ମଇ ଦିବସ

ମଇ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମଇ ଦିବସ । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ ।

ଇତିହାସ

୮ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ୱ ଶ୍ରମିକ ଦିବସ । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଶେର ଶାହ ସୁରୀଆନନ୍ଦ ଶଙ୍କର ଦାସମାସଧାତୁକୃଷ୍ଣବ୍ରୁସେଲୋସିସବଉଳରାଜ୍ୟ ସଭାଡାକ ମୁନସୀବୈଜୟନ୍ତ ପଣ୍ଡାଯାଜପୁର ଜିଲ୍ଲାରାଧାନାଥ ରାୟଭାରତୀୟ ସ୍ୱାଧୀନତା ଆନ୍ଦୋଳନମାଗୁଣିର ଶଗଡ଼ (କଥାଚିତ୍ର)ମୁମ୍ବାଇଓଡ଼ିଆ ଖବରକାଗଜ ତାଲିକାଗୋଦର ରୋଗରଥଯାତ୍ରାନନ୍ଦିନୀ ଶତପଥୀ୨୦ ଅଗଷ୍ଟଗୋପୀନାଥ ମହାନ୍ତିଅକ୍ଷାଂଶବୈଷ୍ଣବ ଚରଣ ସାମଲଲକ୍ଷ୍ମୀଜ୍ୟୋତିର୍ଲିଙ୍ଗକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଆ ରାନ୍ଧଣାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଗୋଦାବରୀଶ ମହାପାତ୍ରମାର୍ଚ୍ଚ ୨୧ମାଁ ପୀତାମ୍ବର ମନ୍ଦିର୧୭ ଫେବୃଆରୀସୁରେନ୍ଦ୍ର ମହାନ୍ତିଓଡ଼ିଆ ସାହିତ୍ୟଅଧର ପଟ୍ଟନାୟକଭକ୍ତ ଚରଣ ଦାସ (ରାଜନେତା)ଦୀନକୃଷ୍ଣ ଦାସନାରାୟଣ ସାହୁ୨୮ ଫେବୃଆରୀଭଦ୍ରକଅର୍ଥଶାସ୍ତ୍ରରତ୍ନାକର ଚଇନିଆଇଡେଲାଲିସିବବିଜୟ ମିଶ୍ରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ବୀର ସୁରେନ୍ଦ୍ର ସାଏଜିମି ୱେଲ୍ସବ୍ୟାସଦେବପ୍ରତିଭା ରାୟମୁକ୍ତିକାନ୍ତ ମଣ୍ଡଳନବକଳେବରଗୋପାଳ ଚନ୍ଦ୍ର ପ୍ରହରାଜନେଲସନ ମଣ୍ଡେଲାବିରଳା ମନ୍ଦିର, କୋଲକାତାଜଗନ୍ନାଥ ଦାସଖଞ୍ଜଣିଦେବୁ ବୋଷପ୍ରହ୍ଲାଦ ନାଟକନନ୍ଦନକାନନ ଜୀବ ଉଦ୍ୟାନଅନ୍ନଦା ଶଙ୍କର ରାୟବିଜୁ ପଟ୍ଟନାୟକଓମ'ଙ୍କ ନିୟମଜହ୍ନଓଡ଼ିଆ ଖାଦ୍ୟ୨୫ ଅପ୍ରେଲଆଖିଇରା ମହାନ୍ତିରାମଚନ୍ଦ୍ର ବେହେରାତାଳଧ୍ୱଜବଡ଼ ଏରାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିହେମଲତା ମାନସିଂହବାଇଶି ପାହାଚ🡆 More