ପ୍ରଭାକର ସ୍ୱାଇଁ: ଓଡ଼ିଆ ଅନୁବାଦକ, ଲେଖକ

ପ୍ରଭାକର ସ୍ୱାଇଁ ଜଣେ ଓଡ଼ିଆ ସାହିତ୍ୟିକ । ସେ ମୌଳିକ ରଚନା ସହିତ ଅନୁବାଦ କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି । ସେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଅଟନ୍ତି । ନିର୍ମଳ ବର୍ମାଙ୍କ ହିନ୍ଦୀ କ୍ଷୁଦ୍ରଗଳ୍ପ ସଂକଳନକୁ ଓଡ଼ିଆକୁ ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।

ପ୍ରଭାକର ସ୍ୱାଇଁ
ଜନ୍ମ ଓ ଜନ୍ମସ୍ଥାନ (1952-07-26) ୨୬ ଜୁଲାଇ ୧୯୫୨ (ବୟସ ୭୧)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୦୫

ରଚନାବଳୀ

  • ନିର୍ମଳ ବର୍ମାଙ୍କ ଶ୍ରେଷ୍ଠ ଗଳ୍ପ
  • ପୁନଶ୍ଚ ହସ୍ତିନା - ୧୯୯୨ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ଯଦା ଯଦା ହି ଧର୍ମସ୍ୟ - ୧୯୮୯ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ଉତ୍କଳ ବ୍ୟାସ ସାରଳାଦାସ - ୧୯୮୮ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ଅଭିଳାଷର ଅଭିଲିପି - ୨୦୧୪ (କାହାଣୀ ପ୍ରକାଶନ)

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୦୫
  • ଜାନକୀବଲ୍ଲଭ ସ୍ମୃତି ସମ୍ମାନ - ୨୦୨୨

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଷ୍ଣବ ଚରଣ ସାମଲଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଶ୍ରବଣ ( ରାମାୟଣ ର ଚରିତ୍ର )ରାଜ ଯୋଗସତୀ ଅନୁସୂୟାରତ୍ନାକର ଚଇନିବ୍ରାଉଜରରାସାୟନିକ ମୌଳିକମାଟିର ମଣିଷସୁନାବେଶଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପରାମଚନ୍ଦ୍ର ବେହେରାଦୁର୍ଗା ପୂଜାଫେବୃଆରୀ ୨୯କୃଷ୍ଣଚନ୍ଦ୍ର ପାଣିଗ୍ରାହୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅନନ୍ତ ପଟ୍ଟନାୟକପୁନମ ମିଶ୍ରଜନ୍ମ ନିରୋଧଡାକ ମୁନସୀଆର୍ଯ୍ୟଭଟ୍ଟଏମିସ ଲୋକଭାରତୀୟ ଜନତା ପାର୍ଟିଗୋପବନ୍ଧୁ ଦାସପକ୍ଷଶ୍ରୀଲଙ୍କାର ଭୂଗୋଳସ୍ତୁତି ଚିନ୍ତାମଣିପୁଥୁପ୍ପାଲ୍ଲୀ, କୋଟ୍ଟାୟାମଭାରତୀୟ ସମ୍ବିଧାନପ୍ରଦୀପ କୁମାର ପାଣିଗ୍ରାହୀଭୀମ ପୃଷ୍ଟିମୋନିକା ସେଲ୍ସଇରା ମହାନ୍ତିଓଡ଼ିଶା ସରକାରରାମଶଙ୍କର ରାୟପିଙ୍କି ପ୍ରଧାନମାଛଗୋଦାବରୀଶ ମହାପାତ୍ରବେଣୁଧର ରାଉତପ୍ଲୁଟୋନବଗୁଞ୍ଜରଜିମି ୱେଲ୍ସଭାଷାହରେକୃଷ୍ଣ ମହତାବଚଇତି ଘୋଡ଼ା ନାଚ୧ମ ଓଡ଼ିଶା ବିଧାନ ସଭାସୂର୍ଯ୍ୟବଂଶୀ ସୂରଜଚିନ୍ତାମଣି ବେହେରାବିଶ୍ୱତାପନ୨୪ ଅପ୍ରେଲଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବ୍ରାହ୍ମ ସମାଜଛାନ୍ଦ୨୦ ଅଗଷ୍ଟଓଡ଼ିଶାର କଳାମହାଦେଶକବାଟଶ୍ରୀରାଧାଜହ୍ନୟୁ ଟ୍ୟୁବଗୌତମ ବୁଦ୍ଧବ୍ୟଞ୍ଜନ ବର୍ଣ୍ଣଲକ୍ଷ୍ମୀ ପୁରାଣପୁଷ୍ଟିସାରଅଣ୍ଡା ରୋଲବୀର ସୁରେନ୍ଦ୍ର ସାଏ🡆 More