ଲକ୍ଷ୍ନୌ

]

ଲକ୍ଷ୍ନୌ
ରାଜଧାନୀ
From top: Vidhan Sabha, Bada Imambara, Ambedkar Park
From top: Vidhan Sabha, Bada Imambara, Ambedkar Park
Nickname(s): 
The City of Nawabs, The Golden City of East, Constantinople of India, Shiraz-i-Hind
ଦେଶଲକ୍ଷ୍ନୌ India
Stateଉତ୍ତର ପ୍ରଦେଶ
ଜିଲ୍ଲାଲକ୍ଷ୍ନୌ
Government
 • MayorDinesh Sharma(BJP)
Area
 • ରାଜଧାନୀ310.1 km2 (119.7 sq mi)
Elevation
128 m (420 ft)
Population
 (2011)
 • ରାଜଧାନୀ୨୮,୧୫,୬୦୧
 • Rank12th
 • Density2,011/km2 (5,210/sq mi)
 • Metro
୨୯,୦୧,୪୭୪
ଭାଷା
 • ସରକାରୀହିନ୍ଦୀ ଭାଷା, ଉର୍ଦ୍ଦୁ ଭାଷା
Time zoneUTC+5:30 (IST)
PIN
226 xxx
Telephone code91-522
ଯାନବାହାନ ପଞ୍ଚୀକରଣUP-32
Sex ratio871 ♂/♀
Websitelucknow.nic.in
General Data:

Longitude-Latitude:
population_District(extrapolation):

population_total(interpolation):


ଲକ୍ଷ୍ନୌ ସହର ଭାରତର ଉତ୍ତର ଦିଗରେ ଅବସ୍ଥିତ ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀ |

ଭୂଗୋଳ

ଇତିହାସ

ଲକ୍ଷ୍ନୌ ସହରର ପାନାରୋମା ଚିତ୍ର ଯାହାକି ରୋଶନ୍ ଉଦ୍ ଦୌଲାରୁ ନିଆ ଯାଇଛି ୧୮୫୮ ମସିହାରେ
ଲକ୍ଷ୍ନୌ  ଲକ୍ଷ୍ନୌ 
ନବାବ୍ ଅସଫ୍-ଉଦ୍-ଦୌଲାଃ (୧୭୭୫ -୧୭୯୭)
ନବାବ୍ ସାଦତ୍ ଖାନ୍ II (b. bf. ୧୭୫୨ – d. c. 11 ଜୁଲାଇ ୧୮୧୪ )
ଫାଇଲ:Lucknow-birds-eye-1860.jpg
Lucknow towards Cawnpore circa 1860

୧୩୫୦ ଖ୍ରୀଷ୍ଟାଦ ପୁର୍ବରୁ ଲକ୍ଷ୍ନୌ ସହର ଅବଧ କ୍ଷେତ୍ରରେ ଯାଉ ଥିଲା ଯାହାକି ଦିଲ୍ଲୀ ସୁଲତାନ୍ ମାନଂକଦ୍ୱାରା ପରିଚାଳିତ ହେଉଥିଲା |

ପ୍ରାୟ ୮୪ ବର୍ଷ (୧୩୯୪ଠାରୁ ୧୪୭୮ ) ଧରି ଅବଧ କ୍ଷେତ୍ର ଜଉନପୁର୍ର ସୁଲତାନକଂର୍ ଅଧିନରେ ରହିଥିଲା | ପ୍ରାୟ ୧୫୫୫ରେ ସମ୍ରାଟ୍ ହୁମାୟନୁ ଏହାକୁ ମୋଗଲ୍ ସାମ୍ରାଜ୍ୟ ସହିତ ମିସାଇ ଦେଇଥିଲେ, ସମ୍ରାଟ୍ ଯାହାନଗିଂର୍ (୧୫୬୯ରୁ ୧୬୨୭) ଓ ତାପରେ ସେ ଏହାକୁ ଶେଖ୍ ଅବଦୁଲ୍ ରହିମ୍ ନାମକ ବ୍ୟକ୍ତିକୁଂ ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରି ଥିଲେ ଯେ କି ପରେ ଏହାକୁ ଶୈଖୀଯାଦସ୍ ନାମକ ବ୍ୟକ୍ତିକଂ ଅଧିନକୁ ଆସି ଯାଇଥିଲା

ନବାବୋଂକି ସହର୍ ଲକ୍ଷ୍ନୌ, ଲକ୍ଷ୍ନୌ ସହର ଉତ୍ତର ଭାରତର କଳା ଓ ସଂସ୍କୃତିରେ ସମୃଦ୍ଧ, ଏହା ବହୁତ ସୃତିଚିଂହ, କିର୍ତୀରାଜୀରେ ପରିପୁର୍ଣ ଯେ ପରି ବଡ଼ ଇମାମ୍ ବାଡା Bara Imambara, ଚୋଟ ଇମାମ୍ ବାଡା Chota Imambara ଏବଂ ରୁମୀ ଦରବାଜା Rumi Darwaza ଇତ୍ୟାଦି. ହିନ୍ଦୁ ଓ ମୁସଲିମ୍ ମଧ୍ୟରେ ଏକତା, କଳା ଓ ସାହିତ୍ୟ ପାଇଁ ଏହା ମଧ ବେଶ ଜଣା ଶୁଣା, ଯାହା ଗଂଗା- ଜମୁନା ତେହଜିବ୍ Ganga-Jamuni tehzeeb ଭାବେ ବେଶ୍ ପରିଚିତ

ପର୍ଯ୍ୟଟନ

ଆଧାର

ଅଧିକ ତଥ୍ୟ

Tags:

ଲକ୍ଷ୍ନୌ ଭୂଗୋଳଲକ୍ଷ୍ନୌ ଇତିହାସଲକ୍ଷ୍ନୌ ପର୍ଯ୍ୟଟନଲକ୍ଷ୍ନୌ ଆଧାରଲକ୍ଷ୍ନୌ ଅଧିକ ତଥ୍ୟଲକ୍ଷ୍ନୌ

🔥 Trending searches on Wiki ଓଡ଼ିଆ:

ପଙ୍କଜ ଉଧାସମାୟାଧର ମାନସିଂହଅନନ୍ତ ପଟ୍ଟନାୟକହରେକୃଷ୍ଣ ମହତାବବାଘପ୍ରଣବ ପ୍ରକାଶ ଦାସକାଶୀ ବିଶ୍ୱନାଥ ମନ୍ଦିରସୁନାସବ୍ୟସାଚୀ ମିଶ୍ରଜ୍ଞାନପୀଠ ପୁରସ୍କାର୭୦୧ମନୋଜ ଦାସମ୍ୟାଲେରିଆନନ୍ଦିନୀ ଶତପଥୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଶେୟାର ବଜାରଚରକଗ୍ରହଅନନ୍ତ ବାସୁଦେବ ମନ୍ଦିରଗୋପାଳ ଚନ୍ଦ୍ର ପ୍ରହରାଜଫେବୃଆରୀ ୨୯ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟକଟକ ଜିଲ୍ଲାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଛତୁ ତରକାରୀପାପୁଆ ନିଉ ଗିନିଅଷ୍ଟ୍ରିଆବେଦୟୁ ଟ୍ୟୁବ୨୦୦୬ମହାତ୍ମା ଗାନ୍ଧୀତିଳ ଚତୁର୍ଥୀପଲଉଦାମୋଦର ରାଉତସାରଥୀ ବାବାଥାଲକୁଡ଼ିଉଦ୍ଭିଦମଧୁସୂଦନ ଦାସରସଗୋଲାନଅତୁଣ୍ଡୀଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶତ୍ରୁଘ୍ନ ପାଣ୍ଡବପ୍ରାଣବନ୍ଧୁ କରଅସହଯୋଗ ଆନ୍ଦୋଳନଶ୍ରୀରାଧା୧୭୪୬ସୁନାବେଶହେମଲତା ମାନସିଂହଜୁନଓଡ଼ିଆ ଭାଗବତରାଧାନାଥ ରାୟଉତ୍କଳ ଦୀପିକାସଂକ୍ରାନ୍ତିଅଷ୍ଟ୍ରେଲିଆଭ୍ୟାକୁମ୍ କ୍ଲିନର୍ହମିଦା ବାନୁ ବେଗମନିର୍ମଳା (ଉପନ୍ୟାସ)ବୈଷ୍ଣବ ପାଣିରେଶମ ପଥଓଡ଼ିଆ ଖବରକାଗଜ ତାଲିକାନିତ୍ୟାନନ୍ଦ ଶତପଥୀc3bn4ଅକ୍ଷୟ ତୃତୀୟାବଳଫତୁରାନନ୍ଦମନୋରଞ୍ଜନ ଦାସବଣଭୋଜି ବେଶବିନୋଦ ଚନ୍ଦ୍ର ନାୟକଆଚାର୍ଯ୍ୟ ହରିହରପାର୍ବତୀଦୀପକ ମିଶ୍ରମେସିନ ଲର୍ଣ୍ଣିଙ୍ଗ୍କାଳିନ୍ଦୀ ଚରଣ ପାଣିଗ୍ରାହୀଦାସକାଠିଆ🡆 More