ଭାଗବତ ବେହେରା: ଓଡ଼ିଆ ରାଜନୀତିଜ୍ଞ

ଭାଗବତ ବେହେରା (୧ ଜୁନ ୧୯୪୦ - ୩ ଜୁନ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭, ୧୯୮୫, ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୯ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଭାଗବତ ବେହେରା
ଭାଗବତ ବେହେରା: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଅଚ୍ୟୁତାନନ୍ଦ ମହାନ୍ତି
ପର ଅଧିକାରୀବଂଶୀଧର ସାହୁ
ନିର୍ବାଚନ ମଣ୍ଡଳୀନୟାଗଡ଼
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୫
ପୂର୍ବ ଅଧିକାରୀବଂଶୀଧର ସାହୁ
ପର ଅଧିକାରୀସୀତାକାନ୍ତ ମିଶ୍ର
ନିର୍ବାଚନ ମଣ୍ଡଳୀନୟାଗଡ଼
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୩ ଜୁନ ୨୦୦୨
ପୂର୍ବ ଅଧିକାରୀସୀତାକାନ୍ତ ମିଶ୍ର
ପର ଅଧିକାରୀମନ୍ଦାକିନୀ ବେହେରା
ନିର୍ବାଚନ ମଣ୍ଡଳୀନୟାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-06-01)ଜୁନ ୧, ୧୯୪୦
ମୃତ୍ୟୁ୬ ମାର୍ଚ୍ଚ ୨୦୦୨(2002-03-06) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ
ଜୀବନ ସାଥୀମନ୍ଦାକିନୀ ବେହେରା
ବାପା/ବୋଉନାରାୟଣ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଭାଗବତ ବେହେରା ୧୯୪୦ ମସିହାର ଜୁନ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ବେହେରା ଏବଂ ପତ୍ନୀଙ୍କ ନାମ ମନ୍ଦାକିନୀ ବେହେରା । ତାଙ୍କର ଶିକ୍ଷାଗତ ଯୋଗତ୍ୟା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ଭାଗବତ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିବା ସହ ୧୯୯୦ରୁ ୧୯୯୫ ଯାଏଁ ଏବଂ ୨୦୦୦ ମସିହାରୁ ୨୦୦୦ ମସିହାଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଭାଗବତ ବେହେରା ୨୦୦୨ ମସିହାର ଜୁନ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ଥୋଇଥିଲା ।

ଆଧାର

Tags:

ଭାଗବତ ବେହେରା ଜନ୍ମ, ପରିବାର ଓ ଶିକ୍ଷାଭାଗବତ ବେହେରା ରାଜନୈତିକ ଜୀବନଭାଗବତ ବେହେରା ମୃତ୍ୟୁଭାଗବତ ବେହେରା ଆଧାରଭାଗବତ ବେହେରା

🔥 Trending searches on Wiki ଓଡ଼ିଆ:

୨୩ ଅପ୍ରେଲରାଶି ଓ ନକ୍ଷତ୍ରଗୋଲୋକ ବିହାରୀ ଧଳ୧ (ସଂଖ୍ୟା)ରାଜ୍ୟ ସଭାଚନ୍ଦ୍ରଗୁପ୍ତଚନ୍ଦ୍ରଶେଖର ରଥବାରାକ ଓବାମାଅଣସରଅନୁପମ ଭାରତବୁଧବାରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଲୋକ ସଭାବକ୍ସି ଜଗବନ୍ଧୁଓଡ଼ିଆ ବାହାଘରଇଲେକ୍ଟ୍ରୋନିକ କମର୍ସଓଡ଼ିଶା ବିଧାନ ସଭାପ୍ରଧାନ ପୃଷ୍ଠାପଞ୍ଚସଖାଅକ୍ଷୟ ତୃତୀୟାଲକ୍ଷ୍ମଣ ନାୟକବିଅରଅମରକଣ୍ଟକ ଏକ୍ସପ୍ରେସମାୟାଧର ମାନସିଂହଉଇକିକମନ୍ସଚିଲିକା ହ୍ରଦପ୍ରଦୀପ କୁମାର ପାଣିଗ୍ରାହୀଉପେନ୍ଦ୍ର କିଶୋର ଦାସଶ୍ରୀରାମ ପଣ୍ଡାସେପ୍ଟେମ୍ବରବିର୍ସା ମୁଣ୍ଡାଉଇକିପିଡ଼ିଆସୋରିଷମଧୁସୂଦନ ଦାସରମାକାନ୍ତ ରଥସାରଳା ସମ୍ମାନସ୍ନେହସାରବନ୍ଧୁ ମହାନ୍ତିପ୍ଲୀହାଫକୀର ମୋହନ ସେନାପତିମେସିନ ଟ୍ରାନ୍ସଲେସନପ୍ରଥମାଷ୍ଟମୀଗୋପାଳ ଛୋଟରାୟପାଟୁଆ ଯାତ୍ରାଗନରିଆହନୁମାନ ଜୟନ୍ତୀଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୋବ୍ୱିଲିଗାଲୁଆଗଣେଶ୍ୱର ବେହେରାଉଇକିପିଡ଼ିଆ ସମୂହର ତାଲିକାସ୍ୱିଡେନଛାନ୍ଦରେଭେନ୍‌ସା କଲିଜିଏଟ ସ୍କୁଲପକ୍ଷୀଓଡ଼ିଶାର ଲୋକନୃତ୍ୟଗଜଲ୧ ଫେବୃଆରୀସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଦର ଟେରେସାଓଡ଼ିଆରାଧାମୋହନ ଗଡ଼ନାୟକଗୁରୁବାରଜୀଜାଜୀ ଛତ୍ ପର୍ ହେଁସବ୍ୟସାଚୀ ମିଶ୍ରମଙ୍ଗଳା ମନ୍ଦିରଭୁବନେଶ୍ୱରକୋଣାର୍କ ସୂର୍ଯ୍ୟ ମନ୍ଦିରସଞ୍ଜୀବ କୁମାର ମଲ୍ଲିକସାଇକେଲମହାଭାରତଫିଲିପାଇନ୍ସବିମ୍ବାଧର କୁଅଁର🡆 More