ଉଇକିବିଦ୍ୟାଳୟ

ଉଇକିବିଦ୍ୟାଳୟ English: Wikiversity ଏକ ଉଇକି ପରିଯୋଜନା ଅଟେ, ଯାହାର ସଞ୍ଚାଳନ ଉଇକିମିଡ଼ିଆ ସଂସ୍ଥାନ କରିଥାଏ । ଏହାର ଉଦ୍ଦେଶ୍ୟ ନିଶୁଳ୍କ ସଖିବାର ସାମଗ୍ରୀ ଏବଂ ଲୋକମାନଙ୍କୁ ସହଯୋଗ ଦେଇଥାଏ । ଏହା ଉଇକିପିଡ଼ିଆରୁ ବହୁତ ଅଲଗା ଏବଂ ଜଣା ଯାଇଥିବା ପାଠ୍ୟକ୍ରମ ଏବଂ ଅଭ୍ୟାସ ପରି ପ୍ରସ୍ତୁତ କରିଥାଏ ।

ଉଇକିବିଦ୍ୟାଳୟ
Wikiversity logo.
Detail of the Wikiversity multilingual portal main page.
Screenshot of wikiversity.org home page
ୟୁ.ଆର.ଏଲwww.wikiversity.org
ସ୍ଳୋଗାନ"ମୁକ୍ତ ରୂପେ ଶିକ୍ଷା"
ବ୍ୟବସାୟିକନା
ସାଇଟର ପ୍ରକାରEducational, self study
ରେଜେଷ୍ଟ୍ରିକରଣଇଚ୍ଛାବୋଧକ
ମିଳୁଥିବା ଭାଷାବହୁଭାଷୀ
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେଉଇକିମିଡ଼ିଆ କମ୍ୟୁନିଟି
ଆରମ୍ଭ କରାଯାଇଥିଲାଅଗଷ୍ଟ 15, 2006; 17 years ago (2006-୦୮-15)
ଆଲେକ୍ସା କ୍ରମାଙ୍କpositive decrease 14,448 (July 2017)

ଇତିହାସ

ଉଇକିପିଡ଼ିଆ ବେଟା ଏବଂ ଇଂରାଜୀ ଭାଷାରେ ଉଇକିବିଦ୍ୟାଳୟର ଆରମ୍ଭ ଅଧିକାରୀକ ରୂପେ 15 ଅଗଷ୍ଟ 2006 ମସିହାରେ ହୋଇଥିଲା । କିନ୍ତୁ ଏହାର ବିଚାର ଉଇକିପୁସ୍ତକ ପରିଯୋଜନା ଭିତରେ ହୋଇଥିଲା , ସେତେବେଳେ ବହୁ ଲେଖାକୁ ହଟେଇବା ପାଇଁ ନାମଙ୍କିତ କରାଯାଇଥିଲା । ଯାହାପରେ ଏହାକୁ ଏକ ଅଲଗା ପରିୟୋଜନା ରୂପେ ବନେଇବାର ପ୍ରସ୍ତାବ ରଖାଗଲା ଏବଂ ଖୁବ ଶୀଘ୍ର ଏହା ଏକ ଉଇକିମିଡ଼ିଆର ପରିୟୋଜନା ରୂପେ ଆରମ୍ଭ ହୋଇଗଲା ।

ଏଥିପାଇଁ ଦୁଇଟି ପ୍ରସ୍ତାବ ତିଆରି ହୋଇଥିଲା, ଯେଉଁଥିରେ ପ୍ରଥମ 2005 ମସିହାରେ ହୋଇଥିଲା, ଯାହାକୁ ସ୍ୱୀକାର କରାଗଲା ନାହିଁ ଏବଂ ସେହି ପ୍ରସ୍ତାବର ବଦଳ ରୂପ 2006 ମସିହାରେ ସ୍ୱୀକୃତି କରିଦିଆ ଗଲା । ଏହି ପରିଯୋଜନକୁ ତିଆରି ହେବାର ଘୋଷଣା ଉଇକିମାନିଆ 2006ରେ କରାଯାଇଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ତୃପ୍ତି ଦାସହୃଷୀକେଶ ପଣ୍ଡାବରଗଛଶୁଚିତ୍ୱ୨୧ୟୁନେସ୍କୋଓଡ଼ିଶାର ଦୋଳଯାତ୍ରାସଂଘମିତ୍ରା ମିଶ୍ରଜଗନ୍ନାଥଙ୍କ ବେଶପଞ୍ଚସଖାକୁମାର ସାଙ୍ଗାକାରାମନୋଜ ଦାସଙ୍କ କଥା ଓ କାହାଣୀଜନ ବୀମସହରିଶଙ୍କର ମନ୍ଦିରକୁସୁମଉତ୍କଳ ରତ୍ନ ସମ୍ମାନରଜସୁଖ ସଂସାରବିଶ୍ୱନାଥ କରରାମଚନ୍ଦ୍ର ବେହେରାବଡ଼ଦିନ ଗଛଭାରତରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଯଶୋଧାରା ମିଶ୍ରମାନସିକ ସ୍ୱାସ୍ଥ୍ୟମଇ ଦିବସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସିଦ୍ଧାନ୍ତ ମହାପାତ୍ରଡାଲମା୪ ଡିସେମ୍ବରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଅଦାଚନ୍ଦ୍ରଭାନୁ ସିଂହ ଦେଓବନ୍ଦେ ମାତରମକମ୍ପ୍ୟୁଟରମଙ୍ଗଳପ୍ରତାପ କେଶରୀ ଦେଓମହାଭାରତପଞ୍ଚାୟତ ରାଜଶିବ୧୧୫୧ପରିମେୟ ସଂଖ୍ୟାଶିରିଡ଼ି ସାଇ ବାବା୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣମଲ୍ଲିକା ସରାଭାଇୟେଭାଡୁପଞ୍ଚାନନ ମିଶ୍ରସୀତାକାନ୍ତ ମହାପାତ୍ରଜଗନ୍ନାଥ ଦାସଗୋବିନ୍ଦ ତ୍ରିପାଠୀଉଚ୍ଛ୍ୱାସ (କବିତା ସଙ୍କଳନ)ପରଶମଣି (ଉପନ୍ୟାସ)ମନ୍ଦାରବେଣୀମାଧବ ପାଢ଼ୀଗୌତମ ବୁଦ୍ଧପର୍ଶୁରାମ (ଓଡ଼ିଆ କଥାଚିତ୍ର)ୟୁ ଟ୍ୟୁବଠିଆକିଆ ବେଶସାରଳା ଦାସସ୍ୱର ବର୍ଣ୍ଣବିଶ୍ୱଜିତ ଦାସଚିତ୍ତରଞ୍ଜନ ଦାସକାଳୀଚରଣ ପଟ୍ଟନାୟକପଞ୍ଜାବୀ ପୋଷାକତୁଳସୀପବନେଶ୍ୱର ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରଅମରପୋଇକାଞ୍ଚି ଅଭିଯାନ🡆 More