ନବରଙ୍ଗପୁର ଜିଲ୍ଲା: ଓଡ଼ିଶାର ପ୍ରଶାସନିକ ଜିଲ୍ଲା

]

ନବରଙ୍ଗପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାନବରଙ୍ଗପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୪ଟି ଆସନ
 
  • ୧. ଉମରକୋଟ (୦୭୩)
    ୨. ଝରିଗାଁ (୦୭୪)
    ୩. ନବରଙ୍ଗପୁର (୦୭୫)
    ୪. ଦାବୁଗାଁ (୦୭୬)
Area
 • ଜିଲ୍ଲା5294 km2 (2,044 sq mi)
Population
 (୨୦୧୧)
 • ଜିଲ୍ଲା୧୨୧୮୭୬୨
 • Density230/km2 (600/sq mi)
 • Urban
୮୭୭୦୫
 • Rural
୧୧୩୧୦୫୭
 • ୬ ବର୍ଷରୁ କମ ଶିଶୁ
୨୦୧୯୦୧
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOD-24
ଜିଲ୍ଲାପାଳରଶ୍ମିତା ପଣ୍ଡା
WebsiteOfficial website

ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର ।

ଭୂଗୋଳ

ଅବସ୍ଥିତି

ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଉତ୍ତର ଅକ୍ଷାଂଶ ଓ ୮୨.୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି । ।

  • ପୁରୁଷ: ୬,୦୬,୦୪୬
    • ଗ୍ରାମାଞ୍ଚଳ: ୫,୫୯,୯୩୩
    • ସହରାଞ୍ଚଳ: ୪୪,୧୧୩
  • ମହିଳା: ୬,୧୪,୭୧୬
    • ଗ୍ରାମାଞ୍ଚଳ: ୫,୭୧,୧୨୪
    • ସହରାଞ୍ଚଳ: ୪୩,୫୯୨
  • ଛ ବର୍ଷରୁ କମ: ୨,୦୧,୯୦୧
  • ପଢୁଆ ହାର: ୪୮.୨୦%
    • ପୁରୁଷ: ୫୯.୪୫%
    • ମହିଳା: ୩୭.୨୨%

ପର୍ଯ୍ୟଟନସ୍ଥଳୀ

୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ୨ ଲକ୍ଷ ୭୦ ହଜାର ୮୨୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିଲେ ।

  • ପୋଡାଗଡ଼, ଉମରକୋଟ
  • ଚନ୍ଦନଧାରା ଜଳପ୍ରପାତ
  • ହିର୍ଲୀ ପର୍ବତ
  • କେଲିଆ ଶୈବପୀଠ, ଡାବୁଗାଁ
  • ନୀଳକଣ୍ଠେଶ୍ୱ୍ଅର ମନ୍ଦିର, ପାପଡା ହାଣ୍ଡି
  • ପେଣ୍ଡ୍ରାଣୀ ମନ୍ଦିର

ଆଧାର

ଅଧିକ ତଥ୍ୟ

Tags:

ନବରଙ୍ଗପୁର ଜିଲ୍ଲା ଭୂଗୋଳନବରଙ୍ଗପୁର ଜିଲ୍ଲା ଅବସ୍ଥିତିନବରଙ୍ଗପୁର ଜିଲ୍ଲା ପର୍ଯ୍ୟଟନସ୍ଥଳୀନବରଙ୍ଗପୁର ଜିଲ୍ଲା ଆଧାରନବରଙ୍ଗପୁର ଜିଲ୍ଲା ଅଧିକ ତଥ୍ୟନବରଙ୍ଗପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଶନିଦ୍ରୌପଦୀ ମୁର୍ମୁବଳହିନ୍ଦୁଭାନୁଜୀ ରାଓ୧୯୫୩ସ୍ୱାମୀ ବିବେକାନନ୍ଦବଣ୍ଡ (ଅର୍ଥ)ରାଧାରାଣୀ ପଣ୍ଡାକଟକ ଜିଲ୍ଲା୧୯୭୦୧୧ ଅପ୍ରେଲଜ୍ଞାନପୀଠ ପୁରସ୍କାରବୀଜାଣୁଲବଣ ସତ୍ୟାଗ୍ରହବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖାଳଗୋପାଳ ଚନ୍ଦ୍ର ପ୍ରହରାଜଶୁକ୍ରଇଂଲଣ୍ଡମହେଶ ସାହୁଭୁବନେଶ୍ୱର ବେହେରାଉଇକିଖବରତପସ୍ୱିନୀକଣ୍ଡୋମଡାଉନ ସିଣ୍ଡ୍ରୋମପରିସଂଖ୍ୟାନମୂରଲୀଧର କୁଅଁରବଲାଙ୍ଗୀରବିଶ୍ୱଜିତ ଦାସଧର୍ମେନ୍ଦ୍ର ପ୍ରଧାନଜଳବିଦ୍ୟୁତ୍୫ ଫେବୃଆରୀଜଗନ୍ନାଥ ମନ୍ଦିରଆଙ୍ଗୋଲାଜର୍ମାନୀଶକ୍ତି ପୀଠବିଷ୍ଣୁରତ୍ନାକର ଚଇନିପଖାଳ ଦିବସସାହି ଯାତଗୋଦାବରୀଶ ମିଶ୍ରଓଡ଼ିଶାର ଦୋଳଯାତ୍ରାଭାରତୀୟ ଜାତୀୟ କଂଗ୍ରେସଜାପାନୀ ଭାଷାମଧ୍ୟ ଏସିଆରଥବୃହସ୍ପତିରାଜନୀତି ବିଜ୍ଞାନମାଲଟାରଘୁନାଥ ପରିଚ୍ଛାଦେବ୍ରାଜ ଲେଙ୍କାମନୋଜ ଦାସଙ୍କ କଥା ଓ କାହାଣୀ୨୦୧୪କ୍ଲାଉଡ଼ ଟେକ୍ନୋଲୋଜିକୁନ୍ତଳା କୁମାରୀ ସାବତସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପୀନାଥ ମହାନ୍ତିଭଦଭଦଳିଆଓଡ଼ିଆ ଭାଷାଚନ୍ଦ୍ରଗୁପ୍ତଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜନତା ପାର୍ଟି🡆 More