ଲଖନପୁର

]

ଲଖନପୁର
village
Countryଲଖନପୁର India
Stateଓଡ଼ିଶା
Districtଝାରସୁଗୁଡ଼ା
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 23
Websiteodisha.gov.in

ଲଖନପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଏକ ତହସିଲ ।

ଭୌଗୋଳିକ ଅବସ୍ଥିତି 

ଲଖନପୁରର ଅବସ୍ଥିତି 21°46′0″N 83°46′0″E / 21.76667°N 83.76667°E / 21.76667; 83.76667

ଅବସ୍ଥିତି 

ଏହା ଜାତୀୟ ରାଜପଥ ୨୦୦ ଉପରେ ରହିଛି ।

ଜନସଂଖ୍ୟା

୨୦୧୧ ଜାତୀୟ ଜନଗଣନା ଅନୁସାରେ ଲଖନପୁରର ଜନସଂଖ୍ୟା ୩,୨୧୨ ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୧,୬୧୩ ହୋଇଥିବା ବେଳେ ମହିଳା ସଂଖ୍ୟା ୧,୫୯୯ ଥିଲା ଓ ୬ବର୍ଷରୁ କମ ସଂଖ୍ୟା ଏଠାରେ ୨୭୨ ଥିଲା । ଲଖନପୁର ସହରର ସାକ୍ଷ୍ୟରତା ହାର ୭୭.୩୧%  ଥିଲା । ସହରରେ ପରିବାର ସଂଖ୍ୟା  ଥିଲା ୭୪୩ । ଏଠାରେ କୃଷକ ସମେତ ଶ୍ରମଜୀବୀ ସଂଖ୍ୟା ୧,୫୧୫ ହେଇଥିବା ବେଳେ ଅନୁସୂଚିତ ଜାତି ସଂଖ୍ୟା ୩୩୧ ଓ ଅନୁସୂଚିତ ଉପଜାତି ସଂଖ୍ୟା  ୧,୫୦୯ ଥିଲା । 

ଦର୍ଶନୀୟ ସ୍ଥାନ 

ଏଠାରେ ପଶ୍ଚିମ ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ କୋଇଲିଘୁଘର ଜଳପ୍ରପାତ ରହିଛି । ଜଳପ୍ରପାତରେ ଅହିରାଜ ନାମକ ନଦୀ ଉପରୁ ୨୦୦ ଫୁଟ ଉଚ୍ଚରେ ଜଳପତ୍ତନ ହେଇଥାଏ । ଏହି ଅଞ୍ଚଳରେ ଘଞ୍ଚ ଅରଣ୍ୟ ରହିବା ସହ ଏହା ଏକ ପିକନିକ ସ୍ଥଳୀର ମାନ୍ୟତା ପାଇଛି । ଅହିରାଜ ନଦୀ ଏଠାରୁ ପ୍ରବାହିତ ହେଇ ମହାନଦୀରେ ପଶ୍ଚିମ ଦିଗରେ ମିଳିତ ହେଇଥାଏ । ଜଳପ୍ରପାତ ମଧ୍ୟରେ "ମହେଶ୍ୱରନାଥ" ନାମକ  ଏକ ଶିବ ଲିଙ୍ଗ ରହିଛି । ଲିଙ୍ଗ ଜଳରେ ବୁଡି ରହିଥାଏ । କିନ୍ତୁ ପ୍ରପାତ ନିକଟରେ ଆଉ ଏକ ଶିବ ଲିଙ୍ଗ ସ୍ଥାପନ କରାଯାଇ ଏକ ମନ୍ଦିର ନିର୍ମିତ ହୋଇଛି । କୋଇଲି ଘୁଘରଠାରେ ଶିବରାତ୍ରି ଦିନ ଏକ ବାର୍ଷିକ ମେଳାର ଆୟୋଜନ ହେଇଥାଏ ।  

ଆଧାର 

Tags:

ଲଖନପୁର ଭୌଗୋଳିକ ଅବସ୍ଥିତି ଲଖନପୁର ଅବସ୍ଥିତି ଲଖନପୁର ଜନସଂଖ୍ୟାଲଖନପୁର ଦର୍ଶନୀୟ ସ୍ଥାନ ଲଖନପୁର ଆଧାର ଲଖନପୁର

🔥 Trending searches on Wiki ଓଡ଼ିଆ:

ପ୍ରଥମ ବିଶ୍ୱଯୁଦ୍ଧଚିତ୍ତରଞ୍ଜନ ଦାସଲକ୍ଷ୍ମୀକାନ୍ତ ମହାପାତ୍ରଜୀବସାର ଗତାଳଧ୍ୱଜଅସହଯୋଗ ଆନ୍ଦୋଳନହେମୋଫିଲିଆଉଇକିଅଭିଧାନଶେର ଶାହ ସୁରୀବିଜୟ ମିଶ୍ରହନୁମାନ ଚାଳିଶାଅଭିମନ୍ୟୁ ସାମନ୍ତସିଂହାରଜାପାନ ସାଗରକଳସା ଚଉତିଶାମହାପ୍ରସାଦହୃତ୍‌ପିଣ୍ଡସମୟ (କାଳ)ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଅଚ୍ୟୁତାନନ୍ଦ ଦାସସଂକ୍ରାନ୍ତିବିଦ୍ୟୁତପ୍ରଭା ଦେବୀଲକ୍ଷ୍ମୀନାରାୟଣ ସାହୁଚବିଶ ଗୁରୁଦଣ୍ଡ ନାଟଦାସିଆ ବାଉରୀଶ୍ରୀରାଧାପୁରୁଷୋତ୍ତମ ଦେବଜର୍ମାନୀଶଙ୍କରାଚାର୍ଯ୍ୟବନ୍ଦେ ଉତ୍କଳ ଜନନୀସଚ୍ଚିଦାନନ୍ଦ ରାଉତରାୟଅର୍ଥଶାସ୍ତ୍ରହେପାଟାଇଟିସସାଲଭାଡୋର ଡାଲିଗୋଦାବରୀଶ ମହାପାତ୍ରଭାରତଓଡ଼ିଆ ଉଇକିପିଡ଼ିଆଖିଲିପାନସ୍ଥୌଲ୍ୟତାସତ୍ୟନାରାୟଣ ରାଜଗୁରୁଶରତ କୁମାର ମହାନ୍ତିଯଶୋବନ୍ତ ଦାସନେତୃତ୍ୱଜ୍ୟୋତିର୍ଲିଙ୍ଗଚାଣକ୍ୟସତୀ ଅନୁସୂୟାନନ୍ଦନକାନନ ଜୀବ ଉଦ୍ୟାନପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ପକୋଡ଼ାବ୍ରୁସେଲୋସିସଆଜାଦ ହିନ୍ଦ୍ ଫୌଜଦ୍ୱିତୀୟ ଭାସ୍କରଫରିନା ଆଜାଦସରୋଜିନୀ ସାହୁ୧୬୬୫ଧର୍ମଓଡ଼ିଆ ନାଟକମଙ୍ଗଳା ମନ୍ଦିରପ୍ଲୀହାବଣଭୋଜି ବେଶସବ୍ୟସାଚୀ ମିଶ୍ରଉଦୟନାଥ ଷଡ଼ଙ୍ଗୀବିଶ୍ୱ ମ୍ୟାଲେରିଆ ଦିବସ୨୫ ଅପ୍ରେଲଧରିତ୍ରୀ (ଖବରକାଗଜ)ମାର୍ଚ୍ଚହୃଷୀକେଶ ପଣ୍ଡାକୁଜିବର ପ‌ତ୍ରରାମଚନ୍ଦ୍ର ବେହେରା🡆 More