ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା

ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ରଚିତ ଏକ ପ୍ରବନ୍ଧ ସଙ୍କଳନ । ଲେଖକ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଏଥି ପାଇଁ ୨୦୦୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା  
ଲେଖକପ୍ରଫୁଲ୍ଲ କୁମାର ମହାନ୍ତି
ମଲାଟ ଚିତ୍ରକରଦିନନାଥ ପାଠୀ
ଦେଶଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା ଭାରତ
ଭାଷାଓଡ଼ିଆ
ବିଭାଗପ୍ରବନ୍ଧ ସଙ୍କଳନ
ପ୍ରକାଶକଜ୍ଞାନଯୁଗ
ପ୍ରକାଶ ତାରିଖ୨୦୦୦
ପୃଷ୍ଠା୨୩୩

ପୁସ୍ତକଟିରେ ଲେଖକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିକୁ ତୁଳନାକରି, ପ୍ରାଚ୍ୟ ସଂସ୍କୃତିର ଯଥାର୍ଥତା ଦର୍ଶାଇଛନ୍ତି । ମଣିଷ ଜୀବକାଳରେ କିପରି ସ୍ୱର୍ଗୀୟ ଆନନ୍ଦ ଲାଭକରିବ, ତାହା ମଧ୍ୟ ବୁଝାଇଛନ୍ତି । ଜଣେ ଭାରତୀୟ ଭାବରେ ନିଜ ସଂସ୍କୃତି ଓ ସଭ୍ୟତା ପ୍ରତି ଲେଖକର ଗର୍ବିତ ଅନୁଭବ ଏହି ପୁସ୍ତକରୁ ବାରିହୁଏ । ପୁସ୍ତକଟି ଜ୍ଞାନଯୁଗ ପ୍ରକାଶନଦ୍ୱାରା ୨୦୦୦ମସିହାରେ ପ୍ରକାଶ ପାଇଥିଲା । ୨୩୩ ପୃଷ୍ଠାର ଏହି ବହିର କଭର ଡିଜାଇନ ଦିନନାଥ ପାଠୀ କରିଥିଲେ ।

ଆଧାର

ଆହୁରି ଦେଖନ୍ତୁ

Tags:

ପ୍ରଫୁଲ୍ଲ କୁମାର ମହାନ୍ତି

🔥 Trending searches on Wiki ଓଡ଼ିଆ:

ଦୁର୍ଗା ପୂଜାଡୁପିଟ୍ରେନ୍ସ କଣ୍ଟ୍ରାକଚରକୋଣାର୍କଅଣଚାଶ ପବନଚିତ୍ତରଞ୍ଜନ ଦାସନିତ୍ୟାନନ୍ଦ ଶତପଥୀଫୁଲଫକୀର ମୋହନ ସେନାପତିଓଡ଼ିଆ ଲିପିଉତ୍କଳ ଦିବସବାରବାଡୋସ୨୬ ଜୁନମହାପ୍ରସାଦଚେକ୍ ଗଣରାଜ୍ୟଓଡ଼ିଶାର କଳାଯୌନ ସମ୍ଭୋଗଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଏସିଆନେଲସନ ମଣ୍ଡେଲା୧୯୬୯ଓଡ଼ିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସନ୍ଧିପଦବେଦ୫ ଡିସେମ୍ବରକବିସୂର୍ଯ୍ୟ ବଳଦେବ ରଥଗୌତମ ବୁଦ୍ଧଚାରି ଧାମ୧୯୬୨ଯଶୋଧାରା ମିଶ୍ର୧ (ସଂଖ୍ୟା)ପବନମନସ୍କହରପ୍ପା ସଭ୍ୟତାଅବୁଜାଚକ୍ଷୁ ପ୍ରତିସରଣ ଦୋଷକାର୍ଲ ମାର୍କସନବୀନ ପଟ୍ଟନାୟକଭକ୍ତ ଚରଣ ଦାସମହାପାତ୍ର ନୀଳମଣି ସାହୁଭାଷାନୂତନ ବର୍ଷରାଶି ଓ ନକ୍ଷତ୍ରବୀର ସୁରେନ୍ଦ୍ର ସାଏୟୁରି ଗାଗାରିନବିଶ୍ୱଜିତ ଦାସସୀସାମିଥୁନ (ରାଶି)ପୋତାଗଡ଼ମହୁବୁଏନ୍ସ ଏଆରସଯଶୋବନ୍ତ ଦାସସ୍ୱାମୀ ବିବେକାନନ୍ଦପୂର୍ଣ୍ଣିମାପୌରୁଷ ଅସାମର୍ଥ୍ୟଜଗନ୍ନାଥ ପ୍ରସାଦ ଦାସରାଜତନ୍ତ୍ରଅଶୋକ (ସମ୍ରାଟ)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମହୁମାଛିଢଗ ଢମାଳିଓଡ଼ିଆ ଖାଦ୍ୟପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟଶ୍ରୀରୂପା ମିତ୍ର ଚୌଧୁରୀଶାରଳା ପୁରସ୍କାରଏ ଭି ସ୍ୱାମୀଆରବ ସାଗରରୁକୁଣା ରଥଯାତ୍ରା🡆 More