ମୁକ୍ତେଶ୍ୱର ଦେଉଳ: ହାତୀଓଟ ମନ୍ଦିର

ମୁକ୍ତେଶ୍ୱର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ; ଯାହା ଭୁବନେଶ୍ୱରରେସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ । ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ ।

ମୁକ୍ତେଶ୍ୱର ଦେଉଳ
ମୁକ୍ତେଶ୍ୱର ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
Countryଭାରତ

ଇତିହାସ

ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । ଓଡ଼ିଶାର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ ଶୈବ ଧାର୍ମିକ ସ୍ଥଳ ସହ ଏହା ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀର ଏକ ଉପାସନା ସ୍ଥଳ ।

ନିର୍ମାଣ ଶୈଳୀ

୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।

ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ମନ୍ଦିର ପରିସରରେ ତିନି ଦିନ ପାଇଁ ଏକ ନୃତ୍ୟ କାର୍ଯ୍ୟକ୍ରମ, ମୁକ୍ତେଶ୍ୱର ନୃତ୍ୟ ପର୍ବ ଆୟୋଜନ କରନ୍ତି । ଏହି ପର୍ବରେ ଓଡ଼ିଶୀ ନୃତ୍ୟ ଏବଂ ସଂଗୀତର ବୈଶିଷ୍ଟତାକୁ ପାଳନ କରାଯାଇଥାଏ । ରାଜ୍ୟ ସରକାରଙ୍କର ୱେବ ପୋର୍ଟାଲରେ ଏହି ଉତ୍ସବଟିର ୱେବକାଷ୍ଟ କରାଯାଇଥାଏ ।

ଗ୍ୟାଲେରି

ଆଧାର

Tags:

ମୁକ୍ତେଶ୍ୱର ଦେଉଳ ଇତିହାସମୁକ୍ତେଶ୍ୱର ଦେଉଳ ନିର୍ମାଣ ଶୈଳୀମୁକ୍ତେଶ୍ୱର ଦେଉଳ ସାଂସ୍କୃତିକ କାର୍ଯ୍ୟକ୍ରମମୁକ୍ତେଶ୍ୱର ଦେଉଳ ଗ୍ୟାଲେରିମୁକ୍ତେଶ୍ୱର ଦେଉଳ ଆଧାରମୁକ୍ତେଶ୍ୱର ଦେଉଳଓଡ଼ିଶାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ମୁମ୍ବାଇହନୁମାନ ଚାଳିଶାମଧୁସୂଦନ ରାଓନଅତୁଣ୍ଡୀ୧୮ ଅକ୍ଟୋବରରାଣୀ ଲକ୍ଷ୍ମୀବାଈଆଣ୍ଡାମାନ ସାଗରକାଞ୍ଚି ଅଭିଯାନଓ ଅନ୍ଧଗଳିରାଜାରାଣୀ ମନ୍ଦିରଖଡ଼ଗପୁରଭଦ୍ରକ୨୫ ଅପ୍ରେଲମାସତୃପ୍ତି ଦାସ୭ (ସଂଖ୍ୟା)ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଓଡ଼ିଶାର ଇତିହାସଲିମା୧୬୬୫ଟୁକୁନି ସାହୁଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରବ୍ରାଉଜରପିଙ୍କି ପ୍ରଧାନବୀର ସୁରେନ୍ଦ୍ର ସାଏଓମ'ଙ୍କ ନିୟମବିନୋଦ ଚନ୍ଦ୍ର ନାୟକତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଚାଟ୍ ଜିପିଟିବାଙ୍କୀଆପେଣ୍ଡିସାଇଟିସମସ୍କୋଗୌରୀଶଙ୍କର ରାୟପୁରୀ ଜିଲ୍ଲାଜଗନ୍ନାଥବିରଳା ମନ୍ଦିର, ହାଇଦ୍ରାବାଦଉଇକିଅଭିଧାନଦ୍ୱିତୀୟ ବିଶ୍ୱଯୁଦ୍ଧଭାରତର ନଦୀ ସମୂହର ତାଲିକାଜୀବସାର ଗରାସେଶ୍ୱରୀ ପାଣିଗ୍ରାହୀମାର୍ଚ୍ଚ ୨୧ଭଗବତୀ ଚରଣ ପାଣିଗ୍ରାହୀଇନ୍ଦିରା ଗାନ୍ଧୀୟୁରୋପବ୍ୟାଙ୍କବିଷମ କଟକବ୍ରୁସେଲୋସିସଭଣ୍ଡ ଗଣେଶଓଡ଼ିଆ ରାମାୟଣଚାନ୍ଦ୍ରମାସଚିକୁନ‌ଗୁନିଆବିଶ୍ୱତାପନଅଣ୍ଡା ରୋଲଲକ୍ଷ୍ମୀରବୀନ୍ଦ୍ରନାଥ ଠାକୁରଯୌନ ସମ୍ଭୋଗଯୁକ୍ତରାଷ୍ଟ୍ର ଆମେରିକାମାଟିର ମଣିଷଯାଜପୁର ଜିଲ୍ଲାବିଜ୍ଞାନକଟକ ଜିଲ୍ଲାଶ୍ରବଣା (ନକ୍ଷତ୍ର)ଚିତ୍ତରଞ୍ଜନ ତ୍ରିପାଠୀଜୁନଡାଲମାକଳାପାହାଡ଼ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜହ୍ନପ୍ରଣବ ପ୍ରକାଶ ଦାସ୪ (ସଂଖ୍ୟା)🡆 More