ଶୈଳଜ ରବି: ଓଡ଼ିଆ କବି ଓ ସମାଲୋଚକ

ରବୀନ୍ଦ୍ରନାଥ ସାହୁ (ଜନ୍ମ: ୧୯୪୨, ଶୈଳଜ ରବି ଭାବେ ଜଣାଶୁଣା) ଜଣେ ଓଡ଼ିଆ ସାହିତ୍ୟିକ ଓ ସର୍ବୋଦୟ କର୍ମୀ । ସେ ଓଡ଼ିଆ ଭାଷାରେ କବିତା ଓ ପ୍ରବନ୍ଧ ଆଦି ରଚନା କରନ୍ତି । ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ପ୍ରତ୍ୟାଖାନ କରିଥିଲେ ।

ଶୈଳଜ ରବି
ଜନ୍ମ ଓ ଜନ୍ମସ୍ଥାନରବୀନ୍ଦ୍ରନାଥ ସାହୁ
୧୯୪୨
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨
ସମ୍ପର୍କୀୟବବିତା ସାହୁ (ବୋହୁ)

ରଚନାବଳୀ

ସମ୍ପାଦନା

  • ରଚନା ସଂଗ୍ରହ / ମନମୋହନ ଚୌଧୁରୀ - ୨୦୦୮ (ଶିକ୍ଷାସନ୍ଧାନ)
  • ପଥିକୃତ - ୨୦୦୪ (ଲୋହିଆ ଏକାଡେମୀ ଟ୍ରଷ୍ଟ)
  • ମାଳତୀ ଦେବୀ: ଚଉଦଟି ଚିତ୍ରପଟ - ୧୯୮୪ (ଗ୍ରନ୍ଥମନ୍ଦିର, କଟକ)
  • ସଚ୍ଚି ରାଉତରାୟ ଚୟନିକା

କବିତା

  • ନର୍ବାଚିତ କବିତା - ୨୦୦୧ (କାହାଣୀ ପ୍ରକାଶନୀ, କଟକ)
  • ପାଠକ ନିର୍ବାଚିତ ଚାଳିଶଟି କବିତା ଶୈଳଜ ରବି (ଦୀନବନ୍ଧୁ ପଣ୍ଡାଙ୍କଦ୍ୱାରା ସଂପାଦିତ) - ୨୦୦୩ (ଶବ୍ଦଲୋକ, କଟକ)
  • ମିଛୁଆ ଗାଈଆଳ ଟୋକା ମଲାପୂର୍ବରୁ ଗାଇଥିବା ଗୀତ

ପ୍ରବନ୍ଧ/ସମାଲୋଚନା

  • ଯାତ୍ରା ପେଣ୍ଡାଲରେ ହାମଲେଟ୍ - ୨୦୧୨ (ପ୍ରବାହ, ଯାଜପୁର)

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଶୈଳଜ ରବି ରଚନାବଳୀଶୈଳଜ ରବି ସମ୍ମାନ ଓ ପୁରସ୍କାରଶୈଳଜ ରବି ଆଧାରଶୈଳଜ ରବିଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଆନ୍ତର୍ଜାତୀୟ ଯୁବ ଦିବସରାଧାନାଥ ରାୟଅଖିଳ ମୋହନ ପଟ୍ଟନାୟକଜାଭା (ପ୍ରୋଗ୍ରାମିଂ ଭାଷା)କରମା ନାଚରବି ସିଂକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅଭିଶପ୍ତ ଗନ୍ଧର୍ବନାସାକାଳୀଚରଣ ପଟ୍ଟନାୟକ୨ (ସଂଖ୍ୟା)ଅଭିମନ୍ୟୁ ସାମନ୍ତସିଂହାରଗୁରୁ ନାନକବେଣୁଧର ରାଉତଭାରତ ଛାଡ଼ ଆନ୍ଦୋଳନରମାଦେବୀ ଚୌଧୁରୀଜଳ ପ୍ରଦୂଷଣଦି ଇକୋନୋମିକ୍ ଟାଇମସ୍ଆଦିଶଙ୍କରଦିଲ୍ଲୀପ ଦାସ୪ ଜୁଲାଇଓଡ଼ିଶାଓଡ଼ିଆ ଲୋକଶ୍ରୀରାମ ପଣ୍ଡା୧୮ ଅପ୍ରେଲଲୋମିଟାପାଇଡଗୋଦାବରୀଶ ମିଶ୍ରଅନ୍ନଦା ଶଙ୍କର ରାୟସଂସ୍କୃତଦେବୁ ବୋଷ୧୭ ଜୁନବିଶ୍ୱନାଥ କରଓଡ଼ିଶାର ଜୈବ ବିବିଧତାପଞ୍ଚସଖାଅଚ୍ୟୁତ ସାମନ୍ତଖାରବେଳ ସ୍ୱାଇଁଅଚ୍ୟୁତାନନ୍ଦ ଦାସବିରାଟ କୋହଲୀଯୌଥ ପରିବାରଓଡ଼ିଆ ଭାଷା ଆନ୍ଦୋଳନକ୍ୟାଲ୍‌ସିଅମଲକ୍ଷ୍ମୀକାନ୍ତ ମହାପାତ୍ରକାନାଡ଼ାନନ୍ଦନକାନନ ଜୀବ ଉଦ୍ୟାନ୨୫୬ଉପେନ୍ଦ୍ର ଭଞ୍ଜସଂଘମିତ୍ରା ମିଶ୍ରବୈଦେହୀଶ ବିଳାସବୃକ୍‌କଟକ୍‌ସୋପ୍ଲାଜମୋସିସ୍ଓଡ଼ିଆ ସାହିତ୍ୟଚିନ୍ତାମଣି ବେହେରାଥାଇରଏଡପଣିକିଆଜୀବସାରଓଡ଼ିଆ ଲିପିଭାରତର ପ୍ରଧାନମନ୍ତ୍ରୀପକ୍ଷୀ୩୨୦ରାଧାମୋହନ ଗଡ଼ନାୟକକବିସୂର୍ଯ୍ୟ ବଳଦେବ ରଥଅଜିତ ୱାଡ଼େକରନଅଙ୍କ ଦୁର୍ଭିକ୍ଷମିଶନ ଶକ୍ତିଚୈତନ୍ୟକୁନ୍ତଳା କୁମାରୀ ସାବତଭୁବନେଶ୍ୱର ବେହେରାଭଗବତୀ ଚରଣ ପାଣିଗ୍ରାହୀ🡆 More