ଗାଟିଫ୍ଲୋକ୍ସାସିନ

ଗାଟିଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Gatifloxacin), ଅନ୍ୟମାନଙ୍କ ମଧ୍ୟରେ ଟେକିନ ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଜୀବାଣୁ ଜନିତ ନେତ୍ରାବରଣ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।

ଗାଟିଫ୍ଲୋକ୍ସାସିନ
ଗାଟିଫ୍ଲୋକ୍ସାସିନ
ଗାଟିଫ୍ଲୋକ୍ସାସିନ
Clinical data
Trade namesGatiflo, Tequin, Zymar, others
AHFS/Drugs.commonograph
MedlinePlusa605012
Routes of
administration
Eye drops, by mouth (discontinued), IV (discontinued)
Legal status
Legal status
  • ℞ (Prescription only)
Pharmacokinetic data
Protein binding20%
Elimination half-life7 to 14 hours
Identifiers
IUPAC name
  • 1-Cyclopropyl-6-fluoro-8-methoxy-7-(3-methylpiperazin-1-yl)-4-oxo-quinoline-3-carboxylic acid
ECHA InfoCard100.190.526 Edit this at Wikidata
Chemical and physical data
FormulaC19H22FN3O4
Molar mass୩୭୫.୪0 g·mol−1
3D model (JSmol)
SMILES
  • Fc1c(c(OC)c2c(c1)C(=O)C(\C(=O)O)=C/N2C3CC3)N4CC(NCC4)C
InChI
  • InChI=1S/C19H22FN3O4/c1-10-8-22(6-5-21-10)16-14(20)7-12-15(18(16)27-2)23(11-3-4-11)9-13(17(12)24)19(25)26/h7,9-11,21H,3-6,8H2,1-2H3,(H,25,26) checkY
  • Key:XUBOMFCQGDBHNK-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଯନ୍ତ୍ରଣା, ଅସ୍ୱାଭାବିକ ସ୍ୱାଦ ଏବଂ ଆଖିର ଲାଲ ରଙ୍ଗ ଅଧିକ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ଏହା ଫ୍ଲୋରୋକ୍ୱିନୋଲୋନ ପରିବାରର ସଦସ୍ୟ ଏବଂ ଜୀବାଣୁ ଜନିତ ଏନଜାଇମ ଡିଏନଏ ଗାଇରେଜ (DNA gyrase) ଏବଂ ଟୋପୋଆଇସୋମରେଜ ଚତୁର୍ଥକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।

ଗାଟିଫ୍ଲୋକ୍ସାସିନ ୧୯୮୬ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୯ରେ ଚିକିତ୍ସା କ୍ଷେତ୍ଋରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଉଚ୍ଚ କିମ୍ବା ନିମ୍ନ ରକ୍ତରେ ଶର୍କରାର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ପାଟିରେ ଦିଆଯାଉଥିବା ଏବଂ ଇଞ୍ଜେକ୍ସନ ସୂତ୍ର ପ୍ରତ୍ୟାହାର କରାଯାଇଥିଲା ।

ଆଧାର

Tags:

ଇଂରାଜୀ ଭାଷାନେତ୍ରାବରଣ ପ୍ରଦାହ

🔥 Trending searches on Wiki ଓଡ଼ିଆ:

ସାରଳା ଦାସଅନୁଭବ ମହାନ୍ତିପୁରୀଜୟୀରାମ ସାମଲସିପ୍ରା ମଲ୍ଲିକୟୁନେସ୍କୋସଂଖ୍ୟା ରେଖାଅରଖସୀତା ନବମୀଲଡୁରସାବଳିଓଡ଼ିଆ ଖାଦ୍ୟରୋଦନ୍ତୀହୃଷୀକେଶ ପଣ୍ଡାରାଜନୀତି ବିଜ୍ଞାନବିଶ୍ୱ ପରିବେଶ ଦିବସମଧୁସୂଦନ ରାଓକୃଷ୍ଣଚନ୍ଦ୍ର ବକ୍ସିପାତ୍ରରୁଦ୍ରମା ଦେବୀଖାରବେଳମଘା (ନକ୍ଷତ୍ର)ଓଡ଼ିଶାରେ କୋଭିଡ-୧୯ ମହାମାରୀତତେ ଭଲ ପାଉଛି ବୋଲିବଉଳକାଳୀଚରଣ ପଟ୍ଟନାୟକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସଜନାସରସ୍ୱତୀମନ୍ଦୋଦରୀବିନୋବା ଭାବେବିବାହକାରୁବାକୀପରଜାସ୍ୱର ବର୍ଣ୍ଣପୁରି୨୪୧ଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯ଚିତାଗଛପଦ୍ମ ଫୁଲସୌର ଜଗତwiki.phtmlଦୁର୍ଗାସ୍ତୁତିପୂଜାକୁପୋଷଣଭାରତୀୟ ଭୋଜନବେଣୀମାଧବ ପାଢ଼ୀଦେବସ୍ନାନ ପୂର୍ଣ୍ଣିମାପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଖମ୍ଭାତ୨ (ସଂଖ୍ୟା)ଶାରଳା ପୁରସ୍କାରଚୈତନ୍ୟଅମୃତା ପ୍ରୀତମକମ୍ପ୍ୟୁଟରଭୁବନେଶ୍ୱର ବେହେରାତୁଳସୀବନ୍ଦେ ଉତ୍କଳ ଜନନୀନୀଳାଦ୍ରି ଭୂଷଣ ହରିଚନ୍ଦନଜଗନ୍ନାଥଆହେ ଦୟାମୟ ବିଶ୍ୱ ବିହାରୀଆଡ଼କିଆ ବେଶଦି ଟାଇମସ୍ ଅଫ୍ ଇଣ୍ଡିଆତେଲୁଗୁ ଭାଷା୧୯୦୦ପ୍ରମିଳା ମଲ୍ଲିକରେବତୀ (କ୍ଷୁଦ୍ରଗଳ୍ପ)୨୧ରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରରାଜେନ୍ଦ୍ର ନାରାୟଣ ସିଂହଦେଓ🡆 More