ମୋହନ ପଟ୍ଟନାୟକସ୍ତନଗୌତମ ବୁଦ୍ଧଭଦ୍ରକ୧୬୬୫ଶବ୍ଦ (ପଦ)ଏଣ୍ଡୋମେଟ୍ରିଓସିସବିରିୟାନୀସତ୍ୟେନ୍ଦ୍ର ନାଥ ବୋଷଜଗନ୍ନାଥ ପ୍ରସାଦ ଦାସଶ୍ରୀଲଙ୍କାର ଭୂଗୋଳମାଣବସା ଗୁରୁବାରରାଜେନ୍ଦ୍ର କିଶୋର ପଣ୍ଡାଚାନ୍ଦ୍ରମାସଅକ୍ଷୟ ତୃତୀୟାରାଜା ରାମମୋହନ ରାୟଲସିଇଣ୍ଡିଆନ ପ୍ରିମିଅର ଲିଗମ୍ୟାଲେରିଆସୂଚନା ପ୍ରଯୁକ୍ତିବିଦ୍ୟାଅଚ୍ୟୁତାନନ୍ଦ ଦାସମାର୍ଚ୍ଚ ୨୧ହେମଲତା ମାନସିଂହଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୬ ଅପ୍ରେଲଗୋପାଳ ଛୋଟରାୟଗିରିଜା କୁମାର ବଳୀୟାରସିଂହଜୁନସମୟ (କାଳ)ସ୍ତୁତି ଚିନ୍ତାମଣିମେହମୁଦ ହୁସେନପ୍ରଗତିବାଦୀଅଂଶୁପା ହ୍ରଦକାଶୀ ବିଶ୍ୱନାଥ ମନ୍ଦିରଅଣ୍ଡା ରୋଲବାଇଶି ପାହାଚଜଣ୍ଡିସ୍ବିଜୁ ଜନତା ଦଳଚିତ୍ତରଞ୍ଜନ ଦାସଆଉରଙ୍ଗଜେବଓଡ଼ିଶାର ଲୋକନୃତ୍ୟନେପଚୁନଉତ୍କଳ ସମ୍ମିଳନୀପ୍ରାଣକୃଷ୍ଣ ପରିଜାସତ୍ୟନାରାୟଣ ରାଜଗୁରୁଫାଇଲେରିଆ🡆 More