ପତ୍ରିକା ଝଙ୍କାର: ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା

ଝଙ୍କାର ଏକ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା । ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ, ଓଡ଼ିଆ ଲେଖକମାନଙ୍କୁ ପ୍ରୟୋଗାତ୍ମକ ସାହିତ୍ୟ ଲେଖିବାର ଏକ ମାଧ୍ୟମ ପ୍ରଦାନ କରିବାକୁ ଚେଷ୍ଟା କରିଥିଲା । ଏହା ୧୯୪୯ ମସିହା ପଣା ସଂକ୍ରାନ୍ତି ଦିନ ପ୍ରଥମେ ପ୍ରକାଶିତ ହୋଇଥିଲା । ଏହା ପ୍ରଜାତନ୍ତ୍ର ପ୍ରେସ କଟକରୁ ପ୍ରକାଶ ପାଉଥିଲା । ହରେକୃଷ୍ଣ ମହତାବ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।

ଝଙ୍କାର
ପ୍ରତିଷ୍ଠାତାହରେକୃଷ୍ଣ ମହତାବ
ପ୍ରକାଶକଝଂକାର ପବ୍ଲିକେସନ୍ସ୍
ପ୍ରତିଷ୍ଠିତମହାବିଷୁବ ସଂକ୍ରାନ୍ତି, ୧୯୪୯
ଭାଷାଓଡ଼ିଆ
ମୁଖ୍ୟାଳୟକଟକ

ଆଧାର

Tags:

ଓଡ଼ିଆ ସାହିତ୍ୟମହାବିଷୁବ ସଂକ୍ରାନ୍ତିହରେକୃଷ୍ଣ ମହତାବ

🔥 Trending searches on Wiki ଓଡ଼ିଆ:

ଅଖିଳ ନାୟକରମାକାନ୍ତ ରଥ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଅଭିରାମ ପରମହଂସସ୍ୱାମୀ ବିବେକାନନ୍ଦଓଡ଼ିଶୀଗୋପବନ୍ଧୁ ଦାସବିଶ୍ୱଜିତ ଦାସ୧୫ ଫେବୃଆରୀପୁରୁଷୋତ୍ତମ ଦେବହେନା ଫୁଲଗୋପାଳ ଛୋଟରାୟହେମନ୍ତ ଦାସଜର୍ଜ କ୍ୟାଣ୍ଟରରାଜକିଶୋର ରାୟରସୁଣନଟବର ସାମନ୍ତରାୟଅକ୍ଷୟ ତୃତୀୟାଜଣ୍ଡିସ୍ଚୈତ୍ର ପୂର୍ଣ୍ଣିମାକଦଳୀନେମାଳମଧୁସୂଦନ ଦାସଧର୍ମମାୟାଧର ମାନସିଂହମେସିନ ଟ୍ରାନ୍ସଲେସନଭାରତର ପ୍ରଧାନମନ୍ତ୍ରୀଭଗବତୀ ଚରଣ ପାଣିଗ୍ରାହୀଭାରତୀୟ ସମ୍ବିଧାନଦେଓମାଳୀରେବତୀ (କ୍ଷୁଦ୍ରଗଳ୍ପ)ମଟର ସାଇକେଲଗୋଲୋକ ବିହାରୀ ଧଳବୁଧବାରକୁଞ୍ଜବିହାରୀ ଦାଶସୁବର୍ଣ୍ଣରେଖା ନଦୀକାଳିନ୍ଦୀ ଚରଣ ପାଣିଗ୍ରାହୀସରୋଜିନୀ ନାଇଡୁୟୁ ଟ୍ୟୁବସଞ୍ଜୁ ସାମସନଗଣେଶ୍ୱର ବେହେରାସୁଭାଷ ଚନ୍ଦ୍ର ବୋଷଦାସକାଠିଆଭୂମିକମ୍ପପ୍ରାଣୀନବକଳେବରଆପେଣ୍ଡିସାଇଟିସଗଣନ ସଂଖ୍ୟାରୋହିତ ପୂଜାରୀଓଡ଼ିଆ କାବ୍ୟ କବିତାଅନାଦି ଚରଣ ସାହୁଗୁରୁପ୍ରସାଦ ମହାନ୍ତିଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଦୀନକୃଷ୍ଣ ଦାସଖୋର୍ଦ୍ଧା ଜିଲ୍ଲାଅଂଶୁପା ହ୍ରଦଗଜଲଏ. ପି. ଜେ. ଅବଦୁଲ କଲାମବୈଶାଖଚେରୋ ଜାତିରାଧାମୋହନ ଗଡ଼ନାୟକ୨୬ ଅପ୍ରେଲବେଲ🡆 More