ତାରା ପ୍ରସାଦ ବାହିନିପତି: ଓଡ଼ିଆ ରାଜନୀତିଜ୍ଞ

ତାରା ପ୍ରସାଦ ବାହିନିପତି (ଜନ୍ମ: ୩୦ ଡିସେମ୍ବର ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ଓ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତାରା ପ୍ରସାଦ ବାହିନିପତି
ତାରା ପ୍ରସାଦ ବାହିନିପତି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀରବିନାରାୟଣ ନନ୍ଦ
ନିର୍ବାଚନ ମଣ୍ଡଳୀଜୟପୁର
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଗୁପ୍ତ ପ୍ରସାଦ ଦାସ
ପର ଅଧିକାରୀରଘୁରାମ ପଦାଳ
ନିର୍ବାଚନ ମଣ୍ଡଳୀକୋରାପୁଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-12-30) ୩୦ ଡିସେମ୍ବର ୧୯୫୬ (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀମିନାକ୍ଷୀ ବାହିନିପତି
ସନ୍ତାନ
ବାପା/ବୋଉଅନନ୍ତରାମ ବାହିନିପତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ତାରା ପ୍ରସାଦ ବାହିନିପତି ୧୯୫୬ ମସିହାର ଡିସେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତରାମ ବାହିନିପତି ଓ ପତ୍ନୀଙ୍କ ନାମ ମିନାକ୍ଷୀ ବାହିନିପତି ।

ରାଜନୈତିକ ଜୀବନ

ତାରା ପ୍ରସାଦ ବାହିନିପତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କୋରାପୁଟ ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କୋରାପୁଟ ଭାରତୀୟ ଜାତୀୟ କଂଗ୍ରେସ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ

ଆଧାର

ବାହାର ଆଧାର

  • ତାରା ପ୍ରସାଦ ବାହିନିପତି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର  ଉଇକିମିଡ଼ିଆ କମନ୍ସରେ Tara Prasad Bahinipati-ସମ୍ପର୍କିତ ମିଡ଼ିଆ

Tags:

ତାରା ପ୍ରସାଦ ବାହିନିପତି ଜନ୍ମ, ପରିବାର ଓ ଶିକ୍ଷାତାରା ପ୍ରସାଦ ବାହିନିପତି ରାଜନୈତିକ ଜୀବନତାରା ପ୍ରସାଦ ବାହିନିପତି ଆଧାରତାରା ପ୍ରସାଦ ବାହିନିପତି ବାହାର ଆଧାରତାରା ପ୍ରସାଦ ବାହିନିପତିଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ଶ ଓଡ଼ିଶା ବିଧାନ ସଭା୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଖାରବେଳ ସ୍ୱାଇଁପ୍ରାଣବନ୍ଧୁ କରବିଭୂତି ପଟ୍ଟନାୟକକାଶୀ ବିଶ୍ୱନାଥ ମନ୍ଦିରଶୈଳବାଳା ଦାସଆହେ ଦୟାମୟ ବିଶ୍ୱ ବିହାରୀରାୟଗଡ଼ା ରେଳ ଷ୍ଟେସନବିଜୟ ମିଶ୍ରଜୟୀରାମ ସାମଲପୌଷଓଡ଼ିଶୀଆସନଗୋଲୋକ ବିହାରୀ ଧଳଚୈତ୍ର ପୂର୍ଣ୍ଣିମାଦ୍ରୌପଦୀ ମୁର୍ମୁଆନନ୍ଦ ବାବୁଦୁଃଖୀରାମ ସ୍ୱାଇଁଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟକ୍ଲାଉଡ଼ ଟେକ୍ନୋଲୋଜିବାୟୋନ୍ ମନ୍ଦିରକୁଞ୍ଜବିହାରୀ ଦାଶମଙ୍ଗଳବାଲେଶ୍ୱର ଜିଲ୍ଲାସୁଶାନ୍ତ ସିଂହହଂକଂଆଲେକ୍‌ଜାଣ୍ଡର୍ ମହାନଉତ୍କଳ ଦିବସଜାନକୀ ବଲ୍ଲଭ ପଟ୍ଟନାୟକମୁକ୍ତେଶ୍ୱର ଦେଉଳଓଡ଼ିଆ ନାଟକଟୋକିଓତ୍ରିକୋଣମିତି୨୦୨୨ ଫିଫା ବିଶ୍ୱକପ୍ଓଡ଼ିଆ ଭାଗବତଗୋପୀନାଥ ନନ୍ଦବି. ଆର. ଆମ୍ବେଦକରମଧୁସୂଦନ ରାଓଶୁକ୍ର୨୦ ଅପ୍ରେଲବେଲନିତ୍ୟାନନ୍ଦ ମହାପାତ୍ରଚନ୍ଦ୍ରଶେଖର ରଥକଲେରାସ୍ୱର ବର୍ଣ୍ଣହିଙ୍ଗୁଳା ମନ୍ଦିରଦାସକାଠିଆସରଳା ଦେବୀwiki.phtmlସତ୍ୟବାଦୀ ବନ ବିଦ୍ୟାଳୟଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଦାର୍ଥରଥଯାତ୍ରାଦ୍ରାଘିମାମହେଶ ସାହୁରାଉରକେଲାବୁଦ୍ଧ ପୂର୍ଣ୍ଣିମା୧୩ ଅପ୍ରେଲଭାସ୍କୋ ଡା ଗାମାସୁଦାମ ମାରାଣ୍ଡିଦୀନନାଥ ପାଠୀସମୟମଣ୍ଡଳପ୍ଲୀହାସତୀ (ହିନ୍ଦୁ ଦେବୀ)🡆 More