ଉର୍ଦ୍ଦୁ ଭାଷା: ଦକ୍ଷିଣ ଏସିଆରେ କୁହାଯାଉଥିବା ଭାଷା

ଉର୍ଦ୍ଦୁ ଭାଷା ଭାରତ ଓ ପାକିସ୍ଥାନ ଉଭୟ ଦେଶରେ ସ୍ୱୀକୃତି ପ୍ରାପ୍ତ ଏକ ସରକାରୀ ଭାଷା । ଏହାର ଶବ୍ଦକୋଷ ପାରସୀ ଭାଷା, ଆରବୀ ଭାଷା ଓ ଟର୍କିସ ଭାଷାଦ୍ୱାରା ବିକଶିତ ହୋଇଛି । ମୋଗଲ ସାମ୍ରାଜ୍ୟ ସମୟରେ ୧୫୨୬- ୧୮୫୮ ସମୟ ମଧ୍ୟରେ ଦକ୍ଷିଣ ଏସିଆରେ ଏହାର ବିକାଶ ହୋଇଥିଲା ।

Urdu
اردو
ଉର୍ଦ୍ଦୁ ଭାଷା: ଇତିହାସ, ଭାଷାର ସୃଷ୍ଟି, ଆଧାର
Urdu in Perso-Arabic script
(Nastaʿlīq style)
ଉଚ୍ଚାରଣHindustani: [ˈʊrd̪u]
Native toପାକିସ୍ଥାନ, ଭାରତ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
Hindi-Urdu: 490 million
Indo-European
  • Indo-Iranian
    • Indo-Aryan
      • Central zone
        • Western Hindi
          • Hindustani
            • Khariboli
              • Urdu
Urdu alphabet (Nastaʿlīq script), other
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଉର୍ଦ୍ଦୁ ଭାଷା: ଇତିହାସ, ଭାଷାର ସୃଷ୍ଟି, ଆଧାର Pakistan
ଉର୍ଦ୍ଦୁ ଭାଷା: ଇତିହାସ, ଭାଷାର ସୃଷ୍ଟି, ଆଧାର India (states of ଜମ୍ମୁ ଓ କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ)
Regulated byNational Language Authority (Pakistan);
National Council for Promotion of Urdu Language (India)
ଭାଷା କୋଡ୍
ISO ୬୩୯-୧ur
ISO ୬୩୯-୨urd
ISO ୬୩୯-୩urd
Linguasphere59-AAF-q (with Hindi,
including 58 varieties: 59-AAF-qaa to 59-AAF-qil)
ଉର୍ଦ୍ଦୁ ଭାଷା: ଇତିହାସ, ଭାଷାର ସୃଷ୍ଟି, ଆଧାର
  Areas where Urdu is official or coofficial
  (Other) areas where Hindi is official
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For an introductory guide on IPA symbols, see Help:IPA.

ଇତିହାସ

ଭାଷାର ସୃଷ୍ଟି

ମୁସଲମାନ ଶାସକ ଓ ଧର୍ମପ୍ରଚାରକମାନେ କାଳକ୍ରମେ ହିନ୍ଦୁମାନଙ୍କ ଯୋଗବେଦାନ୍ତ ପ୍ରଭୃତି ଦର୍ଶନଶାସ୍ତ୍ର, ଚିକିତ୍ସାଶାସ୍ତ୍ର ଓ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ । ଏ ଯୁଗର ଶ୍ରେଷ୍ଠ ଫାର୍ସୀକବି ଅମୀର ଖୁସ୍ରୋ ଭାରତୀୟ କାବ୍ୟ ଅନୁସରଣରେ କାବ୍ୟ ରଚନା କରିଥିଲେ । ଉତ୍ତର ଭାରତର ବହୁପ୍ରଚଳିତ ହିନ୍ଦୀ ଭାଷା ଓ ମୁସଲମାନ ସୁଲତାନମାନଙ୍କ ପୃଷ୍ଠପୋଷକତା ଲାଭ କରୁଥିବା ଫାର୍ସୀଭାଷାର ସମ୍ମିଶ୍ରଣରେ ସେ ଯୁଗରେ ଉର୍ଦ୍ଦୁ ନାମକ ଏକ ନୂତନ ଭାଷା ଉତ୍ପତ୍ତି ଘଟିଥିଲା । ଏହାହିଁ ଭାରତୀୟ ମୁସଲମାନଙ୍କର ପ୍ରଧାନ ଭାଷାରେ ପରିଣତ ହେଲା ଓ ପରବର୍ତ୍ତୀ କାଳରେ ଏଥିରେ ବହୁ ପୁସ୍ତକ ରଚିତ ହୋଇଥିଲା ।

ଆଧାର

ବାହାର ତଥ୍ୟ

Tags:

ଉର୍ଦ୍ଦୁ ଭାଷା ଇତିହାସଉର୍ଦ୍ଦୁ ଭାଷା ଭାଷାର ସୃଷ୍ଟିଉର୍ଦ୍ଦୁ ଭାଷା ଆଧାରଉର୍ଦ୍ଦୁ ଭାଷା ବାହାର ତଥ୍ୟଉର୍ଦ୍ଦୁ ଭାଷାଏସିଆପାକିସ୍ଥାନଭାରତ

🔥 Trending searches on Wiki ଓଡ଼ିଆ:

କଣ୍ଡୋମଗୋପାଳ ଚନ୍ଦ୍ର ପ୍ରହରାଜଦ୍ୱିତୀୟ ବିଶ୍ୱଯୁଦ୍ଧଶ୍ରୀ ଅରବିନ୍ଦଜିନା ସାମଲଟିକୋନାଜୋଲରାସନ କାର୍ଡ଼ (ଭାରତ)ମଇଜଗନ୍ନାଥ ଦାସଲାଟିନ ଭାଷାବ୍ୟଞ୍ଜନ ବର୍ଣ୍ଣକଟକପଠାଣି ସାମନ୍ତଆସନଓଡ଼ିଆ ଭାଗବତନୀଳକଣ୍ଠ ଦାସଭଦଭଦଳିଆଜ୍ୟୈଷ୍ଠବଳରାମ ଦାସତମନ୍ନା ବ୍ୟାସବ୍ରଜନାଥ ବଡ଼ଜେନାଜୟ ଜଗନ୍ନାଥଜୀବସାରବୀଣାପାଣି ମହାନ୍ତିଗ୍ରେଗୋରି ପାଞ୍ଜିନବୀନ ପଟ୍ଟନାୟକଓଡ଼ିଶାର ତହସିଲ ତାଲିକାସୁନାନକ୍ସଲବାଦଭୀମ ଭୋଇମୁକ୍ତେଶ୍ୱର ଦେଉଳବର୍ଷାତିର୍ଥେଶ୍ୱର ଶିବ ମନ୍ଦିରଗୋକୁଳାନନ୍ଦ ମହାପାତ୍ରଗୋପାଳ ଛୋଟରାୟମନୋଜ ଦାସବେଲରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଆ କଥାଚିତ୍ର ଜଗତମେଟ୍ରୋନିଡାଜୋଲମିଳିତ ଜାତିସଂଘଉପେନ୍ଦ୍ର ଭଞ୍ଜଦ୍ରାଘିମାଶୁକ୍ରଭୂମିକମ୍ପସ୍ୱସ୍ତିକମଧୁସୂଦନ ଦାସପରିସଂଖ୍ୟାନଖାରବେଳ ସ୍ୱାଇଁବ୍ରାଉଜରକୁଞ୍ଜବିହାରୀ ଦାଶଦେଓମାଳୀକଇଥଉଇକିକଥାପ୍ରାଣବନ୍ଧୁ କରଓଡ଼ିଆ ଖାଦ୍ୟଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଗୋଦାବରୀଶ ମହାପାତ୍ରଶନିସରଳା ଦେବୀତରଳ ଝାଡ଼ାଭାରତୀୟ ଡାକ ସେବାସତୀ (ହିନ୍ଦୁ ଦେବୀ)ଚକ୍ଷୁଗୋଲକ ଫାଟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମାଲଟାରାଧାନାଥ ରାୟ🡆 More