ଗୋରସାଙ୍ଗ ଶବର: ଓଡ଼ିଆ ରାଜନୀତିଜ୍ଞ

ଗୋରସାଙ୍ଗ ଶବର (୧ ଜୁଲାଇ ୧୯୪୦ - ୯ ନଭେମ୍ବର ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଗୋରସାଙ୍ଗ ଶବର
ଗୋରସାଙ୍ଗ ଶବର: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ନିର୍ବାଚନ ମଣ୍ଡଳୀରାମଗିରି
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ନିର୍ବାଚନ ମଣ୍ଡଳୀରାମଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-07-01)୧ ଜୁଲାଇ ୧୯୪୦
ମୃତ୍ୟୁ୯ ନଭେମ୍ବର ୨୦୧୬(2016-11-09) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ), କଂଗ୍ରେସ (ଆର୍)
ଜୀବନ ସାଥୀବିଧାତା କୁମାରୀ ଦେବୀ
ବାପା/ବୋଉପର୍ଟିନୋ ସବାରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଗୋରସାଙ୍ଗ ଶବର ୧୯୩୦ ମସିହାର ଜାନୁଆରୀ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପର୍ଟିନୋ ଶବର ଓ ପତ୍ନୀଙ୍କ ନାମ ବିଧାତା କୁମାରୀ ଦେବୀ ।

ରାଜନୈତିକ ଜୀବନ

ଗୋରସାଙ୍ଗ ଶବର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ରାମଗିରି କଂଗ୍ରେସ (ଆର୍)
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ରାମଗିରି ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ରାମଗିରି କଂଗ୍ରେସ (ଇ)

ମୃତ୍ୟୁ

ଗୋରସାଙ୍ଗ ଶବର ୨୦୧୬ ମସିହାର ନଭେମ୍ବର ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଗୋରସାଙ୍ଗ ଶବର ଜନ୍ମ, ପରିବାର ଓ ଶିକ୍ଷାଗୋରସାଙ୍ଗ ଶବର ରାଜନୈତିକ ଜୀବନଗୋରସାଙ୍ଗ ଶବର ମୃତ୍ୟୁଗୋରସାଙ୍ଗ ଶବର ଆଧାରଗୋରସାଙ୍ଗ ଶବରଓଡ଼ିଆ ଲୋକଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ରେଭେନ୍ସା ବିଶ୍ୱବିଦ୍ୟାଳୟଉତ୍ତରାଖଣ୍ଡପଞ୍ଚସଖାଶନି୪ ମାର୍ଚ୍ଚବୀଣାପାଣି ମହାନ୍ତିଜିନା ସାମଲ୨୦୨୨ ଫିଫା ବିଶ୍ୱକପ୍ଇଣ୍ଡୋନେସିଆ୧୨୮୫ଉଇକିପୋଥିଦ୍ୱିତୀୟ ବିଶ୍ୱଯୁଦ୍ଧଉପେନ୍ଦ୍ର ଭଞ୍ଜଯୀଶୁକାଞ୍ଜିଅଅଁଳା ଓଷାସାରଳା ମହାଭାରତଓଷା୨୫ ମାର୍ଚ୍ଚବଣ୍ଡ (ଅର୍ଥ)ମନୋରଞ୍ଜନ ଦାସଟୁକୁନି ସାହୁଭାରତର ସଂସ୍କୃତିରତ୍ନାକର ଚଇନିମଲାଲା ୟୁସୁଫଜାଇପେଚାମକର ସଂକ୍ରାନ୍ତିହଜମହୁଲବଳଭଦ୍ର ମାଝୀଜୟନ୍ତ ମହାପାତ୍ରବାଣପୁରଆତପଦାହଇଣ୍ଡୋନେସିଆ ସରକାର୧୯୮୯ନରେନ୍ଦ୍ର ମୋଦୀଖାରବେଳ ସ୍ୱାଇଁଝାଲ ମୁଢ଼ିଫାଲଗୁନବିଶ୍ୱ ତମାଖୁହୀନ ଦିବସପ୍ରତିଭା ରାୟମିଳିତ ଜାତିସଂଘବୁଧବାରଉଇକିମିଡ଼ିଆ ଫାଉଣ୍ଡେସନ୧୨ ମାର୍ଚ୍ଚପୁଷ୍ପେନ୍ଦ୍ର ସିଂହ ଦେଓପରିବାରଅଣ୍ଡକୋଷ ଯନ୍ତ୍ରଣାକାଳୀଚରଣ ପଟ୍ଟନାୟକଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଓଡ଼ିଆ ଭାଗବତବଳରାମ ଦାସଗୁରୁବାରଭୂଗୋଳ୨୭ ମାର୍ଚ୍ଚରାମକୃଷ୍ଣ ନନ୍ଦସମ୍ବାଦ (ଖବରକାଗଜ)ସାରଦା ଦେବୀଜବାହରଲାଲ ନେହେରୁକବି ସମ୍ରାଟ ଉପେନ୍ଦ୍ର ଭଞ୍ଜଗାୟତ୍ରୀ ସରାଫମହାଭାରତଚିକୁନ‌ଗୁନିଆତ୍ରିଭୁଜବ୍ୟଞ୍ଜନ ବର୍ଣ୍ଣଭକ୍ତ ଚରଣ ଦାସଆଖିଉଇକିପିଡ଼ିଆ ସମୂହର ତାଲିକା୧୯୬୬🡆 More