ମାଧପୁର ଗ୍ରାମ

ମାଧପୁର] ହେଉଛି ବାରିପଦା ତ‌ହସିଲ୍ ଅନ୍ତର୍ଗ‌ତ ଏକ ଛୋଟ ଗ୍ରାମ । ଏହା ଓଡ଼ିଶା ରାଜ୍ୟ‌ରେ ଅବସ୍ଥିତ ।

[[Category: with short description]]

ମାଧପୁର
ଗାଁ
ମାଧପୁର ଗ୍ରାମ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାରିପଦା
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୭୦୨୪

ମାଧପୁର, ଓଡ଼ିଶାର ମ‌ୟୁରଭଞ୍ଜ ଜିଲ୍ଲା[[୨]] ବଡ଼ସାହି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ [[୩]] । ଏହି ଗାଆଁଟି ବାରିପଦା [[୪]] ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗ୍ରାମର ଅନତିଦୂରରେ ପ୍ରସିଦ୍ଧ ବୁଢାବଳଙ୍ଗ ନ‌ଦୀ [[୫]] ପ୍ରବାହିତ ।

ଗମନାଗମନ

ଏହା ଜିଲ୍ଲାର ସଦର ମହକୁମା ବାରିପଦା[[୬]]ଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି

ଏହି ଗାଆଁଠାରୁ ଅଳ୍ପ ଦୂରରେ ଭାଗବତ ଗୋସାଇଁ ଅଛନ୍ତି । ଏଠାରେ ପ୍ରତିବର୍ଷ [[୭]] ଅନୁଷ୍ଠିତ ହୋଇଥାଏ । ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି, [[୮]] ଅନୁଷ୍ଠିତ ହୋଇଥାଏ ।

ଆଧାର

[[୯]]

ଆଧାର

୧। https://commons.wikimedia.org/wiki/Category:Madhapur_Village,_Mayurbhanj,_Odisha ୨। https://commons.wikimedia.org/wiki/Category:Harihata_Mohatsav ୩। https://www.wikidata.org/wiki/Q49401766

Tags:

ମାଧପୁର ଗ୍ରାମ ଗମନାଗମନମାଧପୁର ଗ୍ରାମ ଶିକ୍ଷାମାଧପୁର ଗ୍ରାମ ସଂସ୍କୃତିମାଧପୁର ଗ୍ରାମ ଆଧାରମାଧପୁର ଗ୍ରାମ ଆଧାରମାଧପୁର ଗ୍ରାମ

🔥 Trending searches on Wiki ଓଡ଼ିଆ:

କଳମଶାଗ୪ ଅପ୍ରେଲଶ୍ରୀରାମ ପଣ୍ଡାସୀତାକାନ୍ତ ମହାପାତ୍ରପଖାଳକାଳୀଚରଣ ପଟ୍ଟନାୟକଏଲିନା ସାମନ୍ତରାୟରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୨ ଡିସେମ୍ବରଭାରତର ସଂସ୍କୃତିହିଙ୍ଗୁଳା ମନ୍ଦିରଅଖିଳ ମୋହନ ପଟ୍ଟନାୟକଭାରତପ୍ରେମଶାରଳା ପୁରସ୍କାରମହାଦେଶରିୟା ଦେସାଇକେଲଚେରୋ ଜାତିପୃଥିବୀଅଟିଜିମ୍‌ଓଡ଼ିଆ ସାହିତ୍ୟସବ୍ୟସାଚୀ ମିଶ୍ରରାଜ୍ୟ ସଭାଭାରତୀୟ ଦଣ୍ଡ ସଂହିତା, ୧୮୬୦ହେନା ଫୁଲପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଆ ବାହାଘରଓଡ଼ିଶା ସରକାର୧୯୨୦ଯାଜପୁରମନୋଜ ପଟ୍ଟନାୟକ (ଗୀତିକାର)ଶ୍ରୀରାଧାଓକିଲ ଦିବସଚୈତନ୍ୟଭାରତର ପ୍ରଧାନମନ୍ତ୍ରୀଶ୍ରାଦ୍ଧଅମ୍ଳଜାନଦ୍ରୌପଦୀ ମୁର୍ମୁପ୍ରୀତି ପାଣିଗ୍ରାହୀଦାମୋଦର ରାଉତଗୁରୁବାରବୀଣାପାଣି ମହାନ୍ତିଅଚ୍ୟୁତାନନ୍ଦ ପ‌ତିବନ୍ଧୁତାଦାସକାଠିଆଦଶାବତାରପଟ୍ଟଚିତ୍ରଫିଲିପାଇନ୍ସ୧ ଫେବୃଆରୀଛାନ୍ଦକଙ୍କାଳକାଜୁମୁସଲମାନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆମି ଠୁ (ହ୍ୟାସଟ୍ୟାଗ)ଶ୍ରୀକାନ୍ତ ସାହୁକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପୁରୁଷୋତ୍ତମ ଦେବସୋରିଷମରିସସନବୀନ ପଟ୍ଟନାୟକ🡆 More