ନରଏଥିଷ୍ଟେରନ

,

ନରଏଥିଷ୍ଟେରନ
ନରଏଥିଷ୍ଟେରନ
ନରଏଥିଷ୍ଟେରନ
Clinical data
Trade namesAlone: AygestinCamilaHeatherMicronorPrimolut Nothers
With EE: Lo LoestrinLoestrinMicrogestinModiconNorinylOrtho-Novumothers
With E2: ActivellaActivelleEstalisKliogestNeconNovofemTrisequensothers
SynonymsNET; Norethindrone; others
AHFS/Drugs.commonograph
MedlinePlusa604034
data
Routes of
administration
By mouthintramuscular injection (as NETE)
Legal status
Legal status
  • US: ℞-only
Pharmacokinetic data
Bioavailability47–73% (mean 64%)
Protein binding97%:
Albumin: 61%;
SHBG: 36%
MetabolismMainly CYP3A4 (liver); also 5α-/5β-reductase3α-/3β-HSDand aromatase
Elimination half-life5.2–12.8 hours (mean 8.0 hours)
Identifiers
IUPAC name
  • (8R,9S,10R,13S,14S,17R)-17-ethynyl-17-hydroxy-13-methyl-1,2,6,7,8,9,10,11,12,14,15,16-dodecahydrocyclopenta[a]phenanthren-3-one
ECHA InfoCard100.000.619 Edit this at Wikidata
Chemical and physical data
FormulaC20H26O2
Molar mass୨୯୮.୪୩ g·mol−1
3D model (JSmol)
Melting point203 to 204 °C (397 to 399 °F)
SMILES
  • C[C@]12CC[C@H]3[C@H]([C@@H]1CC[C@]2(C#C)O)CCC4=CC(=O)CC[C@H]34
InChI
  • InChI=1S/C20H26O2/c1-3-20(22)11-9-18-17-6-4-13-12-14(21)5-7-15(13)16(17)8-10-19(18,20)2/h1,12,15-18,22H,4-11H2,2H3/t15-,16+,17+,18-,19-,20-/m0/s1 checkY
  • Key:VIKNJXKGJWUCNN-XGXHKTLJSA-N checkY
  (verify)

ନରଏଥିଷ୍ଟେରନଅନ୍ୟ ଏକ ନାମ ନରଏଥିଣ୍ଡ୍ରୋନଏକ ଔଷଧ ଯାହା ଜନ୍ମ ନିୟନ୍ତ୍ରଣ ବଟିକାଋତୁବନ୍ଦ ହରମୋନ ଥେରାପି ଏବଂ ସ୍ତ୍ରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ସ୍ତ୍ରୀ ରୋଗମାନଙ୍କ ମଧ୍ୟରେ ଏଣ୍ଡୋମେଟ୍ରିଓସିସ୍ଜରାୟୁର ଅସ୍ୱାଭାବିକ ରକ୍ତସ୍ରାବ ଏବଂ ଋତୁଶୂଳ ଇତ୍ୟାଦି ରୋଗମାନଙ୍କ ନାମ ଉଲ୍ଲେଖନୀୟ । ଏହା ପାଟିରେ ଦିଆଯାଏ ବା ନରଏଥିଷ୍ଟିରନ୍ ଏନାଣ୍ଟେଟ୍ ଭାବରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ । ଏହା ଉଭୟ ସ୍ୱଳ୍ପ-ମାତ୍ରା ଏବଂ ଅଧିକ ମାତ୍ରା ସୂତ୍ରରେ ଏକାକୀ ବା ଏଷ୍ଟ୍ରୋଜେନ୍ ସହିତ ଉପଲବ୍ଧ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ଋତୁସ୍ରାବମୁଣ୍ଡବିନ୍ଧାଅଇଏବଂ ସ୍ତନ ଦରଜ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦାସୀନତାବ୍ରଣକେଶ ବୃଦ୍ଧି ହୋଇପାରେ | ଜନ୍ମ ନିୟନ୍ତ୍ରଣ କରିବା ଲକ୍ଷରେ ସ୍ତନ୍ୟପାନ କରାଇବା ସମୟରେ ଏହା ବ୍ୟବହୃତ ହୋଇପାରେ । ଏହା ଏକ ଉତ୍ପାଦିତ ପ୍ରୋଜେଷ୍ଟିନ୍ ଯାହା ଏଣ୍ଡୋମେଟ୍ରିଅମକୁ ବିସ୍ତାର ପର୍ଯ୍ୟାୟରୁ ସ୍ରାବ ପର୍ଯ୍ୟାୟ ପର୍ଯ୍ୟନ୍ତ ପରିବର୍ତ୍ତନ କରିଥାଏ । ଏହାକୁ ବେଳେବେଳେ "ପ୍ରଥମ ପିଢ଼ୀ ପ୍ରୋଜେଷ୍ଟିନ୍ କୁହାଯାଏ ।

ନରଏଥିଷ୍ଟେରନ ପ୍ରଥମେ ୧୯୫୧ ମସିହାରେ ତିଆରି ହୋଇଥିଲା ଏବଂ ପ୍ରଥମ ପ୍ରୋଜେଷ୍ଟିନ୍ ମଧ୍ୟରୁ ଅନ୍ୟତମ ଭାବରେ ବିକଶିତ ହୋଇଥିବା । ଏହା ୧୯୫୭ ମସିହାରେ ପ୍ରଥମେ ଡାକ୍ତରୀ ବ୍ୟବହାରରେ ଆସିଥିଲା ଏବଂ ୧୯୬୩ ମସିହାରେ ଜନ୍ମ ନିୟନ୍ତ୍ରଣକାରୀ ଭାବରେ ଇଷ୍ଟ୍ରୋଜେନ୍ ସହିତ ମିଳିତ ଭାବରେ ଉପଲବ୍ଧ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୫ ମିଗ୍ରାର ୯୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୪ ଥିଲା । ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୯ ଡଲାର ଅଟେ । ୨୦୧୮ରେ ଏହା ୫ ନିୟୁରୁ ଅଧିକ ପ୍ରେସକ୍ରିପସନ୍ ସହିତ ଯୁକ୍ତରାଷ୍ଟ୍ରରେ ୧୩୮ ତମ ସାଧାରଣତ ପ୍ରେସକ୍ରିପସନ ଔଷଧ ଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଟୋକିଓରାବଣକବିସୂର୍ଯ୍ୟ ବଳଦେବ ରଥପଠାଣି ସାମନ୍ତପୁରୀ ଜିଲ୍ଲାମୁମ୍ବାଇକମ୍ପ୍ୟୁଟରହେମନ୍ତ କୁମାର ଦାସ୨୪ ଅପ୍ରେଲସୁନାରମାକାନ୍ତ ରଥବରଗଛଆମ୍ବବିଶ୍ୱ ଏଡ୍‌ସ ଦିବସପକ୍ଷମୁକୁନ୍ଦ ଦେବନବୀନ ପଟ୍ଟନାୟକବିନୋଦ ଚନ୍ଦ୍ର ନାୟକପ୍ଲୁଟୋଗୌରୀଶଙ୍କର ରାୟଚରକଗର୍ଭାଶୟ ଅନ୍ତଃସ୍ତର କର୍କଟକୁଞ୍ଜବିହାରୀ ଦାଶଭାରତର ସଂସଦ୨୯ ମାର୍ଚ୍ଚରେଶମ ପଥପ୍ରାଣକୃଷ୍ଣ ପରିଜାଗୋପାଳ ଚନ୍ଦ୍ର ପ୍ରହରାଜମୌଳିକ ସଂଖ୍ୟାଜଗନ୍ନାଥଙ୍କ ଧୂପଜିମି ୱେଲ୍ସଚବିଶ ଗୁରୁମଟର ସାଇକେଲଉଇକିଅଭିଧାନଟାହିଆଲାଗି ବେଶଗଙ୍ଗାଧର ରଥବିରାଟ କୋହଲୀଅଣସରଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଉତ୍କଳ ବିଶ୍ୱବିଦ୍ୟାଳୟରଥଗୋଦର ରୋଗଓଡ଼ିଶା ପ୍ରିମିଅର ଲିଗଢେଙ୍କାନାଳଆଖିଅଂଶୁପା ହ୍ରଦ୨୮ ଫେବୃଆରୀବଣଭୋଜି ବେଶଟ୍ରାଲୋକିନୁମାବରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଶା ବିଧାନ ସଭାଶ୍ରୀନିବାସ ରାମାନୁଜନରାଧାନାଥ ରଥପ୍ରଯୁକ୍ତି ବିଦ୍ୟାରାଧାମୋହନ ଗଡ଼ନାୟକସୁରେନ୍ଦ୍ର ମହାନ୍ତିକାଳିଚରଣ ପଟ୍ଟନାୟକସୂଚନା ପ୍ରଯୁକ୍ତିବିଦ୍ୟାମୁକ୍ତିକାନ୍ତ ମଣ୍ଡଳଶେର ଶାହ ସୁରୀଯାଜପୁର ଜିଲ୍ଲାଓ ଅନ୍ଧଗଳିପୂରଣବାଚକ ସଂଖ୍ୟାଛବିଳ ମଧୁ ବର୍ଣ୍ଣବୋଧଉଇକିପିଡ଼ିଆ ସମୂହର ତାଲିକା୧ (ସଂଖ୍ୟା)ଗୋଦାବରୀଶ ମହାପାତ୍ରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପ୍ରଦୀପ କୁମାର ପାଣିଗ୍ରାହୀ🡆 More