ବେନ୍ତପୁର

]

ବେନ୍ତପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ପଞ୍ଚାୟତ ସମିତିଅନୁଗୋଳ
ଗ୍ରାମ ପଞ୍ଚାୟତକାଙ୍ଗୁଲା ବେନ୍ତପୁର
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୯ ୧୩୨
Area code+୦୬୭୬୪
ଯାନବାହାନ ପଞ୍ଚୀକରଣOR/19

ବେନ୍ତପୁର ଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଅନୁଗୋଳ ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ

ଏହା ଅନୁଗୋଳ ନିକଟରେ ଅବସ୍ଥିତ । ଏହା ଅନୁଗୋଳଠାରୁ ୫ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ଶିକ୍ଷା

ବିଦ୍ୟାଳୟ

ଏହି ଗ୍ରାମରେ ବେନ୍ତପୁର ନୋଡାଲ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ

ପର୍ଯ୍ୟଟନ

ଏହି ଗାଆଁଠାରୁ ଅଳ୍ପ ଦୂରରେ ଦୁଇଟି ଶିବ ମନ୍ଦିର (ନିଳକଣ୍ଠେଶ୍ୱର, ଚନ୍ଦ୍ରଶେଖର), ଦୁର୍ଗାମନ୍ଦିର, ହିଙ୍ଗୁଳା ମନ୍ଦିର, ମଙ୍ଗଳା ମନ୍ଦିର, ଚୈତନ୍ୟ ମନ୍ଦିର, ରାଧାମୋହନ ମଠ, ଦକ୍ଷୀଣକାଳୀ ମନ୍ଦିର ଓ ତାରିଣୀ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଅଶୋକାଷ୍ଟମୀ ଓ ଦୋଳ ପୂର୍ଣ୍ଣୀମା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

ଆଧାର

Tags:

ବେନ୍ତପୁର ଗମନାଗମନବେନ୍ତପୁର ବିଶେଷତାବେନ୍ତପୁର ଶିକ୍ଷାବେନ୍ତପୁର ଅନ୍ୟାନ୍ୟବେନ୍ତପୁର ପର୍ଯ୍ୟଟନବେନ୍ତପୁର ଆହୁରି ଦେଖନ୍ତୁବେନ୍ତପୁର ଆଧାରବେନ୍ତପୁର

🔥 Trending searches on Wiki ଓଡ଼ିଆ:

କଲମ୍ବିଆଶ୍ରାଦ୍ଧଉଇକିମିଡ଼ିଆ ଫାଉଣ୍ଡେସନଇଲେକ୍ଟ୍ରୋନିକ କମର୍ସହୋଲିମ୍ୟାଲେରିଆକଳାପାହାଡ଼ଚନ୍ଦ୍ରଶେଖର ଆଜାଦକାନାଡ଼ା୧୨ ଡିସେମ୍ବରଗାଲୁଆକାଳୀଚରଣ ପଟ୍ଟନାୟକଉତ୍କଳ ଦିବସମହିମା ଧର୍ମଗୋଲୋକ ବିହାରୀ ଧଳରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ସାହିତ୍ୟର ଇତିହାସକଙ୍କାଳଡାଲି୨୪ ଅପ୍ରେଲବିମ୍ବାଧର କୁଅଁରଭଦ୍ରକ ଜିଲ୍ଲାବଙ୍ଗୋପସାଗରଲଣ୍ଡନଆକବରଜୟନ୍ତୀ ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷଦୁର୍ଗାଗଣେଶ୍ୱର ବେହେରାଗଙ୍ଗଶିଉଳୀରେବତୀ (କ୍ଷୁଦ୍ରଗଳ୍ପ)୧୨ ସେପ୍ଟେମ୍ବରଓଡ଼ିଶାର ଲୋକନୃତ୍ୟଚନ୍ଦନ ଯାତ୍ରାଅପରାଜିତା ଷଡ଼ଙ୍ଗୀଭୁବନେଶ୍ୱର ବେହେରାଅଭିମନ୍ୟୁ ସାମନ୍ତସିଂହାରମୃଣାଳ ସେନବିଦୁସ୍ମିତାଗନରିଆପ୍ଲୀହାଋଷିଆଆଜାଦ ହିନ୍ଦ୍ ଫୌଜଅଲାରନାଥ ମନ୍ଦିରକବିସୂର୍ଯ୍ୟ ବଳଦେବ ରଥୟୁରୋପମହିଳା ଯୌନାଙ୍ଗ ଛେଦନଏସ୍କେରିସିଆ କୋଲାଇଭାରତର ଜାତୀୟ ପତାକା୧ ଅପ୍ରେଲଗୀତଗୋବିନ୍ଦପୁରୀ ଜିଲ୍ଲାପ୍ରଦୀପ କୁମାର ପଣ୍ଡାଓଡ଼ିଶାର ସଂସ୍କୃତିସଞ୍ଜୁ ଆଉ ସଞ୍ଜନାସାରଳା ଦାସବୌଦ୍ଧ ଧର୍ମଚିଲିକା ହ୍ରଦମହାଭାରତବ୍ୟାସଦେବଦ୍ରୌପଦୀ ମୁର୍ମୁଓଡ଼ିଆ ଭାଷାଗୁଣନବୈକୁଣ୍ଠନାଥ ପଟ୍ଟନାୟକଫୁଲପୂର୍ଣ୍ଣାନନ୍ଦ ଦାନୀଇଣ୍ଟରନେଟଗୋପାଳ ଛୋଟରାୟଲସ ଏଞ୍ଜଲେସ ଲେକର୍ସ୧୨ ଅପ୍ରେଲ🡆 More