ବୀରେନ ରାଉତରାୟ: ଓଡ଼ିଆ ନାଟ୍ୟକାର ଓ ଅଭିନେତା

ବୀରେନ ରାଉତରାୟ, ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।

ବୀରେନ ରାଉତରାୟ
ଫାଇଲ:ବୀରେନ ରାଉତରାୟ.jpg
ଜନ୍ମ(1939-09-27)୨୭ ସେପ୍ଟେମ୍ବର ୧୯୩୯
ମେରିଆବଜାର, କଟକ
ମୃତ୍ୟୁ୨୪ ନଭେମ୍ବର ୨୦୧୪(2014-11-24) (ବୟସ ୭୫)
ମୃତ୍ୟୁର କାରଣହୃଦଘାତ
ଜାତୀୟତାଭାରତୀୟ
ଶିକ୍ଷାଡିଗ୍ରୀ ଇଞ୍ଜିନିୟରିଂ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଓଡ଼ିଆ ନାଟ୍ୟକାର ଓ ଅଭିନେତା
ବୈବାହିକ-ସାଥୀବନଶ୍ରୀ ରାଉତରାୟ
ସନ୍ତାନରାଜକିଶୋର, ଇତିଶ୍ରୀ
ପିତାମାତା(s)ଭ୍ରମରବର ରାଉତରାୟ, ତାରାମଣି ଦେବୀ

ବୀରେନ ରାଉତରାୟ, ଜଗତସିଂହପୁର ନିବାସୀ ସ୍ୱାଧୀନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।

୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।

ସାହିତ୍ୟକୃତି

ନାଟକ

  • କସ୍ତୁରୀ ମୃଗ
  • ତୃଷ୍ଣା
  • ରାଣା ପ୍ରତାପ ସିଂହ
  • ଜାମୁକୋଳି ଗଛ
  • ଅଙ୍ଗ ରାଜା
  • ଭଙ୍ଗା ବେହେଲାର ସ୍ୱର

ପତ୍ରିକା

  • ନାଟ୍ୟଶ୍ରୀ

ଅଭିନିତ ଚଳଚ୍ଚିତ୍ର

ସମ୍ମାନ ଓ ପୁରସ୍କାର

  • ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୮୩(ଭକ୍ତ ସାଲବେଗ ଚଳଚ୍ଚିତ୍ର ପାଇଁ)
  • ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ
  • ରୋଟାରି ଆୱର୍ଡ
  • ଶ୍ରେଷ୍ଠ ନାଟ୍ୟକାର ସମ୍ମାନ( କସ୍ତୁରୀ ମୃଗ) - ୧୯୬୯

ଆଧାର

ଅଧିକ ତଥ୍ୟ

Tags:

ବୀରେନ ରାଉତରାୟ ସାହିତ୍ୟକୃତିବୀରେନ ରାଉତରାୟ ଅଭିନିତ ଚଳଚ୍ଚିତ୍ରବୀରେନ ରାଉତରାୟ ସମ୍ମାନ ଓ ପୁରସ୍କାରବୀରେନ ରାଉତରାୟ ଆଧାରବୀରେନ ରାଉତରାୟ ଅଧିକ ତଥ୍ୟବୀରେନ ରାଉତରାୟ

🔥 Trending searches on Wiki ଓଡ଼ିଆ:

୭ ମାର୍ଚ୍ଚତରୁଣକାନ୍ତି ମିଶ୍ରପାଣିରମାଦେବୀ ଚୌଧୁରୀଅଭିମନ୍ୟୁ ସାମନ୍ତସିଂହାରସ୍ନେହସାରଶଙ୍ଖ କ୍ଷେତ୍ରପଣ୍ଡୁ ଓଷାନବକଳେବରବିନୋଦ ଚନ୍ଦ୍ର ନାୟକମାଟିବିରାଡ଼ି ସାପଅଷ୍ଟ୍ରେଲିଆଚନ୍ଦ୍ରଶେଖର ନନ୍ଦ୨୫ ମାର୍ଚ୍ଚଧର୍ମେନ୍ଦ୍ର ପ୍ରଧାନଛଉ ନାଚସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କଳାହାଣ୍ଡି (କବିତା)ଫତୁରାନନ୍ଦପ୍ୟାରିସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଉତ୍ତରାଖଣ୍ଡରାଣୀ ମୁର୍ମୁସମାଜ ବିଜ୍ଞାନପରିସଂଖ୍ୟାନଚୀନଖଲିପତ୍ରଅକ୍ଷାଂଶଗୁରୁଓଡ଼ିଶା ବିଧାନ ସଭାନେଲସନ ମଣ୍ଡେଲାଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରଖୋର୍ଦ୍ଧା ଜିଲ୍ଲା୨୯୨ବିଷ୍ଣୁଏ. ପି. ଜେ. ଅବଦୁଲ କଲାମଅଗଷ୍ଟସଚୈତ୍ରଓଡ଼ିଆ ଭ୍ରମଣ ସାହିତ୍ୟରାଧାନାଥ ରାୟପାଣ୍ଟୋପ୍ରାଜୋଲ୧୬ଶ ଓଡ଼ିଶା ବିଧାନ ସଭା୧୧ ମାର୍ଚ୍ଚସମ୍ବିତ ରାଉତରାୟ୨୩ ମାର୍ଚ୍ଚଅଂଶୁଘାତ୧୨୮୫ମେଷ (ରାଶି)ଭୀମ ପୃଷ୍ଟିଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କନ୍ଧମାଳ ଜିଲ୍ଲାସରୋଜିନୀ ନାଇଡୁଜଗନ୍ନାଥ ମନ୍ଦିରଇଟାମାଟି ଗ୍ରାମଜହ୍ନଉତ୍କଳ ଦିବସବିବାହଓଡ଼ିଶାନିମୋନିଆମଠସିପାହୀ ବିଦ୍ରୋହଶ୍ରୀଅମ୍ଳଜାନଗୋଦାବରୀଶ ମିଶ୍ରହୃଦରକ୍ତନାଳୀ ରୋଗଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଭଗବତ ଗୀତାକୁକୁର🡆 More