ନବରଙ୍ଗପୁର ଜିଲ୍ଲା: ଓଡ଼ିଶାର ପ୍ରଶାସନିକ ଜିଲ୍ଲା

]

ନବରଙ୍ଗପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାନବରଙ୍ଗପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୪ଟି ଆସନ
 
  • ୧. ଉମରକୋଟ (୦୭୩)
    ୨. ଝରିଗାଁ (୦୭୪)
    ୩. ନବରଙ୍ଗପୁର (୦୭୫)
    ୪. ଦାବୁଗାଁ (୦୭୬)
Area
 • ଜିଲ୍ଲା5294 km2 (2,044 sq mi)
Population
 (୨୦୧୧)
 • ଜିଲ୍ଲା୧୨୧୮୭୬୨
 • Density230/km2 (600/sq mi)
 • Urban
୮୭୭୦୫
 • Rural
୧୧୩୧୦୫୭
 • ୬ ବର୍ଷରୁ କମ ଶିଶୁ
୨୦୧୯୦୧
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOD-24
ଜିଲ୍ଲାପାଳରଶ୍ମିତା ପଣ୍ଡା
WebsiteOfficial website

ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର ।

ଭୂଗୋଳ

ଅବସ୍ଥିତି

ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଉତ୍ତର ଅକ୍ଷାଂଶ ଓ ୮୨.୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି । ।

  • ପୁରୁଷ: ୬,୦୬,୦୪୬
    • ଗ୍ରାମାଞ୍ଚଳ: ୫,୫୯,୯୩୩
    • ସହରାଞ୍ଚଳ: ୪୪,୧୧୩
  • ମହିଳା: ୬,୧୪,୭୧୬
    • ଗ୍ରାମାଞ୍ଚଳ: ୫,୭୧,୧୨୪
    • ସହରାଞ୍ଚଳ: ୪୩,୫୯୨
  • ଛ ବର୍ଷରୁ କମ: ୨,୦୧,୯୦୧
  • ପଢୁଆ ହାର: ୪୮.୨୦%
    • ପୁରୁଷ: ୫୯.୪୫%
    • ମହିଳା: ୩୭.୨୨%

ପର୍ଯ୍ୟଟନସ୍ଥଳୀ

୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ୨ ଲକ୍ଷ ୭୦ ହଜାର ୮୨୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିଲେ ।

  • ପୋଡାଗଡ଼, ଉମରକୋଟ
  • ଚନ୍ଦନଧାରା ଜଳପ୍ରପାତ
  • ହିର୍ଲୀ ପର୍ବତ
  • କେଲିଆ ଶୈବପୀଠ, ଡାବୁଗାଁ
  • ନୀଳକଣ୍ଠେଶ୍ୱ୍ଅର ମନ୍ଦିର, ପାପଡା ହାଣ୍ଡି
  • ପେଣ୍ଡ୍ରାଣୀ ମନ୍ଦିର

ଆଧାର

ଅଧିକ ତଥ୍ୟ

Tags:

ନବରଙ୍ଗପୁର ଜିଲ୍ଲା ଭୂଗୋଳନବରଙ୍ଗପୁର ଜିଲ୍ଲା ଅବସ୍ଥିତିନବରଙ୍ଗପୁର ଜିଲ୍ଲା ପର୍ଯ୍ୟଟନସ୍ଥଳୀନବରଙ୍ଗପୁର ଜିଲ୍ଲା ଆଧାରନବରଙ୍ଗପୁର ଜିଲ୍ଲା ଅଧିକ ତଥ୍ୟନବରଙ୍ଗପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ସିକ୍ଲ ସେଲ୍ ରୋଗଭାରତୀୟ ଜନତା ପାର୍ଟିସୁନାବେଶଡୋରାସମ୍ବଲପୁର ଜିଲ୍ଲାବିଶ୍ୱଜିତ ଦାସଦଶାବତାରସମ୍ବାଦ (ଖବରକାଗଜ)ବର କୋଳି୧୮ ଅପ୍ରେଲବାଞ୍ଛାନିଧି ମହାନ୍ତିଗୋପାଳ ଛୋଟରାୟକାମଦା ଏକାଦଶୀ୨୬ ଅପ୍ରେଲରାଜନୀତି ବିଜ୍ଞାନରାମଚନ୍ଦ୍ର ବେହେରାନୀଳକଣ୍ଠ ଦାସଗୌରୀଶଙ୍କର ରାୟବୈଷ୍ଣବ ଚରଣ ପଟ୍ଟନାୟକଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜୟନାରାୟଣ ମିଶ୍ରଦହି ହାଣ୍ଡିସୀତାକାନ୍ତ ମହାପାତ୍ରସ୍ୱାମୀ ବିବେକାନନ୍ଦହୋଲିଋଷିଆଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥଙ୍କ ଧୂପଗିରିଜା କୁମାର ବଳୀୟାରସିଂହ୩ (ସଂଖ୍ୟା)ସୌଭାଗ୍ୟ କୁମାର ମିଶ୍ରଅଗ୍ନ୍ୟାଶୟ ଅକ୍ଷମତାଦଣ୍ଡ ନାଟପଠାଣି ସାମନ୍ତଜଗନ୍ନାଥଗିରିଧର ଗମାଙ୍ଗଗଣିତବିଭୁଦତ୍ତ ମିଶ୍ରରଥଯାତ୍ରାସମାଜ (ଖବରକାଗଜ)ପରମାନନ୍ଦ ଆଚାର୍ଯ୍ୟଉଇକିପିଡ଼ିଆ ସମୂହର ତାଲିକାଦୀନକୃଷ୍ଣ ଦାସ୨୪ ଅପ୍ରେଲପ୍ରତୀକ୍ଷାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଗୀତଗୋବିନ୍ଦଜଗନ୍ନାଥ ପ୍ରସାଦ ଦାସଜଗନମୋହ‌ନ ଲାଲକୁମ୍ଭାର ଚକପରିସଂଖ୍ୟାନ ବର୍ଗୀକରଣଶବ୍ଦ (ପଦ)ଓଡ଼ିଆ ରାନ୍ଧଣାଭାରତୀୟ ଜାତୀୟ କଂଗ୍ରେସଓଡ଼ିଆ ଭାଗବତମହାଭାରତବି. ଆର. ଆମ୍ବେଦକର୨ ଅପ୍ରେଲକାଳୀଚରଣ ପଟ୍ଟନାୟକ୧୯ ମାର୍ଚ୍ଚଗଜେନ୍ଦ୍ର ପ୍ରସାଦ ସାହୁଇରା ମହାନ୍ତିଚୈତ୍ର ପୂର୍ଣ୍ଣିମାକାଞ୍ଚନ ଅୱସ୍ତି🡆 More