ତାରା ପ୍ରସାଦ ବାହିନିପତି: ଓଡ଼ିଆ ରାଜନୀତିଜ୍ଞ

ତାରା ପ୍ରସାଦ ବାହିନିପତି (ଜନ୍ମ: ୩୦ ଡିସେମ୍ବର ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ଓ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତାରା ପ୍ରସାଦ ବାହିନିପତି
ତାରା ପ୍ରସାଦ ବାହିନିପତି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀରବିନାରାୟଣ ନନ୍ଦ
ନିର୍ବାଚନ ମଣ୍ଡଳୀଜୟପୁର
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଗୁପ୍ତ ପ୍ରସାଦ ଦାସ
ପର ଅଧିକାରୀରଘୁରାମ ପଦାଳ
ନିର୍ବାଚନ ମଣ୍ଡଳୀକୋରାପୁଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-12-30) ୩୦ ଡିସେମ୍ବର ୧୯୫୬ (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀମିନାକ୍ଷୀ ବାହିନିପତି
ସନ୍ତାନ
ବାପା/ବୋଉଅନନ୍ତରାମ ବାହିନିପତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ତାରା ପ୍ରସାଦ ବାହିନିପତି ୧୯୫୬ ମସିହାର ଡିସେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତରାମ ବାହିନିପତି ଓ ପତ୍ନୀଙ୍କ ନାମ ମିନାକ୍ଷୀ ବାହିନିପତି ।

ରାଜନୈତିକ ଜୀବନ

ତାରା ପ୍ରସାଦ ବାହିନିପତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କୋରାପୁଟ ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କୋରାପୁଟ ଭାରତୀୟ ଜାତୀୟ କଂଗ୍ରେସ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ

ଆଧାର

ବାହାର ଆଧାର

  • ତାରା ପ୍ରସାଦ ବାହିନିପତି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର  ଉଇକିମିଡ଼ିଆ କମନ୍ସରେ Tara Prasad Bahinipati-ସମ୍ପର୍କିତ ମିଡ଼ିଆ

Tags:

ତାରା ପ୍ରସାଦ ବାହିନିପତି ଜନ୍ମ, ପରିବାର ଓ ଶିକ୍ଷାତାରା ପ୍ରସାଦ ବାହିନିପତି ରାଜନୈତିକ ଜୀବନତାରା ପ୍ରସାଦ ବାହିନିପତି ଆଧାରତାରା ପ୍ରସାଦ ବାହିନିପତି ବାହାର ଆଧାରତାରା ପ୍ରସାଦ ବାହିନିପତିଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ଶ ଓଡ଼ିଶା ବିଧାନ ସଭା୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ତ୍ରିପୁନ୍ଦ୍ରାଟାହିଆଶତାବ୍ଦୀର ସୂର୍ଯ୍ୟଯୋରନ୍ଦା ମେଳା୯ ଫେବୃଆରୀବିପିନ ନାୟକଅଣସରଆନ୍ଧ୍ର ପ୍ରଦେଶଅଖିଳ ମୋହନ ପଟ୍ଟନାୟକ୨୦୦୬୧୧୯୩ଚାରି ଧାମକାଳୀଚରଣ ପଟ୍ଟନାୟକ୮ ଫେବୃଆରୀକୁସୁମୟୁକ୍ଲିଡ୍ଅମୃତ ଫଳପାରଳାଖେମୁଣ୍ଡିନୀଳକଣ୍ଠ ଦାସଖଜାତନ୍ଦୁର୍ହରିଶଙ୍କର ମନ୍ଦିରଆଦି ଶଙ୍କରାଚାର୍ଯ୍ୟବିଶ୍ୱ ପଶୁ ଦିବସପ୍ରତାପ କେଶରୀ ଦେବମନ୍ଦୋଦରୀସମାଜ (ଖବରକାଗଜ)ତ୍ରିଭୁଜମହାତ୍ମା ଗାନ୍ଧୀଯୋଗବୈକୁଣ୍ଠନାଥ ପଟ୍ଟନାୟକକୃଷ୍ଣଅସହଯୋଗ ଆନ୍ଦୋଳନବିଭୂତି ପଟ୍ଟନାୟକଯୌନ ସମ୍ଭୋଗରାମଶଙ୍କର ରାୟପଣା ସଂକ୍ରାନ୍ତି୧୮୭୧୨୩ ସେପ୍ଟେମ୍ବରତାମିଲନାଡୁଅନନ୍ତ ପଟ୍ଟନାୟକଉପେନ୍ଦ୍ର ଭଞ୍ଜମହା ଶିବରାତ୍ରିବୀଣାପାଣି ମହାନ୍ତିରାଜକିଶୋର ରାୟଶ୍ରୀନିବାସ ରାମାନୁଜନସୌଭାଗ୍ୟ କୁମାର ମିଶ୍ରଜଗନ୍ନାଥ ଦାସଚିନ୍ତାମଣି ବେହେରାବାଲେଶ୍ୱରନିଓୱାଇଜ ଧୂମକେତୁସାରଳା ମହାଭାରତଧନ ନନ୍ଦଶ୍ରୀ ଜଗନ୍ନାଥ (ଓଡ଼ିଆ କଥାଚିତ୍ର)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବୈଷ୍ଣବ ଚରଣ ସାମଲକନକ ମଞ୍ଜରୀ ମହାପାତ୍ରକ୍ଲାଉଡ଼ ଟେକ୍ନୋଲୋଜିହନୁମାନ ଚାଳିଶାବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରସିରୋସିସ୍କନ୍ନଗୀକବାଟଗାୟତ୍ରୀବାଳା ପଣ୍ଡାଛେନା ତାଡ଼ିଆହେମନ୍ତ ଦାସମୂଷାକାନୀସରସ୍ୱତୀ🡆 More