ପାଟଦେଇ

ପାଟଦେଇ ବୀଣାପାଣି ମହାନ୍ତିଙ୍କ ରଚିତ ଏକ ଓଡ଼ିଆ ଗପ ସଙ୍କଳନ । ତାଙ୍କୁ ଏଥି ପାଇଁ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ସଂକଳନଟି ୧୯୮୭ ମସିହାରେ କଟକର ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା ।

ପାଟଦେଇ  
ଲେଖକବୀଣାପାଣି ମହାନ୍ତି
ଦେଶପାଟଦେଇ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ

ପାଟଦେଇ ଗପରୁ ଏହି ସଂକଳନଟିର ନାମକରଣ ହୋଇଥିଲା । ଗପଟି ଏକ ଗ୍ରାମୀଣ ଝିଅ ପାଟର ଜୀବନ କାହାଣୀକୁ ନେଇ ରଚିତ । ବାସ୍ତବ ଜୀବନରେ ଝିଅଟିକୁ ଲେଖିକା ଏକ ବସଯାତ୍ରା ସମୟରେ ଭେଟିଥିଲେ । ଝିଅଟିର ଅସହାୟତା, ଦମ୍ଭ ଓ ବିଦ୍ରୋହର କାହାଣୀକୁ ନେଇ ଏ ଗପଟି ଗତିଶୀଳ । ଏହି କାହାଣୀଟି ପ୍ରଥମେ ଝଙ୍କାରରେ ପ୍ରକାଶିତ ହୋଇଥିଲା । ଜୟନ୍ତ ମହାପାତ୍ର ଗପଟିକୁ ଇଂରାଜୀରେ ଅନୁବାଦ କରିଥିଲେ ଓ ଲତା ନାମରେ ଗପଟି ୧୯୮୬ ମସିହାରେ ଫେମିନା ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏ ଗପଟି ୧୯୮୭ ମସିହାରେ ଦୂରଦର୍ଶନର କସମକସ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଭାରତୀ ନନ୍ଦୀ ଏହି ଗପକୁ ବଙ୍ଗଳାରେ ଅନୁବାଦ କରି ନାମ ରଖିଥିଲେ ଚିତ୍ରିତ ଅନ୍ଧକାର ଓ ଏହି ଅନୁବାଦ କାର୍ଯ୍ୟ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ସୌଜନ୍ୟରେ ୨୦୦୩ ମସିହାରେ ପୁସ୍ତକଟିକୁ ଦୀପ୍ତି ପ୍ରକାଶ ହିନ୍ଦୀରେ ଅନୁବାଦ କରିଥିଲେ ।

ଆଧାର

ଆହୁରି ଦେଖନ୍ତୁ

Tags:

ଓଡ଼ିଆ ଭାଷାକଟକବୀଣାପାଣି ମହାନ୍ତି (ଲେଖିକା)

🔥 Trending searches on Wiki ଓଡ଼ିଆ:

ଆବୁଲ କଲାମ ଆଜାଦସିଲଡେନାଫିଲଦୁର୍ଗା୧୮୦୬କିଲୋଗ୍ରାମବିଭୂତି ପଟ୍ଟନାୟକଗୌତମ ବୁଦ୍ଧଜର୍ମାନୀବାହାରିନଯୋଗନୋଭାକ୍ ଜାକୋଭିକରାଣୀ ଲକ୍ଷ୍ମୀବାଈଉଇକିପିଡ଼ିଆ ସମୂହର ତାଲିକାଇଲେକ୍‌ଟ୍ରୋନଆନ୍ତର୍ଜାତିକ ମହିଳା ଦିବସବୁଏନ୍ସ ଏଆରସଆନ୍ତ୍ରିକ ଅବରୋଧମହୁଲଏସିଆକାଉଁରୀ କନ୍ୟା୬୮୧ସୌଭାଗ୍ୟ କୁମାର ମିଶ୍ରବିହାରକାଳିଜାଈଶବ୍ଦ (ପଦ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଆମ୍ବକାହ୍ନୁଚରଣ ମହାନ୍ତିସେପ୍ସିସବୁଦାପେଷ୍ଟବିଜ୍ଞାନଲକ୍ଷ୍ମୀକୁଏତବି. ଆର. ଆମ୍ବେଦକରତୁର୍କୀଜ୍ଞାନକୋଷଆକବରରାଧାନାଥ ରାୟଅଶୋକ (ସମ୍ରାଟ)ନୀଳମାଧବ ମନ୍ଦିରଘାତକ ତିମିରାମଚନ୍ଦ୍ର ମିଶ୍ରଆଲବାନିଆଜିନା ସାମଲଚୈତନ୍ୟକୋଣାର୍କନବଗୁଞ୍ଜରସମ୍ବଲପୁରଗଙ୍ଗାଧର ମେହେରମଦନମୋହନ ମିଶ୍ରରାଉରକେଲାପଶ୍ଚିମ ଓଡ଼ିଶାଜର୍ଜିଆଇସଲାମ ଧର୍ମଘରଡେଭିଡ କାମେରନଗୋଲୋକ ବିହାରୀ ଧଳଜୟଦେବ ଉନାଡକଟସିନ୍ଦୂରଲୋକ ସଭାରବର୍ଟ ମୂଗମାଳତୀ ଚୌଧୁରୀଭକ୍ତ ଚରଣ ଦାସତରୁଣକାନ୍ତି ମିଶ୍ର୧୮ ମାର୍ଚ୍ଚଭାରତୀୟ ଭୋଜନଚୁଡ଼ାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର🡆 More