ବିଧାନ ସଭା ନିର୍ବାଚନ ମଣ୍ଡଳୀ ଜୟପୁର

ଜୟପୁର (କ୍ରମିକ ସଂଖ୍ୟା: ୧୪୩) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜୟପୁର (ପୌ), ଜୟପୁର ବ୍ଳକ ଓ ବୋରିଗୁମ୍ମା ବ୍ଳକର କିଛି ଅଂଶ ।

ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୭,୯୦୪
ଜିଲ୍ଲା: କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: -
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ବିଜୁ ଜନତା ଦଳ ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କଠାରୁ ୮୩୬୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ନାରାୟଣ ନନ୍ଦ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାରା ପ୍ରସାଦ ବାହିନିପତିଙ୍କଠାରୁ ୯,୩୧୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଜୟପୁର
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବି ନାରାୟଣ ନନ୍ଦ ୫୭,୫୦୪ ୪୬.୧୨ -
ଭାଜପା ତାରା ପ୍ରସାଦ ବାହିନିପତି ୪୮,୧୮୮ ୩୮.୬୫ -
କଂଗ୍ରେସ କେ. ନାଗରାଜ ଦୋରା ୯,୩୯୮ ୭.୫୪ -
ସ୍ୱାଧୀନ ନୀଳ ମାଧବ ବିଶୋଇ ୧୯୮୨ ୧.୫୯ N/A
ବସପା ସୁବାସ ଚନ୍ଦ୍ର ଗୌଡ଼ ୧,୬୮୩ ୧.୩୫ -
ସମୃଦ୍ଧ ଓଡ଼ିଶା ସୁଷମା ଶୁକ୍ଳା ୧,୩୮୦ ୧.୧୧ N/A
ଲୋକ ସତ୍ତା ପାର୍ଟି ଭି ରାମଚନ୍ଦ୍ର ରାଓ ୧,୦୨୮ ୦.୮୨ N/A
ଓଡ଼ିଶା ମୁକ୍ତି ମୋର୍ଚ୍ଚା ପବିତ୍ର ପାତ୍ର ୯୯୮ ୦.୮୦ N/A
କଳିଙ୍ଗ ସେନା ସନ୍ତୋଷ କୁମାର ନନ୍ଦ ୯୦୮ ୦.୭୩ N/A
ସିପିଆଇ(ମାଲେ) ଲିବରେସନ ସୁଶାନ୍ତ କୁମାର ପଣ୍ଡା ୮୦୭ ୦.୬୫ N/A
ରିସୋପା ବଳରାମ ଖୋଡ଼ା ୮୦୦ ୦.୬୪ N/A
ଭୋଟ ବ୍ୟବଧାନ ୯୩୧୬ ୭.୪୭* -
ମତଦାନ ହାର ୧,୪୨,୬୮୫ ୭୦.୧୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାକୋରାପୁଟ ଜିଲ୍ଲାଜୟପୁର, କୋରାପୁଟ

🔥 Trending searches on Wiki ଓଡ଼ିଆ:

ଡଙ୍ଗାମନୋଜ ଦାସସୁଦଶା ବ୍ରତଏକାଦଶୀହାଡ଼ଫୁଟିଲକ୍ଷ୍ମୀକାନ୍ତ ମହାପାତ୍ରନବକଳେବରଦଣ୍ଡ ନାଟପାକ୍ରିଟିନିବଟୁକାଟିନିବଫାଇଲେରିଆକାଳିନ୍ଦୀ ଚରଣ ପାଣିଗ୍ରାହୀବିରିରତ୍ନାକର ଚଇନିପଞ୍ଚକନ୍ୟାଚିତାଲାଗି ଅମାବାସ୍ୟାବେଦରାମଶଙ୍କର ରାୟନୀଳିମା ଆଜୀମଦଶାବତାରନବୀନ ପଟ୍ଟନାୟକଢମଣା ସାପରଥଓଡ଼ିଶାର ସଂସ୍କୃତିସହଦେବ ସାହୁଗୋବିନ୍ଦ ଚନ୍ଦ୍ର ଦାସରଥଯାତ୍ରାବୁଦ୍ଧ ପୂର୍ଣ୍ଣିମାତରଳ ଝାଡ଼ାମହା ଶିବରାତ୍ରିକାର୍ତ୍ତିକ ମହାପାତ୍ରକିଶୋରୀ ଚରଣ ଦାସବିଭୂତି ପଟ୍ଟନାୟକସ୍ୱାଧୀନତାରାମାନନ୍ଦ ରାୟଠିଆକିଆ ବେଶସୁନାମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବରଫମସ୍କୋବିଷ୍ଣୁ୧୧ ମାର୍ଚ୍ଚକୃଷ୍ଣଚନ୍ଦ୍ର ପାଣିଗ୍ରାହୀତାରିଣୀ ମନ୍ଦିର, ଘଟଗାଁଓଡ଼ିଆ ସାହିତ୍ୟର ଇତିହାସଓଡ଼ିଶୀ ସଙ୍ଗୀତହରିହର ବେଶଶ୍ରୀମନ୍ଦିରର ଗଣେଶ ମନ୍ଦିରଶତ୍ରୁଘ୍ନ ନାଥଦିବ୍ୟସିଂହ ଦେବଲଣ୍ଡନଶିଶିର ମିଶ୍ରପ୍ରହ୍ଲାଦ ନାଟକଅଷ୍ଟ୍ରେଲିଆବିଶ୍ୱ ଏଡ୍‌ସ ଦିବସଜୟୀ ରାଜଗୁରୁରାମାୟଣମହାବୀର ଜୈନଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଆମ୍ବସୁନାବେଶକୋରାପୁଟ ଜିଲ୍ଲାଇତିହାସବଳରାମ ଦାସଯାଯାବର (୧୯୭୫ର କଥାଚିତ୍ର)ମହାତ୍ମା ଗାନ୍ଧୀ🡆 More