ଆଳୁ ଭଜା: ଓଡ଼ିଆ ଖାଦ୍ୟ

ଆଳୁ ଭଜା ଭାତ ଓ ରୁଟି ସହିତ ଖିଆ ଯାଉଥିବା ଏକ ପାର୍ଶ୍ୱ ଭୋଜନ । ଓଡ଼ିଶାରେ ସାଧାରଣତଃ ପଖାଳ ସହ ଏହାକୁ ପସନ୍ଦ କରାଯାଏ। ସାଧାରଣତଃ ଆମେ ରୋଷେଇ ଶିଖିଲା ବେଳେ ଆଳୁ ଭଜା ରହ ଶିଖିଥାଉ।

ଆଳୁ ଭଜା
ଆଳୁ ଭଜା: ଓଡ଼ିଆ ଖାଦ୍ୟ
ପିଆଜ ଓ ପଞ୍ଚୁ ଫୁଟଣ ପଡ଼ି ହୋଇଥିବା ଆଳୁ ଭଜା ।
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଆଳୁ

ଉପାଦାନ

  • ଆଳୁ - ୫-୬ଟି
  • ତେଲ - ଆବଶ୍ୟକତା ଅନୁସାରେ
  • ଲୁଣ - ଆବଶ୍ୟକତା ଅନୁସାରେ
  • ହଳଦୀ - ୧ ଚାମଚ
  • ପଞ୍ଚଫୁଟଣ - ଆବଶ୍ୟକତା ଅନୁସାରେ
  • ଶୁଖିଲା ଲଙ୍କା -୨ରୁ ୩ଟି

ତିଆରି ପ୍ରଣାଳୀ

ପ୍ରଥମେ ଆଳୁକୁ ଧୋଇ , ପନିକି କିମ୍ବା ଛୁରିରେ ଛୋଟ ଛୋଟ କରି କାଟି ରଖନ୍ତୁ। ଆଳୁ ଭଜା ପାଇଁ ଆଳୁକୁ ଟିକିଓ ଲମ୍ବାଳିଆ କରି କାଟିବା ଦରକାର । ଅଳ୍ପ ଟିକେ ତେଲ କଡେଇରେ ଢାଳି ଗରମ ହେଲା ଯାଏ ରଖି ସେଥିରେ ଅଳ୍ପ କିଛି ପଞ୍ଚଫୁଟଣ,ଶୁଖିଲା ଲଙ୍କା ପକେଇ ଫୁଟିବା ପାଇଁ ଛାଡିଦେବେ । ପଞ୍ଚଫୁଟଣ ଫୁଟିଲା ପରେ ସେଥିରେ କଟା ଆଳୁ ପକେଇ ଦିଅନ୍ତୁ,ହଳଦୀ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଆଞ୍ଚ କମ ଦେଇ ଢାଙ୍କୁଣୀ ଘୋଡେଇ ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣୀ ଖୋଲି ଗୋଳେଇ ଦିଅନ୍ତୁ । ଆଳୁ ହୋଇଗଲା ପରେ ତାକୁ ବାହାର କରି ଏକ ଥାଳିରେ ପରସି ଦିଅନ୍ତୁ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସାଧାରଣତନ୍ତ୍ର ଦିବସ (ଭାରତ)ଅଂଶୁଘାତକନକ ମଞ୍ଜରୀ ମହାପାତ୍ରନାଗଫେଣୀ ଗଛବୀର ସୁରେନ୍ଦ୍ର ସାଏବିଭୂତି ପଟ୍ଟନାୟକଏକାଦଶୀପଟ୍ଟଚିତ୍ରମାଗୁଣି ଚରଣ କୁଅଁରରାଶି ଓ ନକ୍ଷତ୍ରପ୍ୟାରିସକୋଣାର୍କ ସୂର୍ଯ୍ୟ ମନ୍ଦିରକଣ୍ଟାକୁସୁମଓଡ଼ିଆଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବସନ୍ତ କୁମାରୀ ଦେବୀତାରକାସୁରପୂର୍ଣ୍ଣିମାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଇଟାଲୀଚଳନ୍ତି ଠାକୁରକଳ୍ପନା କୁମାରୀ ଦେବୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସାଇକେଲଓଡ଼ିଶା ଉଚ୍ଚ ନ୍ୟାୟାଳୟଏଚଆଇଭି/ଏଡସକାସ୍ପିଆନ ସାଗର୧୯୬୭ଲୁସାକ୧୯୮୦Jagannathଗୋପବନ୍ଧୁ ଦାସବିଶ୍ୱନାଥ କରକୁନ୍ତଳା କୁମାରୀ ଆଚାର୍ଯ୍ୟନିତ୍ୟାନନ୍ଦ ଶତପଥୀହିମାଳୟାନ ଏକ୍ସପ୍ରେସୱେଅଷ୍ଟ୍ରିଆପ୍ରତିଭା ଶତପଥୀଲୁହାଦୀନନାଥ ପାଠୀଦଧି ନାଟପୁରୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାକରମା ନୃତ୍ୟବଳରାମ ଦାସଓଡ଼ଗାଁଯୌନ ଉତ୍ପୀଡ଼ନସାମବେଦ୨ ଅଗଷ୍ଟଜୈନ ଧର୍ମରଥଯାତ୍ରାପଠାଣି ପଟ୍ଟନାୟକଅପର୍ଣ୍ଣା ମହାନ୍ତିISBN (identifier)ସ୍କନ୍ଦ ପୁରାଣତରୁଣକାନ୍ତି ମିଶ୍ରଫତୁରାନନ୍ଦସାନ୍ତାଳୀ ଲୋକସଂସ୍କୃତିରାମକୃଷ୍ଣ ପରମହଂସମିଳିତ ଜାତିସଂଘଭାରତକାର୍ଲ ମାର୍କସଭାନୁଜୀ ରାଓବଲାଙ୍ଗୀର ଜିଲ୍ଲାଗୋପାଳବଲ୍ଲଭ ଦାସଅନ୍ନପୂର୍ଣ୍ଣା ରଙ୍ଗମଞ୍ଚହାଡ଼ଫୁଟିଚିଙ୍ଗୁଡ଼ିସୁସ୍ମିତା ରଥସନ୍ଧିପଦଫକୀର ମୋହନ ସେନାପତି🡆 More