ବିଧାନ ସଭା ନିର୍ବାଚନ ମଣ୍ଡଳୀ ବନ୍ତ

ବନ୍ତ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ଥିଲା: ଭଣ୍ଡାରିପୋଖରୀ ବ୍ଳକ ଓ ବନ୍ତ ବ୍ଳକ ।

ବନ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ୧୯୫୨ ମସିହରେ ଗଠିତ ହୋଇଥିଲା ଏବଂ ଏହି ନିର୍ବାଚନ ମଣ୍ଡଳୀରେ ଥରେ ମାତ୍ର ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହାପରେ ଏହି ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରଖାଯାଇଥିଲା ।

ନିର୍ବାଚିତ ବିଧାୟକଗଣ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବିଶ୍ୱ ନାଟ୍ୟ ଦିବସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୮ ମାର୍ଚ୍ଚବ୍ୟାଙ୍କଇଂରାଜୀ ଭାଷାଶିବଲିଙ୍ଗ୧୯୮୪କୃଷ୍ଣଚନ୍ଦ୍ର ପାଣିଗ୍ରାହୀବେଲପାଟଦେଇଦୀନନାଥ ପାଠୀଇନ୍ଦ୍ରପ୍ରଥମ ବିଶ୍ୱଯୁଦ୍ଧଦିଲ୍ଲୀଅନ୍ନପୂର୍ଣ୍ଣା ମହାରଣା୨ ମାର୍ଚ୍ଚଓଡ଼ିଶାର ଲୋକନୃତ୍ୟକର୍କଟ ରୋଗସାଲବେଗମଧୁସୂଦନ ରାଓରଣା ସାପକୋଣାର୍କଅଷ୍ଟ୍ରିଆପଶ୍ଚିମ ଓଡ଼ିଶାହିନ୍ଦୁ ଧର୍ମ୧୩୮୫କଳ୍ପନା କୁମାରୀ ଦେବୀପାଳୁଅଉପେନ୍ଦ୍ର କିଶୋର ଦାସଭଦ୍ରକଜଗନ୍ନାଥ ମନ୍ଦିରହରପ୍ରସାଦ ଦାସବଡ଼ପଡ଼ାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଉପେନ୍ଦ୍ର ଭଞ୍ଜଅଚ୍ୟୁତାନନ୍ଦ ଦାସବୀଣାପାଣି ମହାନ୍ତିବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କରମା ନୃତ୍ୟସୁକନ୍ୟା ସମୃଦ୍ଧି ଯୋଜନାଚଳନ୍ତି ଠାକୁରମାଳଦ୍ଵୀପନୂତନ ବର୍ଷଲକ୍ଷ୍ମୀନାରାୟଣ ସାହୁରାମବସନ୍ତ କୁମାରୀ ଦେବୀସମାଜ (ଖବରକାଗଜ)ଅବୁଜାସୀତାକାନ୍ତ ମହାପାତ୍ରକଳାପାହାଡ଼ଗୋମାଂସଫୋଟନ୍‌ବେଣୁଧର ରାଉତକେଟୋପ୍ରୋଫେନକାର୍ତ୍ତିକ ଚନ୍ଦ୍ର ରଥବଳରାମପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟବରୁଣହେମନ୍ତ କୁମାର ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବଲାଙ୍ଗୀର ଜିଲ୍ଲାଭୀମ ଭୋଇକାଳିନ୍ଦୀ ଚରଣ ପାଣିଗ୍ରାହୀକାର୍ତ୍ତିକେୟସୌମ୍ୟ ରଞ୍ଜନ ପଟ୍ଟନାୟକଓଡ଼ିଆ ସାହିତ୍ୟତାରକାସୁରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା🡆 More