୨୦୧୮ ଶୀତକାଳୀନ ପାରାଲିମ୍ପିକ

2018 ଶୀତକାଳୀନ ପାରାଲିମ୍ପିକ, ଯାହା ଅଧିକାରିକ ରୂପେ ୧୨ତମ ପାରାଲିମ୍ପିକ ଖେଳ ଋପେ ଜଣାଯାଏ । ୯ରୁ ୧୮ ମଇର ମଧ୍ୟ ଦକ୍ଷିଣ କୋରିୟାର ପ୍ୟୋଙ୍ଗଚାଙ୍ଗ ନଗରରେ ଆୟୋଜିତ ହେବ । ଏହା ଏକ ଅନ୍ତଃରାଷ୍ଟ୍ରୀୟ ଶୀତକାଳୀନ ଖେଳର ଆୟୋଜନ ଅଟେ ଯାହା ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତିଦ୍ୱାରା ଆୟୋଜିତ କରାଯିବ । ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସମିତି ଏହି ଆୟୋଜନ ପାଇଁ ୧୫ ଅକ୍ଟୋବର ୨୦୦୯ ମସିହାରେ ତିନି ଦାବିଦାର ପ୍ରାପ୍ତ କରିଥିଲେ । ପ୍ୟୋଙ୍ଗଚାଙ୍ଗ ସହିତ ଫ୍ରେଞ୍ଚ ଆଲ୍ପସରେସ୍ଥିତ ଏନ୍ନେସୀ, ଫ୍ରାନ୍ସ, ଜର୍ମାନୀ (୧୯୭୨ ଗ୍ରୀଷ୍ମ କାଳୀନ ଅଲିମ୍ପିକର ନିମନ୍ତ୍ରକ) ମଧ୍ୟ ଏହି ଆୟୋଜନ ପାଇଁ ନିଜ ପ୍ରସ୍ତାବ ଠୋକିଥିଲେ । ୨୨ ଜୁନ ୨୦୧୦ ମସିହାରେ ଏହି ସମସ୍ତ ଦାବେଦାର ନଗର ପ୍ରତିଭାଗୀ ନଗର ଅନୁଶାରେ ବଛାଗଲା । ଜିତିଥିବା ପ୍ରତିଭାଗୀ ନଗରର ଘୋଷଣା ୬ ଜୁନ ୨୦୧୧ ମସିହାରେ ଅନ୍ତଃରାଷ୍ଟ୍ରୀୟ ପାରାଲିମ୍ପିକ ସଂଘର ୧୨୩ତମ ସତ୍ର, ଡରବନ, ଦକ୍ଷିଣ ଆଫ୍ରିକାରେ ହୋଇଥିଲା ।

୨୦୧୮ ଶୀତକାଳୀନ ପାରାଲିମ୍ପିକ
୨୦୧୮ ଶୀତକାଳୀନ ପାରାଲିମ୍ପିକ

୨୭ ଅକ୍ଟୋବର ୨୦୧୩ ମସିହାରେ ୨୦୧୮ ଶୀତକାଳୀନ ପାରାଲିମ୍ପିକ ଖେଳର ପ୍ରତୀକ ଚିହ୍ନ ଜାରୀ ହୋଇଥିଲା ଜାହା ୧୬ ମାର୍ଚ୍ଚ ୨୦୧୪ ମସିହାରେ ସୋଚୀ ନଗରଦ୍ୱାରା ନିମନ୍ତ୍ରିତ ନଗରକୁ ଦିଆଗଲା । ଅଭିନେତା "ଲୀ ଦୋଙ୍ଗ ବୁକ"ଙ୍କୁ ଏହି ଖେଳ ପାଇଁ ସମାନିତ ଦୂତ ଋପେ ବଛାଗଲା ।

ଟିକେଟ

2018 ପାରାଲିମ୍ପିକ ଖେଳ ପାଇଁ ଟିକେଟ ମୂଲ୍ୟର ଘୋଷଣା ୮ ଜୁନ ୨୦୧୭ ମସିହାରେ ହୋଇଥିଲା ତଥା ଏହାର ବିକ୍ରୀ ୨୧ ଅଗଷ୍ଟ ୨୦୧୭ରେ ପ୍ରାରମ୍ଭ ହୋଇଥିଲା । ଖେଳ ପ୍ରତିଯୋଗୀମାନଙ୍କ ପାଇଁ ଟିକେଟର ମୂଲ୍ୟ ₩16,000ରୁ 50,000 (ପାଖାପାଖି $15-45) ମଧ୍ୟରେ ରଖାଗଲା । ଉଦ୍ଘାଟନ ସମାପନ ସମାରୋହ ପାଇଁ ଟିକେଟର ମୂଲ୍ୟ ₩10,000ରୁ ₩140,000 (ପାଖାପାଖି $9-125) ମଧ୍ୟରେ ରଖାଗଲା ।

19 ଜାନୁଆରୀ 2018 ପର୍ଯ୍ୟନ୍ତ ଖେଳର ଆବାଣ୍ଟିତ 223,353 ଟିକଟ ଗୁଡିକରେ ପାଖାପାଖି 70% ଟିକେଟ ବିକ୍ରୀ ହୋଇ ଯାଇଥିଲା ।

କାର୍ଯ୍ୟକ୍ରମ

ଏହି ସାରଣୀରେ ନୀଳ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ଖେଳ ପ୍ରତିଯୋଗିତା ଅଟେ । ହଳଦିଆ ଖଣ୍ଡରେ ପ୍ରଦର୍ଶିତ ପ୍ରତିଯୋଗିତାଗୁଡ଼ିକ ସେହି ଖେଳର ପଦକ ପ୍ରତିଯୋଗିତା ଅଟେ ।

 ●  Opening ceremony      Event competitions      Event finals  ●  Closing ceremony
March 2018  9th 10th 11th 12th 13th 14th 15th 16th 17th 18th Gold
Medals
Opening Ceremony
Closing Ceremony
ଆଲପିନ ସ୍କୀଙ୍ଗ 6 6 6 3 3 3 3 30
ବ୍ୟାଥଲୋନ 6 6 6 18
କ୍ସସ-କଣ୍ଟ୍ରି ସ୍କୀଙ୍ଗ 2 4 6 6 2 20
ଆଇସ ସ୍ଲେଜ ହକୀ 1 1
ସ୍ନୋବୋର୍ଡିଙ୍ଗ 5 5 10
ହ୍ୱିଲଚେୟାର କରଲିଙ୍ଗ 1 1
Total 12 8 9 12 9 3 11 10 6 80

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବଳକମ୍ପ୍ୟୁଟର ବିଜ୍ଞାନଉଇକିକମନ୍ସଶ୍ରୀନିବାସ ରାମାନୁଜନମୁସଲମାନକୋଣାର୍କ ସୂର୍ଯ୍ୟ ମନ୍ଦିରଧନୁଯାତ୍ରାଶୀତଳ ଷଷ୍ଠୀ ଯାତ୍ରାଅପରାଜିତା ଷଡ଼ଙ୍ଗୀଅଶ୍ୱତ୍ଥାମାଯଦୁମଣି ମହାପାତ୍ରପ୍ରବୀଣ କୁମାର କବିବୃହସ୍ପତିବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରମୁଖ ଅବସାଦ ବେମାରୀରାଧାକୃଷ୍ଣ ବିଶ୍ୱାସରାୟନୀଳକଣ୍ଠ ଦାସବିବାହଅଶୋକାଷ୍ଟମୀଭାରତୀୟ ସ୍ୱାଧୀନତା ଆନ୍ଦୋଳନବାଘInternational Dance Dayଶକ୍ତି ପୀଠଭ୍ୟାକୁମ୍ କ୍ଲିନର୍ଚିତ୍ତରଞ୍ଜନ ଦାସନାରୀବାଦଗୀତଗୋବିନ୍ଦଓଡ଼ିଆ ଖାଦ୍ୟଭାରତୀୟ ମହାକାଶ ଗବେଷଣା ସଂସ୍ଥା୨୭ ଅପ୍ରେଲମହାଦେଶଜୟଦ୍ରଥ ସୁନାବ୍ରାଉଜରପ୍ରାଣବନ୍ଧୁ କରଗୋପବନ୍ଧୁ ଦାସବିରାଟ କୋହଲୀମୋହନ ସୁନ୍ଦର ଦେବ ଗୋସ୍ୱାମୀ୧୬୩କୁନ୍ତଳା କୁମାରୀ ସାବତରମାଦେବୀ ଚୌଧୁରୀଶରତ କୁମାର ମହାନ୍ତିଇଣ୍ଟସସେପସନ (ମେଡିକାଲ ବେମାରି)ବଦ୍ରୀନାଥ ମନ୍ଦିରଜବାହରଲାଲ ନେହେରୁଜୟୀ ରାଜଗୁରୁପାକସ୍ଥଳୀ ପ୍ରଦାହଚିନ୍ତାମଣି ମହାନ୍ତିଧାନପୁଷ୍ଟିସାରଲକ୍ଷ୍ମୀକାନ୍ତ ମହାପାତ୍ରମହାପାତ୍ର ନୀଳମଣି ସାହୁକଟକହିନ୍ଦୁ ସମୟ ଗଣନାଆମ୍ବେଦକର ଜୟନ୍ତୀମନମୋହନ ସାମଲଘରଆଇଓଏସଭାନୁଚରଣ ନାଏକକଳାପାହାଡ଼ଭୁବନେଶ୍ୱର ବେହେରାକାନାଡ଼ାଧର୍ମେନ୍ଦ୍ର ପ୍ରଧାନ୨୯ ମାର୍ଚ୍ଚଭାରତବିଧାନ ସଭା ସଭ୍ୟଘୁମୁରା ନାଚରବି ସିଂ🡆 More