ବଡ଼ଛତା ମଠ: ଶ୍ରୀକ୍ଷେତ୍ରର ଏକ ମଠ

ବଡ଼଼ଛତା ମଠ ଓଡ଼ିଶାର ପୁରୀରେ ସିଂହଦ୍ୱାର ନିକଟରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ ।

ବଡ଼ଛତା ମଠ: ଶ୍ରୀକ୍ଷେତ୍ରର ଏକ ମଠ
ବଡ଼ ଛତା ମଠ

ରିତିନୀତି

ଶ୍ରୀକ୍ଷେତ୍ରରେ ଥିବା ମଠଗୁଡିକ ଜଗନ୍ନାଥ ସଂସ୍କୃତି ତଥା ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବଡ଼଼ଛତା ମଠ ରାମାନନ୍ଦୀ ସଂପ୍ରଦାୟ ସହ ଜଡ଼ିତ । ପରମ୍ପରା ଅନୁସାରେ ବଡ଼଼ଛତା ମଠର ବାବାଜୀମାନେ ପ୍ରତିଦିନ ସକାଳେ ସିଂହଦ୍ୱାର ଖୋଲାଯିବା ବେଳେ ଜୟ ବିଜୟ ଦ୍ୱାରରେ, ମଙ୍ଗଳ ଆରତୀ, ବାଳଧୂପ ଏବଂ ବଡ଼ସିଂହାର ପହୁଡ଼ ବେଳେ ସଙ୍କୀର୍ତ୍ତନ କରନ୍ତି । ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଏହିଭଳି ସଙ୍କୀର୍ତ୍ତନ ସେବା କରନ୍ତି । ଏତଦ୍‌ବ୍ୟତୀତ ମଠ ତରଫରୁ ଚନ୍ଦନ ଯାତ୍ରା ଓ ଦୋଳ ଯାତ୍ରା ବେଳେ ମଧ୍ୟ ସଙ୍କୀର୍ତ୍ତନ ସେବା ସହ ଠାକୁରଙ୍କ ପଦ୍ମ ବେଶ ବେଳେ ଆବଶ୍ୟକୀୟ ସାମଗ୍ରୀ ମଠ ତରଫରୁ ଯୋଗାଇଦିଆଯାଇଥାଏ । ତଥ୍ୟ ଅନୁଯାୟୀ ୧୮୦୫ ଖ୍ରୀଷ୍ଟାବ୍ଦ ବେଳକୁ ବଡ଼଼ଛତା ମଠର ଅସ୍ତିତ୍ୱ ନ ଥିଲା ।

ଏହି ମଠର ଅବସ୍ଥିତି ସିଂହଦ୍ୱାର ପ୍ରତି ବିପଦପୂର୍ଣ୍ଣ ମନେକରି ସ୍ଥାନୀୟ ପ୍ରଶାସନ ଏହାର ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲେ । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଫଳରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।

ଆଧାର

ଅଧିକ ପଠନ

Tags:

ଓଡ଼ିଶାପୁରୀମଠ

🔥 Trending searches on Wiki ଓଡ଼ିଆ:

ଉତ୍କଳ ବ୍ରାହ୍ମଣବିଜୁ ପଟ୍ଟନାୟକବିଶ୍ୱନାଥ କର୨୭ ମାର୍ଚ୍ଚଓଡ଼ିଆ କାବ୍ୟ କବିତାପୁରାଣସୁଶାନ୍ତ ସିଂହପରିଣାମମଠବିଶ୍ୱ ନାଟ୍ୟ ଦିବସଅଶୋକାଷ୍ଟମୀଗଞ୍ଜା ଲଢ଼େଇ୧୫୫୨ସମ୍ବାଦଓଡ଼ିଆ ସାହିତ୍ୟସୁଦାମ ମାରାଣ୍ଡିସାଲେଜ୍ ହାନ୍ସଡାଗୁଗଲସେସିଲିଆ ପେଇନ-ଗାପୋସ୍ଚକିନDarifenacinଭୌଗଳିକ ଦିଗବାରେଣିଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିମକାସୌଭାଗ୍ୟ କୁମାର ମିଶ୍ରକଟକନନ୍ଦ କିଶୋର ବଳwiki.phtmlରାଜକନିକାନ୍ୟାସନାଲ ଆଲୁମିନିୟମ କମ୍ପାନିମୁକୁନ୍ଦ ଦେବଗୀତା ଦାଶ୧୫୨୫ଦିନଇନ୍ଦ୍ରଶ୍ରୀଭଗବତ ଗୀତାଭିଏତନାମତପସ୍ୱିନୀଆଲୋକସ୍ୱାସ୍ଥ୍ୟଉପେନ୍ଦ୍ର ଭଞ୍ଜ୧୨୮୫କମଳାକାନ୍ତ ଲେଙ୍କାଉଇକିମିଡ଼ିଆ ମୁଭମେଣ୍ଟଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକା୨୪ ଅପ୍ରେଲଜୟ ଜଗନ୍ନାଥତମନ୍ନା ବ୍ୟାସଡୁରେସ୍କଇଁସାରିସୀସାଅଂଶୁମାନ ମହାନ୍ତିସ୍ୱଚ୍ଛ ଭାରତ ଅଭିଯାନଇଣ୍ଡୋନେସିଆ ସରକାରଓଡ଼ିଆ ଭାଷା ଆନ୍ଦୋଳନମେଲାଟୋନିନଓଡ଼ିଆ ନାଟକକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବୈଜୟନ୍ତ ପଣ୍ଡାବାହୁଡ଼ା ଯାତ୍ରାପ୍ରଦୂଷଣଯକୃତସମ୍ବିତ ରାଉତରାୟଡାରିଫେନାସିନଖଲିପତ୍ର୧ ମାର୍ଚ୍ଚରାମଚନ୍ଦ୍ର ମିଶ୍ରଓଡ଼ିଆକପିଳାସ ଶିବ ମନ୍ଦିରପଣା ସଂକ୍ରାନ୍ତି🡆 More