ବିଶ୍ଵ ଛାତ୍ର ଦିବସ

୧୫ ଅକ୍ଟୋବର ଦିନ ସାରା ବିଶ୍ୱରେ ବିଶ୍ୱ ଛାତ୍ର ଦିବସ ପାଳନ କରାଯାଏ । ୧୫ ଅକ୍ଟୋବର ଭାରତର ପୂର୍ବତନ ରାଷ୍ଟ୍ରପତି ଏ.

ପି. ଜେ. ଅବଦୁଲ କାଲାମଙ୍କ ଜନ୍ମଦିନ ହୋଇଥିବାରୁ, ଅନେକଙ୍କ ମତରେ କାଲାମଙ୍କ ଜନ୍ମଦିନକୁ ବିଶ୍ୱ ଛାତ୍ର ଦିବସ ରୂପେ ପାଳନ କରାଯାଉଛି । ତେବେ ଏ ସମ୍ପର୍କରେ ସ଼ଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣାନାମା ପ୍ରକାଶ କରାଯାଇନାହିଁ ।

ଉଦ୍ଦେଶ୍ୟ

କଲାମ ଜଣେ ଉତ୍ସର୍ଗୀକୃତ ଶିକ୍ଷକ ଥିଲେ । ସେ ନିଜ ଜୀବନକୁ ଶିକ୍ଷା ପାଇଁ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ ଶିକ୍ଷକମାନେ ସମାଜର ନିର୍ମାଣକାରୀ ଅଟନ୍ତି ଏବଂ ଯେତେବେଳେ ଛାତ୍ରମାନେ ସେମାନଙ୍କ ବିଷୟ ଉପରେ ପାରଦର୍ଶୀ ହୁଅନ୍ତି ସେତେବେଳେ ହିଁ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ । ଛାତ୍ରମାନଙ୍କ ପ୍ରତି କାଲାମଙ୍କ ଅନାବିଳ ଶ୍ରଦ୍ଧା ତଥା ଛାତ୍ରମାନଙ୍କ ପକ୍ଷେ କାଲାମ ଏକ ଆଦର୍ଶ ବ୍ୟକ୍ତିତ୍ୱ ଭାବେ ଏକ ପ୍ରେରଣାର ଉତ୍ସ ହୋଇଥିବାରୁ, ଆଶା କରାଯାଉଛି, ବିଶ୍ୱ ଛାତ୍ର ଦିବସ ଘୋଷଣା ପ୍ରଚ୍ଛଦପଟ୍ଟରେ କାଲାମଙ୍କ ଆଦର୍ଶ ବ୍ୟକ୍ତିତ୍ୱକୁ ମାନ୍ୟତା ଦିଆଯିବା ସହ କାଲାମଙ୍କ ଜନ୍ମ ଦିବସକୁ ଏହାର ମୂଳ ସ୍ରୋତ ଭାବେ ବିଶ୍ୱ ସ୍ତରରେ ଗ୍ରହଣ କରାଯିବ ।

ଆଧାର

ବାହାର ଆଧାର

Tags:

ଅକ୍ଟୋବର

🔥 Trending searches on Wiki ଓଡ଼ିଆ:

ଉତ୍କଳ ଦିବସଅସହଯୋଗ ଆନ୍ଦୋଳନଶ୍ରୀଲଙ୍କାର ଭୂଗୋଳମଦର ଟେରେସାରାମାବତାରମ୍କିଶୋରୀ ଚରଣ ଦାସପ୍ଲୀହାକାଳିଚରଣ ପଟ୍ଟନାୟକଟାହିଆଲାଗି ବେଶଶ୍ରଦ୍ଧାକର ସୂପକାରରାସେଶ୍ୱରୀ ପାଣିଗ୍ରାହୀରାଜ୍ୟ ସଭାସ୍ତୁତି ଚିନ୍ତାମଣିଚଇତି ଘୋଡ଼ା ନାଚଆଲୋକମାଛ୨୫ ଅପ୍ରେଲଓଡ଼ିଶାର କଳାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହୃଷୀକେଶ ପଣ୍ଡାରଥଯାତ୍ରାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏଞ୍ଜେଲା ମେର୍କେଲ୍ଓଡ଼ିଆ ଲିପିଶ୍ରୀନିବାସ ରାମାନୁଜନମଇ ଦିବସଓମ'ଙ୍କ ନିୟମଶାରଳା ପୁରସ୍କାରଓଡ଼ିଆ ଖବରକାଗଜ ତାଲିକାରାଶି ଓ ନକ୍ଷତ୍ରଟମ୍ ଖା କାଇରେଶମ ପଥପୁରୀ ଜିଲ୍ଲାରାବଣତପନ କୁମାର ପ୍ରଧାନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶିଶୁ ଅନନ୍ତ ଦାସଚିତ୍ତରଞ୍ଜନ ଦାସଲସିଗୋପୀନାଥ ମହାନ୍ତିତୃପ୍ତି ଦାସପୁରୁଷୋତ୍ତମ ଦେବବ୍ୟାଙ୍କଗୌରହରି ଦାସଶ୍ରବଣା (ନକ୍ଷତ୍ର)ଆନ୍ଧ୍ର ପ୍ରଦେଶଓଡ଼ିଶାର ଲୋକନୃତ୍ୟନବଗୁଞ୍ଜରଭାରତର ସଂସ୍କୃତିଅଭିରାମ ପରମହଂସବରଗଛଚରକବାରବାଟି ଦୁର୍ଗଫାଇଲେରିଆ୪ ଇଡିଅଟସ୍ଗୋଦାବରୀଶ ମହାପାତ୍ରକବାଟଲିଙ୍ଗରାଜ ମନ୍ଦିରସମ୍ବଲପୁର ଜିଲ୍ଲାଦଣ୍ଡ ନାଟ୨୭ ଜୁନଭୂମିକମ୍ପବିଷମ କଟକକୁନ୍ତଳା କୁମାରୀ ସାବତସିଦ୍ଧାନ୍ତ ମହାପାତ୍ରବୈଶାଖସମୀର ରଞ୍ଜନ ଦାଶ🡆 More