ହୋ ଭାଷା

ହୋ (ବିହାର ହୋ ଏବଂ ଲଙ୍କା କୋଲ ନାମରେ ମଧ୍ୟ ଜଣା) ଭାରତରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ ଆଷ୍ଟ୍ରୋ-ଏସୀୟ ଭାଷା ସମୂହ ଅନ୍ତର୍ଗତ ଏକ ମୁଣ୍ଡା ଭାଷା । ଏହା ହୋ ଲୋକଙ୍କ ଦେଇ କଥିତ ଓ ବାରାଙ୍ଗ ଚିତି ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା ଓଡ଼ିଆ, ଦେବନାଗରୀ ଓ ଲାଟିନ ଲିପିରେ ଲିଖିତ ହୋଇଥିଲେ ହେଁ ହୋ ଭାଷୀ ଲୋକେ ଅନ୍ୟ ଲିପିରେ ଲେଖାକୁ ଠିକ ମାନନ୍ତି ନାହିଁ ଏବଂ କେବଳ ବାରାଙ୍ଗ ଚିତି ଲିପିରେ ଲେଖିବା ଉଚିତ ମଣନ୍ତି । ହୋ ନାମଟି ଏହି ଭାଷାର ଶବ୍ଦ ହୋରୁ (ଅର୍ଥ: ମଣିଷ) ନିଆଯାଇଛି ।

ହୋ
Native toଭାରତ, ବଙ୍ଗଳାଦେଶ
ଜାତିସତ୍ତାହୋ ଲୋକ
ମାତୃଭାଷୀ
ଆଷ୍ଟ୍ରୋ-ଏସୀୟ
  • ମୁଣ୍ଡା
    • ଉତ୍ତର ମୁଣ୍ଡା
      • ସାନ୍ତାଳୀ
        • ଖେରବାଡ଼ି
          • ମୁଣ୍ଡାରୀ
            • ହୋ
ବାରାଙ୍ଗ ଚିତି,
ଓଡ଼ିଆ, ଦେବନାଗରୀ, ଲାଟିନ
ଭାଷା କୋଡ୍
ISO ୬୩୯-୩hoc
ଗ୍ଲୋଟୋଲୋଗhooo1248

ବିତରଣ

ସର୍ବାଧିକ ହୋ ଭାଷୀ ଲୋକେ ଝାଡ଼ଖଣ୍ଡର ପୂର୍ବ ସିଂହଭୁମି ଜିଲ୍ଲା ଓ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ । ଭାଷାଗତ, ଆଭିଧାନିକ ଓ ବଂଶାନୁକ୍ରମ ଦୃଷ୍ଟିରୁ ହୋ ଭାଷା ଝାଡ଼ଖଣ୍ଡରେ କଥିତ ଭାଷା ତୁଳନାରେ ମୟୂରଭଞ୍ଜର କଥିତ ଭାଷା ସହ ଅଧିକ ସମ୍ବନ୍ଧିତ । ଭାଷାଗତ ଦୃଷ୍ଟିରୁ ହୋ ଓ ମୁଣ୍ଡାରୀ ଅଧିକ ସମ୍ବନ୍ଧିତ ହେଲେ ହେଁ ଏହି ଭାଷା ଦୁଇ କହୁଥିବା ଲୋକେ ବଂଶାନୁକ୍ରମ ଅନୁସାରେ ଅଲଗା । ଏହା ଖେରବାଡ଼ି ଭାଷାଭିଧାନିକ ଗୁଣର ବିଷେଷତ୍ୱ ।

ଆଧାର

ବାହାର ପଠନ

Tags:

ଓଡ଼ିଆ ଲିପିଭାରତ

🔥 Trending searches on Wiki ଓଡ଼ିଆ:

ବିଲେଇତପସ୍ୱିନୀମହାଭାରତସମ୍ବାଦ (ଖବରକାଗଜ)ଆଜାଦ ହିନ୍ଦ୍ ଫୌଜଯୋଗବନ୍ଧୁତାଲୋକ ସଭାଭଗବତ ଗୀତାମନମୋହନ ସାମଲସଞ୍ଜୁ ଆଉ ସଞ୍ଜନାରାସାୟନିକ ମୌଳିକସୁବର୍ଣ୍ଣରେଖା ନଦୀପ୍ରତିଭା ଶତପଥୀହାଡ଼ଫୁଟିଭୂମିକା ଦାଶଭୂମିଜ ଜାତିମୋରୋକ୍କୋକାଳୀଚରଣ ପଟ୍ଟନାୟକଜର୍ଜ କ୍ୟାଣ୍ଟରଲକ୍ଷ୍ମୀକାନ୍ତ ମହାପାତ୍ରରିୟା ସେନନେରାଟିନିବମହା ଶିବରାତ୍ରିଜୟନ୍ତୀ ପଟ୍ଟନାୟକହୋଲିଗଣେଶ୍ୱର ବେହେରାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଆଲବର୍ଟ ଆଇନଷ୍ଟାଇନ୧ ଫେବୃଆରୀଚାଣକ୍ୟରାଣୀ ଲକ୍ଷ୍ମୀବାଈସମ୍ବଲପୁରୀ ଭାଷାକୁକୁରବିଜ୍ଞାନବନ୍ଧୁ ମହାନ୍ତିଗୋପାଳ ଚନ୍ଦ୍ର ପ୍ରହରାଜବାଘପୁରୀ ଜିଲ୍ଲାବିଦୁସ୍ମିତାକୃଷ୍ଣମିନତି ମିଶ୍ରପାଲାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନସାଧୁ ମେହେରଏଲିନା ସାମନ୍ତରାୟସ୍ତନହେନା ଫୁଲଚୈତ୍ର ମଙ୍ଗଳବାର ଓଷାଆସିକାବେଣୁଧର ରାଉତମଦର ଟେରେସାଭୁବନେଶ୍ୱର ବେହେରାଲସ ଏଞ୍ଜଲେସ ଲେକର୍ସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଦେଓମାଳୀବୌଦ୍ଧ ଧର୍ମଗୋପବନ୍ଧୁ ଦାସସ୍ୱାଧୀନତା ଦିବସ‌ (ଭାରତ)ଫିଲିପାଇନ୍ସଗୋଦାବରୀଶ ମହାପାତ୍ରଓଡ଼ିଶା ଆଦର୍ଶ ବିଦ୍ୟାଳୟଦାସକାଠିଆବିଶ୍ୱତାପନଶ୍ରୀରାଧାଗୋପୀନାଥ ମହାନ୍ତିବୈଶାଖସେପ୍ଟେମ୍ବରକଟକଚକ୍ରଧର ବେହେରାସୋରିଷ🡆 More