ସ୍ୱାଧୀନତା

ସ୍ୱାଧୀନତା ଶବ୍ଦ ଗୋଟିଏ ଦେଶ, ରାଷ୍ଟ୍ର ବା ସାର୍ବଭୌମ ରାଜ୍ୟର ଅବସ୍ଥାକୁ ବୁଝାଏ ଯେଉଁଠାରେ ଏହାର ବାସିନ୍ଦା ଓ ଜନତା ନିଜ ଭୂଖଣ୍ଡରେ ନିଜସ୍ୱ ସରକାର ଗଢ଼ିବାକୁ ଓ ସାର୍ବଭୌମତ୍ୱ ଜାହିର କରିବାକୁ ସକ୍ଷମ ଥାଆନ୍ତି ଓ କୌଣସି ବାହ୍ୟ ଶକ୍ତି ଅଧୀନରେ ନ ଥାଆନ୍ତି । ଏହାର ଓଲଟା ଶବ୍ଦ ପରାଧୀନତା । ଅନ୍ୟ ଗୋଟିଏ ଶବ୍ଦ ସ୍ୱତନ୍ତ୍ର (freedom) ସ‌ହିତ ଏହାର ଭ୍ରମ ସୃଷ୍ଟି ହୁଏ । ବ୍ୟକ୍ତିର ଚିନ୍ତା କରିବା ଓ ତଦନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତାକୁ ସ୍ୱତନ୍ତ୍ର କୁହାଯାଏ ।

ସ୍ୱାଧୀନତା
ଉତ୍ତର ଆମେରିକାର ପୂର୍ବ ଉପକୂଳରେ ଥିବା ୧୩ଟି ବ୍ରିଟିଶ କଲୋନୀ ୧୭୭୬ ମସିହାରେ ସ୍ୱାଧୀନତା ଘୋଷଣା କରିଥିଲେ ।
ସ୍ୱାଧୀନତା
ଦକ୍ଷିଣ ଆମେରିକା,ସ୍ଥିତ ସ୍ପେନୀୟ କଲୋନୀ ଚିଲି ୧୮୧୮ରେ ସ୍ୱାଧୀନତା ଘୋଷଣା କରିଥିଲା ।

ସ୍ୱାଧୀନତାର ସଂଜ୍ଞା

ସ୍ୱାଧୀନତା ଓ ବିପ୍ଳବ ଏହି ଦୁଇ ଶବ୍ଦର ପାର୍ଥକ୍ୟ ଅନେକ ବର୍ଷ ଧରି ଚର୍ଚ୍ଚା ହେଉଥିଲା ଓ ହିଂସାକୁ ସାର୍ବଭୌମ ନିମନ୍ତେ ଏକ କାନୁନି ଉପାୟ ଉପରେ ପ୍ରଶ୍ନବାଚୀ ଚିହ୍ନ ଥିଲା । କେତେକ ବିପ୍ଳବ ଜାତୀୟ ସ୍ୱାଧୀନତା ଇଚ୍ଛା ଓ ପ୍ରାପ୍ତ କରାଯାଏ ଓ ଅନ୍ୟ କେତେକ କ୍ଷମତା ପୁନର୍ବଣ୍ଟନ କରିବା ନିମନ୍ତେ କରାଯାଏ । ତେଣୁ ଏହା ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ହିଂସାତ୍ମକ ସିଭିଲ ୱାର ପର୍ଯ୍ୟନ୍ତ ଯାଇପାରେ ।

ସ୍ୱାଧୀନତା ଓ ସ୍ୱାୟତ୍ତ ମଧ୍ୟରେ ପାର୍ଥକ୍ୟ

ସ୍ୱାୟତ୍ତ‌ତା (autonomy) ଏକ ଉଚ୍ଚ ଅଧିକାରୀଦ୍ୱାରା ନିୟନ୍ତ୍ରଣ‌ଯୁକ୍ତ ସ୍ୱାଧୀନତା । ସ୍ୱାଧୀନତା ଦେଇଥିଲେ ମଧ୍ୟ ନିଜର ନିୟନ୍ତ୍ରଣ ରଖିଥାଆନ୍ତି ।

ଆଧାର

Tags:

ଦେଶ

🔥 Trending searches on Wiki ଓଡ଼ିଆ:

ମୋନିକା ସେଲ୍ସଶରତ କୁମାର ମହାନ୍ତିଶ୍ୱେତସାରଜଗନ୍ନାଥ ପ୍ରସାଦ ଦାସବ୍ୟାଙ୍କଗୋପାଳ କୃଷ୍ଣ ରଥଅର୍ଚ୍ଚିତା ସାହୁଶିଶୁ ଅନନ୍ତ ଦାସ୧୬୬୫ପୁଷ୍ଟିସାରବାଙ୍କୀଓଡ଼ିଆ ନାଟକହେପାଟାଇଟିସ ବିଭାରତୀୟ ମହାକାଶ ଗବେଷଣା ସଂସ୍ଥାପ୍ରତାପରୁଦ୍ର ଦେବଶଙ୍କରାଚାର୍ଯ୍ୟମୌଳିକ ସଂଖ୍ୟାଗୋପବନ୍ଧୁ ଚୌଧୁରୀ୧୮ ଅକ୍ଟୋବରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅସହଯୋଗ ଆନ୍ଦୋଳନଭକ୍ତ ଚରଣ ଦାସ (ରାଜନେତା)ରାମଚନ୍ଦ୍ର ବେହେରାକୃଷ୍ଣପ୍ରସାଦ ମିଶ୍ରହେମନ୍ତ କୁମାର ଦାସପ୍ରସନ୍ନ କୁମାର ପଣ୍ଡାତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟବୁଧକବାଟଲକ୍ଷ୍ମୀକାନ୍ତ ମହାପାତ୍ରଭଦ୍ରକଦ୍ୱିତୀୟ ବିଶ୍ୱଯୁଦ୍ଧତୁଳସୀ ଗଛବାଇଶି ପାହାଚଦୀପକ ମିଶ୍ରସମୟ (କାଳ)ଇନ୍ଦିରା ଗାନ୍ଧୀଉତ୍କଳ ସମ୍ମିଳନୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଜମ୍ମୁ ତୱି ରେଳ ଷ୍ଟେସନଶନିବାରସୁଭାଷ ଚନ୍ଦ୍ର ବୋଷହୀରାକୁଦ ବନ୍ଧଫସ୍‌ଫରସସାମାଜିକ ଆନ୍ଦୋଳନଶ୍ରୀନିବାସ ରାମାନୁଜନଜନ ଗଣ ମନକୁଜିବର ପ‌ତ୍ରବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରାହ୍ମ ସମାଜଓ ଅନ୍ଧଗଳିଦୀପା ସାହୁ (୧୯୮୫ ଜନ୍ମ)ଓଡ଼ିଆ ଭ୍ରମଣ ସାହିତ୍ୟବୈଜୟନ୍ତ ପଣ୍ଡାପୁରୀ ଜିଲ୍ଲାଓଡ଼ିଆ ସାହିତ୍ୟର ଇତିହାସମୟୂର୨୫ ଅପ୍ରେଲମନୋଜ କୁମାର ମିଶ୍ରଅଷ୍ଟ୍ରେଲିଆରବୀନ୍ଦ୍ରନାଥ ଠାକୁରଗୋପାଳ ଛୋଟରାୟବଡ଼ ଏରାସୂର୍ଯ୍ୟବଂଶୀ ସୂରଜଭାରତର ଜାତୀୟ ପତାକାନଇ ଆରପାରିଛାରପୋକନନ୍ଦିନୀ ଶତପଥୀଅନ୍ନଦା ଶଙ୍କର ରାୟ🡆 More