ମନୋଜ ଦାସଙ୍କ କଥା ଓ କାହାଣୀ

ମନୋଜ ଦାସଙ୍କ କଥା ଓ କାହାଣୀ ମନୋଜ ଦାସଙ୍କ ରଚିତ ଏକ ଗପ ସଙ୍କଳନ । କଥାକାର ମନୋଜ ଦାସଙ୍କୁ ଏଥି ପାଇଁ ୧୯୭୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପୁସ୍ତକଟି ଅନ୍ୟ ଭାରତୀୟ ଭାଷା ଏବଂ ଇଂରାଜୀକୁ ମଧ୍ୟ ଅନୁବାଦିତ ହୋଇଛି ।

ମନୋଜ ଦାସଙ୍କ କଥା ଓ କାହାଣୀ  
ଲେଖକମନୋଜ ଦାସ
ମଲାଟ ଚିତ୍ରକରଅସିତ୍ ମୁଖାର୍ଜୀ
ଦେଶମନୋଜ ଦାସଙ୍କ କଥା ଓ କାହାଣୀ ଭାରତ
ଭାଷାଓଡ଼ିଆ
ବିଭାଗଗଳ୍ପ ସଙ୍କଳନ
ପ୍ରକାଶକଫ୍ରେଣ୍ଡସ୍ ପବ୍ଲିଶର୍ସ୍,
ବିନୋଦ ବିହାରୀ, କଟକ
ପ୍ରକାଶ ତାରିଖ୧୯୭୧, ୧୯୭୬, ୧୯୮୧, ୧୯୮୪, ୧୯୯୧, ୧୯୯୬, ୨୦୦୦, ୨୦୦୩, ୨୦୦୯
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୩୪୩
ISBN୮୧-୭୪୦୧-୧୧୧-୦

ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକ

  1. ଅପହୃତ ଟୋପିର ରହସ୍ୟ
  2. ବିହଙ୍ଗ
  3. ପ୍ରତ୍ୟାବର୍ତନ
  4. ଏକ ଚୋରିର ବୃତାନ୍ତ
  5. ବିଲେଇ
  6. ଲାଜକୁଳି ଲତା
  7. ଅନ୍ତରଙ୍ଗ ଦାନବ
  8. ସଉକ
  9. ଦୂର ନିର୍ଜନ ସୁର
  10. କୂଅ
  11. ଝଡର ଗତି ପଥେ
  12. ଅତିକ୍ରାନ୍ତ
  13. ସାତଜଣ ପ୍ରବୀଣ : ରାତ୍ରି ଓ ପ୍ରଭାତ
  14. ତରୁଣଗିରିର ତପସ୍ୱୀ ଓ ସାତଜଣ ପ୍ରବୀଣ
  15. ସେମାଙ୍କ ସମ୍ପର୍କରେ ଶେଷ ଖବର
  16. ନିଜନ ପୁରରେ କେତୋଟି ସନ୍ଧ୍ୟା
  17. ରାୟସିଂହର ଡାଏରୀ
  18. ସଂଗୋପନ କାହାଣୀ
  19. ଉପଗ୍ରହ
  20. ଭୁତକୋଠିରେ ଏକ ରାତି
  21. ହୃଦୟ ପରିବର୍ତ୍ତନ ସଂକ୍ରାନ୍ତିୟ ଏକ କାହାଣୀ
  22. ବିଷ କନ୍ୟାର କାହାଣୀ
  23. ଯାଯାବର ପୁତ୍ରର କାହାଣୀ
  24. ରାୟବାହାଦୂରଙ୍କ ନିଶ
  25. ଚୁପ୍ -ସଇତାନ
  26. ନାଗଲୋକ ପ୍ରତ୍ୟାଗତ
  27. ଜାଅଁଳା ଘାଇରକୁର୍ମ
  28. ତୃତୀୟ ପୁରୁଷ
  29. ମନୁଷ୍ୟ-ମର୍କଟ ସମ୍ବାଦ
  30. ବାବୁଲପୁରର ଷଣ୍ଢ
  31. ଅନେକ ଫୁଲ ଅନେକ
  32. ସୀତାପାଇଁ ବର
  33. ଲୁଲୁର୍ଭା ପର୍ବତରେ ଏକ ଦ୍ୱିପହର
  34. ଅବଶିଷ୍ଟ ପୃଥିବୀ
  35. ଚଳନ୍ତା କାହାଣୀ
  36. ଅଦୃଷ୍ଟ ମୁହୂର୍ତ୍ତ
  37. ଶଶକର ମନସ୍ତ୍ୱତ
  38. ବାଘ
  39. ସମୁଦ୍ରର କ୍ଷୁଧା
  40. ଆବିଷ୍କାର
  41. ପ୍ରତ୍ୟାଗତର କାହାଣୀ
  42. ସୂର୍ଯ୍ୟାସ୍ତର ରଙ୍ଗ
  43. ବନ୍ୟା
  44. କନ୍ୟା
  45. ନିଶାର୍ଦ୍ଧ
  46. ମହମବ ତୀ
  47. କୁତୁରୀ ନାନୀ
  48. ବିୟୋଗାନ୍ତକ
  49. ତିନୋଟି ମହାର୍ଘ ଭୋଟ୍
  50. ରବିବାସରୀୟ ସଙ୍ଗୀତ
  51. ଅନେକ ସ୍ମିତ ହସ
  52. ଆରଣ୍ୟକ
  53. ଶେଷ ବସନ୍ତର ଚିଠି
  54. ଜ ହ୍ନରାତିର ଗଳ୍ପ

ଆଧାର

ଆହୁରି ଦେଖନ୍ତୁ

Tags:

ମନୋଜ ଦାସ

🔥 Trending searches on Wiki ଓଡ଼ିଆ:

ରାଜନୀତି ବିଜ୍ଞାନରଙ୍ଗବତୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ୩ ଅପ୍ରେଲଭୀମ ଭୋଇଛେନା ମୁଡୁକିଗୁରୁଶିଖରଚଣ୍ଡୀଜଗଦୀଶ ମହାନ୍ତିଦଶାବତାରଅୟେନ୍ଦ୍ରୀ ଲୱନିୟା ରାୟନୃସିଂହ ଚରଣ ପଣ୍ଡାମହାପାତ୍ର ନୀଳମଣି ସାହୁବୀଜାଣୁମଦର ଟେରେସାଜଗନ୍ନାଥଙ୍କ ଧୂପଅକ୍ଷୟ ତୃତୀୟାଶିବ ସେନାଯଶୋଧାରା ମିଶ୍ରଅନ୍ନପୂର୍ଣ୍ଣା ମହାରଣାକୁକୁରସଚିନ ତେନ୍ଦୁଲକରମଦନମୋହନ ମିଶ୍ରଜାତୀୟ ବିଜ୍ଞାନ ଦିବସଧଉଳିଓଡ଼ିଆ ରାନ୍ଧଣାବବୃବାହନ (ମହାଭାରତ)ଚିତ୍ରା (ନକ୍ଷତ୍ର)ଚମ୍ପୂ୬୧୬ରେବତୀ (କ୍ଷୁଦ୍ରଗଳ୍ପ)ମହାଭାରତଅର୍ଥଶାସ୍ତ୍ରନଅଙ୍କ ଦୁର୍ଭିକ୍ଷଜୟଦ୍ରଥଗୋପୀନାଥ ମହାନ୍ତିଉଇକିମିଡ଼ିଆ ଫାଉଣ୍ଡେସନଜଳ୧୫ ଅପ୍ରେଲଓଡ଼ିଆଗୀତଗୋବିନ୍ଦ୧୯ ମାର୍ଚ୍ଚ୨ ଅପ୍ରେଲବିଶ୍ୱ ଏଡ୍‌ସ ଦିବସଉତ୍କଳ ଦୀପିକାଭାରତୀୟ ଜନଗଣନାଓଡ଼ିଶାର ଇତିହାସଗୁରୁ ପ୍ରସାଦ ମହାନ୍ତିପୁରୀ ଜିଲ୍ଲା୨୯ ଅପ୍ରେଲତୁଳସୀ ଗଛଗିରିଧର ଗମାଙ୍ଗହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଜବାହରଲାଲ ନେହେରୁଜାଭା (ପ୍ରୋଗ୍ରାମିଂ ଭାଷା)ସମ୍ବାଦଅଗ୍ନ୍ୟାଶୟ ଅକ୍ଷମତାବୈଷ୍ଣବ ଚରଣ ପଟ୍ଟନାୟକଦଗ୍ଧମୁମ୍ବାଇରାଜେନ୍ଦ୍ର ନାରାୟଣ ସିଂହଦେଓଡୋରାଟୀକା ଗୋବିନ୍ଦ ଚନ୍ଦ୍ର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜାତୀୟ ସାହସିକତା ପୁରସ୍କାରପ୍ରତୀକ୍ଷାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବସନ୍ତ କୁମାରୀ ପଟ୍ଟନାୟକଓଡ଼ିଆ କାବ୍ୟ କବିତାପ୍ରତିଭା ରାୟ🡆 More