ମଦର ଟେରେସା

ମଦର ଟେରେସା, (ଜନ୍ମ: Anjezë Gonxhe Bojaxhiu; Albanian: 26 ଅଗଷ୍ଟ ୧୯୧୦ - ୫ ସେପ୍ଟେମ୍ବର ୧୯୯୭ ) ଜଣେ ଆଲବାନିଆନ - ଭାରତୀୟ ରୋମାନିଆନ କ୍ଯାଥଲିକ ନନ ଥିଲେ। ସେ ସ୍କୋପ୍ଯେଠାରେ ଜନ୍ମ ଗ୍ରହଣ କରିଥିଲେ। ମାସେଡୋନିଆରେ ୧୮ ବର୍ଷ ରହିଲା ପରେ ସେ ଆୟାରଲ୍ଯାଣ୍ଡ ଆସିଥିଲେ ଓ ମୃତ୍ୟୁ ଯାଏଁ ଭାରତରେ ରହିଥିଲେ ।

ମଦର୍ ଟେରେସା
କଲିକତାର ସେଣ୍ଟ୍ ଟେରେସା
ଚାରିଟି ମିଶନାରୀ
ମଦର ଟେରେସା
ଏକ ଜୀବନ ପରବର୍ତ୍ତୀ ସଭାରେ ମଦର୍ ଟେରେସା
ପଶ୍ଚିମ ଜର୍ମାନୀର ବନ୍ରେ, ୧୯୮୬
Consecrated ଧାର୍ମିକ, ନନ୍
Bornଆନ୍‌ଜେଜେ ଗୋନ୍‌କ୍ସେ ବୋଜାକ୍ସ୍‌ହିଉ
(1910-08-26)୨୬ ଅଗଷ୍ଟ ୧୯୧୦
ଉସ୍କୁପ୍, କୋସୋଭୋ ଭିଲାୟେତ୍, ଅଟ୍ଟୋମାନ୍ ସାମ୍ରାଜ୍ୟ
(ବର୍ତ୍ତମାନ ସ୍କୋପ୍‌ଜେ, ମାସିଡ଼ୋନିଆ ସାଧାରଣତନ୍ତ୍ର)
Died୫ ସେପ୍ଟେମ୍ବର ୧୯୯୭(1997-09-05) (ବୟସ ୮୭)
କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Venerated inରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ
Beatified୧୯ ଅକ୍ଟୋବର ୨୦୦୩, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଜନ୍ ପଲ୍- ଦ୍ୱିତୀୟ
Canonized୪ ସେପ୍ଟେମ୍ବର ୨୦୧୬, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଫ୍ରାନ୍‌ସିସ୍
Major shrineMother House of the Missionaries of Charity, କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Feast୫ ସେପ୍ଟେମ୍ବର
Attributes
  • Nun's habit
  • Rosary
Patronage
  • World Youth Day
  • Missionaries of Charity
  • Archdiocese of Calcutta (co-patron)
Mother Teresa
ଧର୍ମRoman Catholicism
ବ୍ୟକ୍ତିଗତ
ଜାତୀୟତାOttoman subject (1910–1912)
Serbian subject (1912–1915)
Bulgarian subject (1915–1918)
Yugoslavian subject (1918–1943)
Yugoslavian citizen (1943–1948)
Indian subject (1948–1950)
Indian citizen (1950–1997)
Albanian citizen (1991–1997)
Senior posting
ଉପାଧିSuperior general
Period in office1950–1997
ପରSr. Nirmala Joshi, MC

ଟେରେସା ନିଜ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହେଇଥିଲେ, ସେ ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚଦ୍ୱାରା ସନ୍ଥର ମାନ୍ୟତା ପାଇଥିଲେ ।

ଆଧାର

ମଦର ଟେରେସା

  • ଇଣ୍ଟରନେଟ ମୁଭି ଡାଟାବେସରେ Mother Teresa

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଶୀ ସଙ୍ଗୀତଆକବରପ୍ରତିଭା ଶତପଥୀଶିଶୁ ଅନନ୍ତ ଦାସତୁଳସୀ ଗଛତ୍ରିଭୁଜଭାରତର ସଂସ୍କୃତିବୈଶାଖମନୋରଞ୍ଜନ ଦାସତୃପ୍ତି ଦାସବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପବନ୍ଧୁ ଦାସଦେବସ୍ନାନ ପୂର୍ଣ୍ଣିମାଗଣ୍ଡା୨୯ ମାର୍ଚ୍ଚଗୋଦାବରୀଶ ମହାପାତ୍ରମାଲକାନଗିରି ଜିଲ୍ଲାଚନ୍ଦ୍ରଶେଖର ରଥଲଘିଷ୍ଠ ସାଧାରଣ ଗୁଣିତକଟୋକିଓଗୁରୁ ପ୍ରସାଦ ମହାନ୍ତିସମୟ (କାଳ)ଶାସ୍ତି (ଓଡ଼ିଆ କଥାଚିତ୍ର)ଇନ୍ଦିରା ଗାନ୍ଧୀବିଶ୍ୱନାଥ କରଓଡ଼ିଆ ରାନ୍ଧଣାଅଚ୍ୟୁତ ନାୟକରାବଣଆଶୁତୋଷ ପରିଡ଼ାନବକଳେବରହେପାଟାଇଟିସଜଳ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନନିତ୍ୟାନନ୍ଦ ଶତପଥୀଜଗନ୍ନାଥଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛବିଳ ମଧୁ ବର୍ଣ୍ଣବୋଧରବର୍ଟ ହିଲ୍ଓଡ଼ିଶାର କଳାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଦାଶରଥି ଦାସନଅତୁଣ୍ଡୀବଳରାମ ଦାସବୈଷ୍ଣବ ଚରଣ ସାମଲଇଣ୍ଡିଆନ ପ୍ରିମିଅର ଲିଗବାଇଶି ପାହାଚଓଡ଼ିଶାର ଲୋକନୃତ୍ୟରାୟଗଡ଼ା ଜିଲ୍ଲାମଟର ସାଇକେଲମାସରାମଉତ୍କଳ ଦୀପିକାରାମକୃଷ୍ଣ ପରମହଂସପ୍ରାଣକୃଷ୍ଣ ପରିଜାକାଜାଖସ୍ତାନବିଜ୍ଞାନନୟାଗଡ଼ ଜିଲ୍ଲାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁରୀ ଜିଲ୍ଲାଓ ଅନ୍ଧଗଳିସ୍ତନଗୋପାଳକୃଷ୍ଣ ପଟ୍ଟନାୟକଓଡ଼ିଶା ସରକାରଶ୍ୱେତସାରପୁଥୁପ୍ପାଲ୍ଲୀ, କୋଟ୍ଟାୟାମଶୀତଳ ଷଷ୍ଠୀ ଯାତ୍ରାପ୍ରଯୁକ୍ତି ବିଦ୍ୟାଭାରତୀୟ ସମ୍ବିଧାନଭାନୁଜୀ ରାଓଅଣ୍ଡାମହାପ୍ରସାଦ🡆 More