ଅଚ୍ୟୁତାନନ୍ଦ ମହାନ୍ତି: ଓଡ଼ିଆ ରାଜନୀତିଜ୍ଞ

ଅଚ୍ୟୁତାନନ୍ଦ ମହାନ୍ତି (୧୩ ମଇ ୧୯୩୦ - ୧୮ ନଭେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଅଚ୍ୟୁତାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଚ୍ୟୁତାନନ୍ଦ ମହାନ୍ତି
ଅଚ୍ୟୁତାନନ୍ଦ ମହାନ୍ତି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀକୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା
ପର ଅଧିକାରୀଭାଗବତ ବେହେରା
ନିର୍ବାଚନ ମଣ୍ଡଳୀନୟାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-05-13)ମଇ ୧୩, ୧୯୩୦
ମୃତ୍ୟୁ୧୮ ନଭେମ୍ବର ୨୦୦୩(2003-11-18) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱାଧୀନ
ଜୀବନ ସାଥୀରେଣୁବାଳା ମହାନ୍ତି, ରମାମଣି ମହାନ୍ତି
ବାପା/ବୋଉକ୍ଷେତ୍ରବାସୀ ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଅଚ୍ୟୁତାନନ୍ଦ ମହାନ୍ତି ୧୯୩୦ ମସିହାର ମଇ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ମହାନ୍ତି ଏବଂ ପତ୍ନୀଙ୍କ ନାମ ରମାମଣି ମହାନ୍ତି ଓ ରେଣୁବାଳା ମହାନ୍ତି ।

ରାଜନୈତିକ ଜୀବନ

ଅଚ୍ୟୁତାନନ୍ଦ ଓଡ଼ିଶା ରାଜନୀତିରେ ଥରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ଓ ଥରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଅଚ୍ୟୁତାନନ୍ଦ ୨୦୦୩ ମସିହାର ନଭେମ୍ବର ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଅଚ୍ୟୁତାନନ୍ଦ ମହାନ୍ତି ଜନ୍ମ, ପରିବାର ଓ ଶିକ୍ଷାଅଚ୍ୟୁତାନନ୍ଦ ମହାନ୍ତି ରାଜନୈତିକ ଜୀବନଅଚ୍ୟୁତାନନ୍ଦ ମହାନ୍ତି ମୃତ୍ୟୁଅଚ୍ୟୁତାନନ୍ଦ ମହାନ୍ତି ଆଧାରଅଚ୍ୟୁତାନନ୍ଦ ମହାନ୍ତି

🔥 Trending searches on Wiki ଓଡ଼ିଆ:

ଚିନ୍ତାମଣି ବେହେରାକଳିଙ୍ଗ ଯୁଦ୍ଧକିଶୋରୀ ଚରଣ ଦାସବଡ଼ ଭାଉଜକବିତା ବାରିକଇତିହାସବେଙ୍ଗାଳୁରୁଉଇକିପିଡ଼ିଆ ସମୂହର ତାଲିକାଶୁକଦେବଅଖିଳ ମୋହନ ପଟ୍ଟନାୟକଗୋପବନ୍ଧୁ ଚୌଧୁରୀTaxonomy (biology)୧୪ ଫେବୃଆରୀଲଳିତା (୧୯୪୯ର ସିନେମା)ଜହ୍ନି ଚୋପା ଚଟଣୀଉଇକିପିଡ଼ିଆଖୋର୍ଦ୍ଧା ଜିଲ୍ଲାଦାସିଆ ବାଉରୀପଞ୍ଜାବୀ ଭାଷାବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାକୋରାପୁଟତାଜମହଲଧାନବୁଏନ୍ସ ଏଆରସବିବାହ୨୮ ଅପ୍ରେଲକାଶ୍ମୀରଗୋପୀନାଥ ବାଗବିଶ୍ୱ ନୃତ୍ୟ ଦିବସଗଗନେନ୍ଦ୍ର ନାଥ ଦାଶସୀତାପି. ସାଇନାଥକମଳ ଲୋଚନ ମହାନ୍ତିସୁନୟନାଅଜନ୍ତା ଗୁମ୍ଫାଶୈଳବାଳା ଦାସରତ୍ନାକର ଚଇନିଭାରତର ରାଷ୍ଟ୍ରପତିକୁନ୍ତଳା କୁମାରୀ ସାବତଗୁରୁବାରଜର୍ଜ କ୍ୟାଣ୍ଟରଜ୍ଞାନକୋଷଦୀନକୃଷ୍ଣ ଦାସଭଗବତୀ ଚରଣ ପାଣିଗ୍ରାହୀଖୁସି ଯୋଜନାଲଣ୍ଠନଶ୍ରାଦ୍ଧରମାକାନ୍ତ ରଥସୁନୀଲ ପାଲ୍ହନୁମାନନାରୀବାଦବାହୁଡ଼ା ଯାତ୍ରାଦ୍ରୌପଦୀ ମୁର୍ମୁଶିବବେଲଜଗନ୍ନାଥଚିକିତ୍ସା ବିଜ୍ଞାନଉପନିଷଦବର୍ଷାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦରାସାୟନିକ ମୌଳିକସୁରେନ୍ଦ୍ର ମହାନ୍ତି୨୨ ଫେବୃଆରୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଇସଲାମାବାଦରାଜ୍ୟ ସଭାରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଶିମିଳିପାଳ ଜାତୀୟ ଉଦ୍ୟାନଯମୁନାରଞ୍ଜିତା ନାୟକମହାବଳ ବାଘ🡆 More