ଲକ୍ଷ୍ମଣ ପୂଜାରୀ: ଓଡ଼ିଆ ରାଜନେତା

ଲକ୍ଷ୍ମଣ ପୂଜାରୀ (ଜନ୍ମ: ୩ ଅଗଷ୍ଟ ୧୯୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲକ୍ଷ୍ମଣ ପୂଜାରୀ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଗଙ୍ଗା ମୁଦୁଲି
ପର ଅଧିକାରୀତୋୟକ ସଙ୍ଗଣା
ନିର୍ବାଚନ ମଣ୍ଡଳୀକୋରାପୁଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-08-02)୨ ଅଗଷ୍ଟ ୧୯୨୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀକମଳା ଜାନି
ବାପା/ବୋଉସେଭ ପୂଜାରୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଲକ୍ଷ୍ମଣ ପୂଜାରୀ ୧୯୨୦ ମସିହାର ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସେଭ ପୂଜାରୀ ଓ ପତ୍ନୀଙ୍କ ନାମ କମଳା ଜାନି ।

ରାଜନୈତିକ ଜୀବନ

ଲକ୍ଷ୍ମଣ ପୂଜାରୀ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ୟ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ସୁନାବେଶଖାଦ୍ୟଅମରପୋଇପୁନର୍ବସୁ (ନକ୍ଷତ୍ର)ଭାରତର ଜାତୀୟ ପ୍ରତୀକଦୁର୍ଗାଏସିଆବିଷ୍ଣୁସାରଳା ଦାସଜୁଲାଇବିଦ୍ୟୁତ୍ ଶକ୍ତିପ୍ରଦୀପ କୁମାର ପାଣିଗ୍ରାହୀପ୍ରଯୁକ୍ତି ବିଦ୍ୟାରାଧାଦାମୋଦର ବେଶଜ୍ୟୋତିର୍ଲିଙ୍ଗମହାତ୍ମା ଗାନ୍ଧୀ୨୧ ଜାନୁଆରୀନାଗାର୍ଜୁନ ବେଶଓଡ଼ିଆ ଭାଷା ଆନ୍ଦୋଳନରାଜନୀତି ବିଜ୍ଞାନଅଗ୍ନ୍ୟାଶୟ ଅକ୍ଷମତାଭଦଭଦଳିଆଗଙ୍ଗବଂଶହାଡ଼ଫୁଟିବାଞ୍ଛାନିଧି ମହାନ୍ତିତୁଳସୀ ଗଛତ୍ରିଭୁଜସିଷ୍ଟର ଶ୍ରୀଦେବୀରାମଶଙ୍କର ରାୟଜାପାନଗଜପତି ମହାରାଜାକମ୍ପ୍ୟୁଟରସେଇ ଝିଅଟିବୈଦେହୀଶ ବିଳାସରାଧାନାଥ ରାୟ୨୭ ଜୁଲାଇଗୋଦାବରୀଶ ମହାପାତ୍ରମୋହିନୀ ଏକାଦଶୀଚନ୍ଦନଲାଗି ବେଶ୨୦୧୯ ଭାରତୀୟ ସାଧାରଣ ନିର୍ବାଚନବ୍ୟଞ୍ଜନ ବର୍ଣ୍ଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀକାର୍ତ୍ତିକ ମହାପାତ୍ରଅମଲା ଅକ୍କିନେନିଯୁଗଳ କିଶୋର ପଟ୍ଟନାୟକ୨୦୦୪ମନୋଜ ଦାସଙ୍କ କଥା ଓ କାହାଣୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଟୁକାଟିନିବ୧୨ଗାୟତ୍ରୀ ସରାଫଇତିହାସକଳିଙ୍ଗ ଯୁଦ୍ଧ୪ (ବହୁବିକଳ୍ପ)୧୭୧୧ଯୀଶୁପୁରୁଷୋତ୍ତମ ଦେବଅକ୍ଟୋବରପ୍ରଦୀପ ଦାଶରବି ଶତପଥୀବ୍ରାଉଜର୧୯୬୧ର ଓଡ଼ିଆ କଥାଚିତ୍ରକନ୍ଧମାଳ ଜିଲ୍ଲାରାମଚନ୍ଦ୍ର ବେହେରାମନମୋହନ ସାମଲଖବର (ଖବରକାଗଜ)ନାଗ ଐରିଡାକ ମୁନସୀନବକଳେବରରାଜ୍ୟ ସଭାଭୂମିକମ୍ପ🡆 More