ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି

ଲକ୍ଷ୍ମୀନାରାୟଣ ମନ୍ଦିର ରାୟଗଡା ଜିଲ୍ଲାର ଥେରୁବାଲିସ୍ଥିତ ଇମ୍ଫା ପରିସର ମଧ୍ୟରେ ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଏହି ମନ୍ଦିରରେ ଲକ୍ଷ୍ମୀ ନାରାୟଣ, ହନୁମାନ, ଜଗନ୍ନାଥ, ବଳଭଦ୍ର, ଓ ଶୁଭଦ୍ରା ପୂଜା ପାଆନ୍ତି । ଏତଦ୍ ବ୍ୟତୀତ ଭଗବାନ ଶିବଙ୍କର ମଧ୍ୟ ଆରାଧନା କରାଯାଏ ।

ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି
ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଥେରୁବାଲି
Stateଓଡ଼ିଶା
Countryଭାରତ

ଇତିହାସ

ପ୍ରାୟ ଚଉଦ ବର୍ଷ ପୂର୍ବେ ଇମ୍ଫାଦ୍ୱାରା ନିର୍ମିତ ଏହି ମନ୍ଦିର ରାୟଗଡ଼ା ଜିଲ୍ଲାର ଏକ ପର୍ଯ୍ୟଟନସ୍ଥଳୀ ।

ପର୍ଯ୍ୟଟନ ଆକର୍ଷଣ

ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୫ କି.ମି. ଦୂରରେ ଅବସ୍ଥିତ ଏହି ମନ୍ଦିର ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ପର୍ଯ୍ୟଟକ ତଥା ଭକ୍ତମାନେ ଏଠାକୁ ବିଶେଷ ଭାବେରେ ମଙ୍ଗଳବାରରେ ବହୁସଂଖ୍ୟାରେ ଆସିଥାନ୍ତି ।

ଆଧାର

ଅଧିକ ତଥ୍ୟ

Tags:

ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି ଇତିହାସଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି ପର୍ଯ୍ୟଟନ ଆକର୍ଷଣଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି ଆଧାରଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି ଅଧିକ ତଥ୍ୟଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲିଥେରୁବାଲି

🔥 Trending searches on Wiki ଓଡ଼ିଆ:

ତାରିଣୀ ମନ୍ଦିର, ଘଟଗାଁବଙ୍ଗୋପସାଗରହନୁମାନ ଚାଳିଶାଓଡ଼ିଆ ଲିପିସ୍ତନଓଡ଼ିଆ ଭାଗବତଟୋଲକାପୋନଅନ୍ନଦା ଶଙ୍କର ରାୟଅଂଶୁଘାତଭାରତନବୀନ ପଟ୍ଟନାୟକସ୍ନେହସାରସାଦୃଶ୍ୟଓଡ଼ିଆ କବି ମାନଙ୍କର ତାଲିକାଭୀମ ଭୋଇସତ୍ୟବାଦୀ ବନ ବିଦ୍ୟାଳୟ୨୫ ମାର୍ଚ୍ଚଫୁଲପକ୍ଷୀଉଇକିକମନ୍ସପ୍ରଧାନ ପୃଷ୍ଠାଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାନାଡ଼ାଯୁକ୍ତରାଷ୍ଟ୍ର ଆମେରିକାଯୌନ ସମ୍ଭୋଗପ୍ରଥମ ବିଶ୍ୱଯୁଦ୍ଧମୋରୋକ୍କୋଉତ୍କଳ ଦିବସଗଣେଶ୍ୱର ବେହେରାଓଡ଼ିଆ କଥାଚିତ୍ର ଜଗତ୧୯୨୦ହନୁମାନ ଜୟନ୍ତୀହୃତ୍‌ପିଣ୍ଡମାୟାଧର ମାନସିଂହକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନମିତା ଅଗ୍ରୱାଲସମ୍ବାଦ (ଖବରକାଗଜ)ଓଡ଼ିଶା ସରକାରଜଳସାଇକେଲଗୋପାଳ ଛୋଟରାୟଗୋଦାବରୀଶ ମିଶ୍ରଯୋଗରାସେଶ୍ୱରୀ ପାଣିଗ୍ରାହୀଆଜାଦ ହିନ୍ଦ୍ ଫୌଜତାରାତାରିଣୀ ମନ୍ଦିରଜାପାନରସୁଣକଦଳୀରେବତୀ (କ୍ଷୁଦ୍ରଗଳ୍ପ)ଏଚଆଇଭି/ଏଡସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିମିଳିପାଳ ଜାତୀୟ ଉଦ୍ୟାନ୧୫ ଫେବୃଆରୀପରଶୁରାମମାସସମାଜ (ଖବରକାଗଜ)ବୀଜାଣୁଗ୍ରହଦଶାବତାର🡆 More