ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭଦ୍ରକ

ଭଦ୍ରକ (କ୍ରମିକ ସଂଖ୍ୟା: ୪୪) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଦ୍ରକ (ପୌ) ଓ ଭଦ୍ରକ ବ୍ଳକ ।

ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୯,୪୯୧
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନରେନ୍ ପଲାଇଙ୍କଠାରୁ ୨୩୫୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନରେନ ପଲାଇଙ୍କଠାରୁ ୨୧,୪୨୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଭଦ୍ରକ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଯୁଗଳ କିଶୋର ପଟ୍ଟନାୟକ ୭୫,୨୯୪ ୫୩.୯୯ -
କଂଗ୍ରେସ ନରେନ ପଲାଇ ୫୩,୮୬୬ ୩୮.୬୩ -
ଭାଜପା ତୁଷର କାନ୍ତି ଜେନା ୭,୭୫୫ ୫.୫୬ -
ବସପା ସରସ୍ୱତୀ ମଲିକ ୫୬୨ ୦.୪୦ -
ସ୍ୱାଧୀନ ସଞ୍ଜୟ କୁମାର ନାୟକ ୫୪୫ ୦.୩୯ -
ସ୍ୱାଧୀନ ଗଗନ ଜେନା ୪୬୪ ୦.୩୩ -
ସ୍ୱାଧୀନ ଅଭିମନ୍ୟୁ ଦାସ ୨୭୪ ୦.୨୦ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ପ୍ରକାଶ ଚନ୍ଦ୍ର ସାହୁ ୨୫୦ ୦.୧୮ -
ସମୃଦ୍ଧ ଓଡ଼ିଶା ରାଜେନ୍ଦ୍ର ପ୍ରସାଦ ଜେନା ୨୪୫ ୦.୧୮ -
ସ୍ୱାଧୀନ ଅଜୟ କୁମାର ମଲିକ ୧୯୩ ୦.୧୪ -
ଭୋଟ ବ୍ୟବଧାନ ୨୧,୪୨୮ ୧୫.୩୭* -
ମତଦାନ ହାର ୧,୩୯,୪୪୮ ୬୫.୧୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୧୭ ଅପ୍ରେଲକଲମପ୍ରତୀକ୍ଷାରାମଚନ୍ଦ୍ର ବେହେରାକାଳିନ୍ଦୀ ଚରଣ ପାଣିଗ୍ରାହୀସୁନାବେଶମିଆ ଖଲିଫାଓଡ଼ିଆ ସାହିତ୍ୟଚୁଡ଼ାକାଳୀଚରଣ ପଟ୍ଟନାୟକଶିଶୁ ଅନନ୍ତ ଦାସରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଜାତୀୟ ସାହସିକତା ପୁରସ୍କାରମହାବୀର ଜୈନହରପ୍ରସାଦ ଦାସଶ୍ରୀନିବାସ ରାମାନୁଜନମକର (ରାଶି)ଯୁକ୍ତରାଷ୍ଟ୍ର ଆମେରିକାପୂଜା (ଉପାସନା)ଡୋରାପୃଥିବୀ ଦିବସଭି. କାର୍ତ୍ତିକେୟ ପାଣ୍ଡିଆନଯୋଗମିଳିମିଳାଜହ୍ନିଓଷାଓଡ଼ିଆଯଶୋଧାରା ମିଶ୍ରଧର୍ମଗଡ଼ସବ୍ୟସାଚୀ ମିଶ୍ରଅକ୍ଷୟ ମହାନ୍ତିନରେନ୍ଦ୍ର ମୋଦୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳହିମାଳୟନଅଙ୍କ ଦୁର୍ଭିକ୍ଷଲାନାଡେଲୁମାବସମ୍ବାଦଗିରିଧର ଗମାଙ୍ଗପୃଥିବୀବନମାଳୀ ଦାସଶିବକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଝୁମରକାଞ୍ଜିଅଅଁଳା ଓଷାପଠାଣି ପଟ୍ଟନାୟକଗୋପାଳ ଛୋଟରାୟଅମନାତ୍ୟ ଜନଜାତିପୁରୀ ଜିଲ୍ଲାପାର୍କିନ୍‌ସନ୍ ରୋଗରମାଦେବୀ ଚୌଧୁରୀକଳାପାହାଡ଼ମନମୋହନ ସାମଲସାରଳା ଦାସମହାଭାରତବର୍ଷା ପ୍ରିୟଦର୍ଶିନୀରଥଯାତ୍ରାଦ୍ୱିତୀୟ ବିଶ୍ୱଯୁଦ୍ଧଯକୃତପାରାଦୀପ ବନ୍ଦରନୀଳକଣ୍ଠ ଦାସ୧୯୮୪୩ (ସଂଖ୍ୟା)ଇଣ୍ଟରନେଟବର କୋଳିଛବିଳ ମଧୁ ବର୍ଣ୍ଣବୋଧଶ୍ରୀତମ ଦାସମୁମ୍ବାଇ🡆 More