ସଚିନ ତେନ୍ଦୁଲକର: ଭାରତୀୟ କ୍ରିକେଟ ଖେଳାଳି

ସଚିନ ରମେଶ ତେନ୍ଦୁଲକର(pronunciation (help·info)(ଜନ୍ମ-୨୪ ଅପ୍ରେଲ ୧୯୭୩)ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ବିଶ୍ୱ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବରେ ସାରା ବିଶ୍ୱରେ ପରିଚିତ । ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର । ସେ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିଥିବ ଖେଳାଳି। ସଚିନ ପ୍ରଥମ ଖେଳାଳି ଭାବେ ଏକ ଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଥିଲେ । .

ସଚିନଙ୍କୁ ୨୦୦୨ରେ ସର୍ବକାଳୀନ ଟେଷ୍ଟ ବ୍ୟାଟ୍ସମ୍ୟାନରେ ସାର ଡୋନାଲ ବ୍ରାଡମ୍ୟାନଙ୍କ ପରେ ଦ୍ୱିତୀୟ ଓ ସେହିପରି ସର୍ବକାଳୀନ ଦିନିକିଆ ବ୍ୟାଟ୍ସମ୍ୟାନରେ ମଧ୍ୟ ଭି.ଭି.ଆନ ରିଚାର୍ଡସଙ୍କ ପରେ ଦ୍ୱିତୀୟ ସ୍ଥାନରେ ରଖାଯାଇଥିଲା। ସଚିନ ଭାରତ ତରଫରୁ ୬ ଥରକ୍ରିକେଟ ବିଶ୍ୱକପ ଖେଳିଛନ୍ତି ଓ ୨୦୧୧ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ। ଭାରତ ତଥା ବିଶ୍ୱ କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ରେ ଭାରତରତ୍ନ ସମ୍ମାନ ଦିଆଯାଇଛି। ଏହା ପାଇବାରେ ସେ ଭାରତର ପ୍ରଥମ ଖେଳାଳି।

ସଚିନ୍ ତେନ୍ଦୁଲକର
MP, BR, AC
ସଚିନ ତେନ୍ଦୁଲକର: କ୍ୟାରିୟର, ଆନ୍ତର୍ଜାତୀୟ କ୍ୟାରିଅର, ଅଧିନାୟକ ଦାୟିତ୍ୱ
Tendulkar with the ICC Cricket World Cup
ବ୍ୟକ୍ତିଗତ ତଥ୍ୟ
ନାମସଚିନ ରମେଶ ତେନ୍ଦୁଲକର
ଜନ୍ମ (1973-04-24) ୨୪ ଅପ୍ରେଲ ୧୯୭୩ (ବୟସ ୫୦)
ବମ୍ବେ (now ମୁମ୍ବାଇ), ମହାରାଷ୍ଟ୍ର, India
ଡାକ ନାମTendlya, ଲିଟିଲ ମାଷ୍ଟର, ମାଷ୍ଟର ବ୍ଲାଷ୍ଟର
ଉଚ୍ଚତା5 ft 5 in (165 cm)
ବ୍ୟାଟିଂ ପ୍ରକାରଡାହାଣ-ହାତୀ
ବୋଲିଂ ପ୍ରକାରRight-arm medium, leg break, off break
ଭୂମିକାବ୍ୟାଟ୍ସମ୍ୟାନ
ସମ୍ପର୍କୀୟଧର୍ମପତ୍ନୀ:
ଅଞ୍ଜଳି ତେନ୍ଦୁଲକର
(m. )

ଝିଅ: ସାରା ତେନ୍ଦୁଲକର (b. ୧୯୯୭)
ପୁଅ: ଅର୍ଜୁନ ତେନ୍ଦୁଲକର (b. ୧୯୯୯)
ଅନ୍ତର୍ଜାତୀୟ ତଥ୍ୟ
National side
  • ଇଣ୍ଡିଆ
ପ୍ରଥମ ଟେଷ୍ଟ (cap ୧୮୭)୧୫ ନଭେମ୍ବର ୧୯୮୯ v ପାକିସ୍ତାନ
ଶେଷ ଟେଷ୍ଟ୧୪ ନଭେମ୍ବର ୨୦୦୩ v ୱଷ୍ଟେ ଇଣ୍ଡିଜ୍
ପ୍ରଥମ ଦିନିକିଆ (cap ୭୪)୧୮ ଡିସେମ୍ବର ୧୯୮୯ v ପାକିସ୍ତାନ
ଶେଷ ଦିନିକିଆ୧୮ ମାର୍ଚ୍ଚ ୨୦୧୨ v ପାକିସ୍ତାନ
ଦିନିକିଆ ଜାମା ନମ୍ବର୧୦
Only T20I (cap ୧୧)୧ ଡିସେମ୍ବର ୨୦୦୬ v ସାଉଥ ଆଫ୍ରିକା
ଘରୋଇ ଦଳ ତଥ୍ୟ
YearsTeam
୧୯୮୮Cricket Club of India
୧୯୮୮–୨୦୧୩ମୁମ୍ବାଇ
୧୯୯୨ ୟୋର୍କସାୟର
୨୦୦୮–୨୦୧୩ମୁମ୍ବାଇ ଇଣ୍ଡିଆନ
2014Marylebone Cricket Club
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ FC LA
ମ୍ୟାଚ ସଂଖ୍ୟା ୨୦୦ ୪୬୩ ୩୧୦ ୫୫୧
ମୋଟ ରନ ୧୫,୯୨୧ ୧୮,୪୨୬ ୨୫,୩୯୬ ୨୧,୯୯୯
ବ୍ୟାଟିଂ ହାର ୫୩.୭୮ ୪୪.୮୩ ୫୭.୮୪ ୪୫.୫୪
ଶତକ/ଅର୍ଦ୍ଧଶତକ ୫୧/୬୮ ୪୯/୯୬ ୮୧/୧୧୬ ୬୦/୧୧୪
ସର୍ବାଧିକ ରନ ୨୪୮* ୨୦୦* ୨୪୮* ୨୦୦*
ବଲ ସଂଖ୍ୟା ୪,୨୪୦ ୮,୦୫୪ ୭,୬୦୫ ୧୦,୨୩୦
ଉଇକେଟ ୪୬ ୧୫୪ ୭୧ 2୦୧
ବୋଲିଂ ହାର ୫୪.୧୭ ୪୪.୪୮ ୬୧.୭୪ ୪୨.୧୭
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ n/a n/a
ସବୁଠୁ ଭଲ ବୋଲିଂ ୩/୧୦ ୫/୩୨ ୩/୧୦ ୫/୩୨
କ୍ୟାଚ/ଷ୍ଟମ୍ପିଙ୍ଗ ୧୧୫/– ୧୪୦/– ୧୮୬/– ୧୭୫/–
Source: Cricinfo, ୧୫ ନଭେମ୍ବର୨୦୧୩


କ୍ୟାରିୟର

୧୪ ନଭେମ୍ବର ୧୯୮୭, ରଣଜୀ ଟ୍ରଫି ନିମନ୍ତେ ତେନ୍ଦୁଲକରଙ୍କୁ ପ୍ରବଣ କରାଯାଇଥିଲା । (ଇଣ୍ଡିଆଜ ପ୍ରିମିଏଅର ଡୋମେଷ୍ଟିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ) । କିନ୍ତୁ ସେ କୌଣସି ମତେ ଚୂଡାନ୍ତ ପ୍ରଜାୟରେ ଶେଷ ଏଗାର ଜଣଙ୍କ ମଧ୍ୟରୁ ବଛା ହୋଇପାରି ନଥିଲେ । କିନ୍ତୁ ତାଙ୍କୁ ପ୍ରତିସ୍ଥାପିକ ଫିଲଡର ରୂପେ ବ୍ୟବହାର କରାଯାଉଥିଲା । ଏକ ବର୍ଷ ପରେ, ୧୧ ଡିସେମ୍ବର୧୯୮୮, ବୟସ ମାତ୍ର ୧୫ ବର୍ଷ ୨୩୨ ଦିନ,ତେନ୍ଦୁଲକର ତାଙ୍କ ପ୍ରଥମ ମ୍ୟାଚ ମୁମ୍ବାଇ ପାଇଁ ଖେଳୁଥିଲେ ଓ ସେ ଭାରତର ପ୍ରଥମ କ୍ରିକେଟ ଖେଳାଳି ଯିଏକି ପ୍ରଥମ ପାରିରେ ଅପରାଜିତ ଶତକ (୧୦୦*)ରନ କରି ରେକର୍ଡ କରିଥିଲେ । ମୁମ୍ବାଇ ଦଳର ଅଧିନାୟକ ଦିଲୀପ ଭେଙ୍ଗସ୍କରଙ୍କଦ୍ୱାରା ମୁମ୍ବାଇ ଦଳରେ ଖେଳିବା ପାଇଁ ଯନ୍ତର ସହ ବଛା ହୋଇ ଥିଲେ।ତାହାପରେ ସେହି ସମୟର ଭାରତର ସର୍ବୋତମ ଫାଷ୍ଟ ବୋଲର କପିଳ ଦେବ ସଚିନଙ୍କୁ ୱଖେଡେ ଷ୍ଟାଡିଅମର ନେଟ୍ରେ ଅଭ୍ୟାସ କରୁଥିବାର ଦେଖିଥିଲେ ଯେଉଁଠିକି ଭାରତୀୟ ଦଳ ନିଉଜଲାଣ୍ଡ ଦଳ ବିପକ୍ଷରେ ଖେଳିବାକୁ ଥିଲା। ୧୯୮୮-୧୯୮୯ ସିଜନ୍ ଶେଷ ହୋଇଥିବା ବେଳେ ସେ ମୁମ୍ବାଇ ପାଇଁ ସର୍ବାଧିକ ରନ୍ କରିଥିଲେ।ସେ ସର୍ବାଧିକ ୫୮୩ ରନ୍ ଓ ୬୭.୭୭ ହାରାହାରିରେ ରନ୍ କରୁଥିଲେ।ଇରାନୀ ଟ୍ରଫି ଦିଲ୍ଲୀ ବିପକ୍ଷରେ ଅପରାଜିତ ସତକ ମଧ୍ୟ ହାସଲ କରିଥିଲେ।୧୯୮୮-୧୯୮୯ ମସିହା ମଧ୍ୟରେ ଭାରତୀୟ ଦଳ ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଥର ଯାତ୍ରା କରିଥିଲେ।ଅଷ୍ଟେଲିଆ ବିପକ୍ଷରେ ସେ ତାଙ୍କର ପ୍ରଥମ ଦୁଇ ଶତକ ହାସଲ କରିଥିଲେ।ସେ ପ୍ରଥମ ବକ୍ତି ଯିଏକି ରଣଜୀ,ଇରାନୀ ଓ ଦୁଲିପ୍ ଟ୍ରଫିରେ ଶତକ ହାସଲ କରିଛନ୍ତି।

ସଚିନ ତେନ୍ଦୁଲକର: କ୍ୟାରିୟର, ଆନ୍ତର୍ଜାତୀୟ କ୍ୟାରିଅର, ଅଧିନାୟକ ଦାୟିତ୍ୱ
ସଚିନଙ୍କ ପରିସଂଖ୍ୟାନର ରେଖା ଚିତ୍ର

ଆନ୍ତର୍ଜାତୀୟ କ୍ୟାରିଅର

ଅଧିନାୟକ ଦାୟିତ୍ୱ

ଆଘାତ ଜନିତ ସମସ୍ୟା

ରେକର୍ଡ ଓ ପୁରସ୍କାର

  • 2020 - ଲରେସ୍ ୱାର୍ଲ୍ଡ କ୍ରୀଡ଼ା ପୁରସ୍କାରସଚିନ ତେନ୍ଦୁଲକର: କ୍ୟାରିୟର, ଆନ୍ତର୍ଜାତୀୟ କ୍ୟାରିଅର, ଅଧିନାୟକ ଦାୟିତ୍ୱ 

ଗ୍ୟାଲେରି


ଆଧାର

ଅଧିକ ତଥ୍ୟ

Tags:

ସଚିନ ତେନ୍ଦୁଲକର କ୍ୟାରିୟରସଚିନ ତେନ୍ଦୁଲକର ଆନ୍ତର୍ଜାତୀୟ କ୍ୟାରିଅରସଚିନ ତେନ୍ଦୁଲକର ଅଧିନାୟକ ଦାୟିତ୍ୱସଚିନ ତେନ୍ଦୁଲକର ଆଘାତ ଜନିତ ସମସ୍ୟାସଚିନ ତେନ୍ଦୁଲକର ରେକର୍ଡ ଓ ପୁରସ୍କାରସଚିନ ତେନ୍ଦୁଲକର ଗ୍ୟାଲେରିସଚିନ ତେନ୍ଦୁଲକର ଆଧାରସଚିନ ତେନ୍ଦୁଲକର ଅଧିକ ତଥ୍ୟସଚିନ ତେନ୍ଦୁଲକର

🔥 Trending searches on Wiki ଓଡ଼ିଆ:

ଇଣ୍ଡିଆନ ପ୍ରିମିଅର ଲିଗରାଜକିଶୋର ପଟ୍ଟନାୟକଆଚାର୍ଯ୍ୟ ହରିହରଉତ୍କଳ ଦୀପିକାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଧରିତ୍ରୀଭାରତୀୟ ସଂଖ୍ୟା ପ୍ରଣାଳିମହମ୍ମଦ ମୋକିମ୍ଭାରତର ଜାତୀୟ ପତାକାପଞ୍ଚସଖାଗୀତଗୋବିନ୍ଦଗୋପାଳ ଛୋଟରାୟଚଇତି ଘୋଡ଼ା ନାଚଓଡ଼ିଶାର ଲୋକନୃତ୍ୟଉତ୍କଳ ବ୍ରାହ୍ମଣଖିଲିପାନ୧୮ ଅକ୍ଟୋବରକମ୍ପ୍ୟୁଟରଜୀବସାର ଗଓଡ଼ିଆ ଖବରକାଗଜ ତାଲିକାଅଚ୍ୟୁତ ନାୟକଯୌନ ଉତ୍ପୀଡ଼ନଅଖିଳ ମୋହନ ପଟ୍ଟନାୟକରବୀନ୍ଦ୍ରନାଥ ଠାକୁରଅକ୍ଷାଂଶସାରଥୀ ବାବାମଧୁସୂଦନ ରାଓତାରିଣୀ ମନ୍ଦିର, ଘଟଗାଁପ୍ରହ୍ଲାଦ ନାଟକପ୍ରଦୀପ କୁମାର ପାଣିଗ୍ରାହୀଭାରତର ସଂସଦନେଲସନ ମଣ୍ଡେଲାଚିତ୍ତରଞ୍ଜନ ତ୍ରିପାଠୀବିରଳା ମନ୍ଦିର, କୋଲକାତାଓ ଅନ୍ଧଗଳିଆଲୋକଗୋଦର ରୋଗରାମଚୁଡ଼ାପଖିଆଇଣ୍ଡୋନେସିଆଲାଟିନ ଭାଷାଗୋପବନ୍ଧୁ ଦାସବନ୍ୟାଅସହଯୋଗ ଆନ୍ଦୋଳନପ୍ଲୁଟୋଓଡ଼ିଆ ସାହିତ୍ୟମହାପ୍ରସାଦଚବିଶ ଗୁରୁଜୟଦେବଦୀନକୃଷ୍ଣ ଦାସଏମିସ ଲୋକହୃଷୀକେଶ ପଣ୍ଡାପ୍ରାଣକୃଷ୍ଣ ପରିଜାହନୁମାନ ବାଟିକାc3bn4ଇରା ମହାନ୍ତିଭଦଭଦଳିଆଅଭିରାମ ପରମହଂସପାକ୍ରିଟିନିବଭାରତୀୟ ସ୍ୱାଧୀନତା ଆନ୍ଦୋଳନ୧୯୦୫ଯଦୁମଣି ମହାପାତ୍ରଗୋପାଳ କୃଷ୍ଣ ରଥଉତ୍କଳ ଦିବସଫାଇଲେରିଆବୈଷ୍ଣବ ପାଣିଓଡ଼ିଶାର କଳାଖାରବେଳସାରଳା ଦାସପ୍ରସନ୍ନ କୁମାର ପଣ୍ଡାତପସ୍ୱିନୀ🡆 More