ବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ

ସତ୍ୟବାଦୀ (କ୍ରମିକ ସଂଖ୍ୟା: ୧୦୯) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସତ୍ୟବାଦୀ ବ୍ଳକ ଓ କଣାସ ବ୍ଳକ ।

ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୧,୭୩୦
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଉମାବଲ୍ଲଭ ସାମନ୍ତରାୟ ବିଜୁ ଜନତା ଦଳ ପ୍ରାର୍ଥୀ ରମାରଞ୍ଜନ ବଳିୟାର ସିଂଙ୍କଠାରୁ ୧୫୩୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରସାଦ କୁମାର ହରିଚନ୍ଦନ, ବିଜୁ ଜନତା ଦଳ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ୮,୨୮୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ସତ୍ୟବାଦୀ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ପ୍ରସାଦ କୁମାର ହରିଚନ୍ଦନ ୪୪,୮୬୨ ୩୫.୫୬ -
ବିଜଦ ଉମାକାନ୍ତ ସାମନ୍ତରାୟ ୩୬,୫୮୨ ୨୯.୦୦ -
ସ୍ୱାଧୀନ ରାମ ରଞ୍ଜନ ବଳିଆରସିଂହ ୩୧,୯୮୭ ୨୫.୩୫ -
ଭାଜପା କୃଷ୍ଣ ଚନ୍ଦ୍ର ଜଗଦେବ ୭,୯୧୪ ୬.୨୭ -
ବସପା ଅଶ୍ୱିନୀ ନନ୍ଦ ୧,୩୩୧ ୧.୦୫ -
ସ୍ୱାଧୀନ ଲକ୍ଷ୍ମୀନାରାୟଣ ମିଶ୍ର ୮୦୩ ୦.୬୪ -
ଏଜେଏସୟୁ ପାର୍ଟି ମାନସ ରଞ୍ଜନ ପାତ୍ର ୫୨୬ ୦.୪୨ -
ସିପିଆଇ(ମାଲେ) ଲିବରେସନ ଯୁଧିଷ୍ଠିର ମହାପାତ୍ର ୪୯୭ ୦.୩୯ -
ରିସୋପା ପ୍ରସନ୍ନ ବେହେରା ୪୯୦ ୦.୩୯ -
ସମୃଦ୍ଧ ଓଡ଼ିଶା ସତ୍ୟ ନାରାୟଣ ପଟ୍ଟନାୟକ ୪୭୮ ୦.୩୮ -
ସ୍ୱାଧୀନ ସୁକାନ୍ତ କିଶୋର ସାମନ୍ତରାୟ ୪୦୧ ୦.୩୨ -
ସ୍ୱାଧୀନ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ୨୯୪ ୦.୨୩ -
ଭୋଟ ବ୍ୟବଧାନ ୮,୨୮୦ ୬.୫୬* -
ମତଦାନ ହାର ୧,୨୬,୧୬୫ ୭୦.୯୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପୁରୀ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ହୃତ୍‌ପିଣ୍ଡଚନ୍ଦ୍ରଶେଖର ଆଜାଦସାରଳା ଦାସବୌଦ୍ଧ ଧର୍ମପୁରୁଷୋତ୍ତମ ଦେବଚୈତ୍ରକରଣ (ଜାତି)ଧର୍ମେନ୍ଦ୍ର ପ୍ରଧାନଚାଣକ୍ୟବୀଜାଣୁହରେକୃଷ୍ଣ ମହତାବଇବାଣ୍ଡ୍ରୋନିକ ଏସିଡଓଡ଼ିଶାର ଲୋକନୃତ୍ୟରାଶି ଓ ନକ୍ଷତ୍ରସ୍ୱାମୀ ବିବେକାନନ୍ଦଚୈତ୍ର ମଙ୍ଗଳବାର ଓଷାୱାଟରଲୁ ଯୁଦ୍ଧପ୍ରଧାନ ପୃଷ୍ଠାବି. ଆର. ଆମ୍ବେଦକରଅଚ୍ୟୁତାନନ୍ଦ ଦାସପୁରୀ ଜିଲ୍ଲାଭୁବନେଶ୍ୱରଚନ୍ଦନ ବୋଡ଼ାଫିଲିପାଇନ୍ସପ୍ରତିଭା ରାୟଉପେନ୍ଦ୍ର ଭଞ୍ଜମନୋରଞ୍ଜନ ଦାସଭାରତୀୟ ଜାତୀୟ କଂଗ୍ରେସରାଜ୍ୟ ସଭାପୂର୍ଣ୍ଣାନନ୍ଦ ଦାନୀପଞ୍ଚସଖାଦାମୋଦର ରାଉତଶ୍ରୀନିବାସ ରାମାନୁଜନଦ୍ୱିତୀୟ ବିଶ୍ୱଯୁଦ୍ଧପୁରୀମି ଠୁ (ହ୍ୟାସଟ୍ୟାଗ)ଓଡ଼ିଆଚେରୋ ଜାତିତରଭୁଜଗଜଲଅନାଦି ଚରଣ ସାହୁୟୁ ଟ୍ୟୁବସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଭୂତି ପଟ୍ଟନାୟକଓଡ଼ିଶାର ସଂସ୍କୃତିସରୋଜିନୀ ନାଇଡୁ୨୬ ଅପ୍ରେଲ୧୯୨୦ମାଇକ୍ରୋସଫ୍ଟ୨୫ ମାର୍ଚ୍ଚବାରାକ ଓବାମାଆଚାର୍ଯ୍ୟ ହରିହରନଟବର ସାମନ୍ତରାୟଅଶୋକାଷ୍ଟମୀବାସନ୍ତୀସମ୍ବଲପୁରୀ ଭାଷାବୁନ୍ଦିଆ ଖିରିବୈଶାଖଓଡ଼ିଆ କାବ୍ୟ କବିତାସତ୍ୟବାଦୀ ବନ ବିଦ୍ୟାଳୟମାୟାଧର ମାନସିଂହବାଜି ରାଉତଚଉତିଶା🡆 More