ମିଶନ ଶକ୍ତି

ମିଶନ ଶକ୍ତି, ଓଡ଼ିଶା ସରକାରଙ୍କଦ୍ୱାରା ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରୁ ପ୍ରଚଳନ କରାଯାଇଥିବା ଏକ ଯୋଜନା । ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଂଗଠିତ ଓ ମଜବୁତ କରିବା ମୂଳ ଉଦ୍ଦେଶ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହାରେ ଏହି ମନ୍ତ୍ରଣାଳୟ ଟିକି ମାଉସୀ ନାମରେ ନିଜର ଏକ ମାସ୍କଟ ପ୍ରଚଳନ କରିଥିଲେ ।

୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରେ, ଓଡ଼ିଶା ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ ଘୋଷଣା କରିଥିଲେ ।

ଆଧାର

Tags:

ଓଡ଼ିଶା ସରକାର

🔥 Trending searches on Wiki ଓଡ଼ିଆ:

ଉଇକିପିଡ଼ିଆ ସମୂହର ତାଲିକାମିଳିମିଳାଅଙ୍କୁଶକୃମିଉଦୟନାଥ ଷଡ଼ଙ୍ଗୀରାମକୃଷ୍ଣ ପରମହଂସକେଦାରନାଥ ମନ୍ଦିରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପ୍ରଯୁକ୍ତି ବିଦ୍ୟାଦୁର୍ଗାମୋହିନୀୟାଟ୍ଟମକୋରାପୁଟଚତୁର୍ଶୃଙ୍ଗୀ ମନ୍ଦିରବଳରାମ ଦାସଫିନଲ୍ୟାଣ୍ଡରାମ୨୭ ଜୁଲାଇଭାରତୀୟ ଡାକ ସେବାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଅବସାଦପାଟଦେଇଓଡ଼ିଆ କବି ମାନଙ୍କର ତାଲିକାଇତିହାସ୧୯୭୬ବୁଦ୍ଧ ପୂର୍ଣ୍ଣିମାଅବକାଶ ବେଶମନୋରଞ୍ଜନ ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀଢଗ ଢମାଳିକ୍ୟୁ. ଆର. କୋଡ଼ପଠାଣି ସାମନ୍ତ୪ (ବହୁବିକଳ୍ପ)ଆଦିଶଙ୍କର୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଗଣିତରାଶି ଓ ନକ୍ଷତ୍ରଶତ୍ରୁଘ୍ନ ପାଣ୍ଡବସେହି ଦିନବିଭୁ କିଶୋର୨୦୨୪ ଭାରତୀୟ ସାଧାରଣ ନିର୍ବାଚନଇବୁଟିଲାଇଡପ୍ରହ୍ଲାଦ ନାଟକପୂରଣବାଚକ ସଂଖ୍ୟାରାସନ କାର୍ଡ଼ (ଭାରତ)ନୃସିଂହନାଥ ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରବିଶ୍ୱନାଥ କରଆକବରଇରଫାନ ପଠାଣଭାରତର ସଂସ୍କୃତିଦୀନକୃଷ୍ଣ ଦାସଦଣ୍ଡ ନାଟୱାଇ-ଫାଇBhubaneswarଗୋପାଳ କୃଷ୍ଣ ରଥଚୈତନ୍ୟମ୍ୟାଲେରିଆକଳାହାଣ୍ଡି ଜିଲ୍ଲାକା (ଉପନ୍ୟାସ)ଭଗବତୀ ଚରଣ ପାଣିଗ୍ରାହୀସମ୍ବାଦ (ଖବରକାଗଜ)ସୁଭାଷ ଚନ୍ଦ୍ର ବୋଷଚାନ୍ଦ୍ରମାସରତ୍ନାକର ଚଇନିଗୁଗଲଗ୍ରହନୀଳିମା ଆଜୀମଅସହଯୋଗ ଆନ୍ଦୋଳନଭୂମିକା ଦାଶଦାସକାଠିଆ🡆 More