ନବଜାତ ଯକୃତ ପ୍ରଦାହ

ନବଜାତ ଯକୃତ ପ୍ରଦାହ ବା ନିଓନାଟାଲ୍ ହେପାଟାଇଟିସ୍ କ‌ହିଲେ ନବଜାତ ଶିଶୁର ଅଧିକ କଞ୍ଜୁଗେଟେଡ ବିଲିରୁବିନ ରହିବାକୁ ବୁଝାଏ | ଯେ କୌଣସି କାରଣରୁ ଏହା ଘଟିଲେ ଅନେକ ଏହା ବ୍ୟବ‌ହାର କରନ୍ତି ଓ ଅନ୍ୟମାନେ କାରଣ ଜଣା ନପଡ଼ିଲେ ଏହି ନାମ ବ୍ୟବ‌ହାର କରନ୍ତି । ଲକ୍ଷଣରେ ହଳଦିଆ ଚର୍ମ ଏବଂ ଆଖି, ଗଲୁ ଓ ଗାଢ଼ ପରିସ୍ରା ହୁଏ । ଜଟିଳ ହେଲେ ଶିଶୁର ବିକାଶ ସାଧାରଣ ଭାବରେ ହୁଏନି, ରକ୍ତସ୍ରାବ ଏବଂ ଯକୃତ ବିଫଳତା ହୋଇପାରେ ।

Neonatal hepatitis
Neonatal hepatitis syndrome, nonspecific neonatal hepatitis, idiopathic neonatal hepatitis, cryptogenic neonatal hepatitis, idiopathic neonatal cholestasis
Video explanation
ବିଭାଗNeonatology
ଲକ୍ଷଣYellowish skin and eyes, itchiness, dark urine
ଆକ୍ରାନ୍ତ ସମୟFirst year of life
କାରଣUnknown, viral infection, metabolic disease, anatomical abnormality, tumor, toxin exposure, autoimmune disorder
ରୋଗ ନିର୍ଣ୍ଣୟ ପଦ୍ଧତିHigh conjugated bilirubin, ultrasound, liver biopsy
ଚିକିତ୍ସାSpecial nutrition, vitamin supplementation, ursodeoxycholic acid, liver transplant
ପୁନଃପୌନିକ1 in 2,500 newborns

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି; ଭୂତାଣୁ ସଂକ୍ରମଣ, ମେଟାବୋଲିକ ରୋଗ, ଗଠନ ଅସ୍ୱାଭାବିକତା ଯେପରିକି ବିଲିଆରି ଆଟ୍ରେସିଆ, ଅର୍ବୁଦ, ଟକ୍ସିନ୍ ସଂସ୍ପର୍ଶ କିମ୍ବା ଅଟୋମ୍ୟୁମ୍ୟୁନ୍ ଡିସଅର୍ଡର୍ ହୋଇପାରେ | ସାଧାରଣ ଜଡ଼ିତ ମେଟାବୋଲିକ୍ ସ୍ଥିତି ହେଉଛି ଗାଲାକ୍ଟୋସେମିଆ ଏବଂ ସବୁଠାରୁ ସାଧାରଣ ସଂକ୍ରମଣ ହେଉଛି ସାଇଟୋମେଗାଲୋଭୂତାଣୁ । ଅଲଟ୍ରାସାଉଣ୍ଡ ଓ ଯକୃତ ବାୟୋପ୍ସି କରି ରୋଗ ଚିହ୍ନଟ କରାଯାଏ ।

ଚିକିତ୍ସାରେ ବିଶେଷ ପୁଷ୍ଟିକର ଖାଦ୍ୟ, ଜୀବସାର ପରିପୂରକ ଏବଂ ଅର୍ସୋଡିଅକ୍ସିକୋଲିକ ଏସିଡ ଦିଆଯାଇପାରେ । ରୋଗ ଶେଷ ପର୍ଯ୍ୟାୟରେ ପ‌ହଞ୍ଚିଥିଲେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ |

ନବଜାତ ଯକୃତ ପ୍ରଦାହ ରୋଗ ପ୍ରାୟ ୨୫୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ | ପ୍ରାୟ ୨୫% ମାମଲାରେ ଏକ ଅଜ୍ଞାତ କାରଣ ଥାଏ ଏବଂ ବିଜ୍ଞାନର ଅଗ୍ରଗତି ହେତୁ ଏହା କମ ସଂଖ୍ୟକ ହୋଇଗଲାଣି । ବିଲିଆରି ଆଟ୍ରେସିଆ ପ୍ରାୟ ୨୫% ରୋଗରେ ଥାଏ, ସଂକ୍ରମଣ ପ୍ରାୟ ୧୦% ରୋଗରେ ଥାଏ ଏବଂ ଶିରାଭ୍ୟନ୍ତର ପୁଷ୍ଟିକର ଖାଦ୍ୟ ଯୋଗାଣ, ଆଲଫା -1-ଆଣ୍ଟିଟ୍ରିପସିନ୍ ଅଭାବ ଏବଂ ପେରିନାଟାଲ ଆସଫିକ୍ସିଆ ପ୍ରାୟ ୫% ହୋଇଥାଏ।

ଆଧାର

Tags:

ଗଲୁଜଣ୍ଡିସ୍

🔥 Trending searches on Wiki ଓଡ଼ିଆ:

ରାଜନୀତି ବିଜ୍ଞାନହୀରାକୁଦ ବନ୍ଧଉଇକିପିଡ଼ିଆରାଜା ରାମମୋହନ ରାୟଫେବୃଆରୀଓଡ଼ିଆ ଭାଗବତପକୋଡ଼ାଗଣ୍ଡାଉଦ୍ଭିଦ ବିଜ୍ଞାନ୨୦୦୬ସେଇ ଝିଅଟିହୃତ୍‌ପିଣ୍ଡପ୍ଲୁଟୋବର୍ଷା ପ୍ରିୟଦର୍ଶିନୀIndiaପ୍ରଗତିବାଦୀମୁମ୍ବାଇଗଙ୍ଗାଧର ମେହେରମହିଳା ଯୌନାଙ୍ଗ ଛେଦନଶତ୍ରୁଘ୍ନ ପାଣ୍ଡବଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଅର୍ଚ୍ଚିତା ସାହୁନବୀନ ପଟ୍ଟନାୟକଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେଶମ ପଥରାମଅନନ୍ତ ପଟ୍ଟନାୟକଗର୍ଭାଶୟ କର୍କଟଓଡ଼ିଆ ଖବରକାଗଜ ତାଲିକାଚିତ୍ତରଞ୍ଜନ ଦାସବାଘମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଶାରଳା ପୁରସ୍କାରଖଡ଼ଗପୁର୨୭ ଜୁନଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ରବୀନ୍ଦ୍ରନାଥ ଠାକୁରwiki.phtmlଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାରାୟଗଡ଼ା ଜିଲ୍ଲାଜଗନ୍ନାଥଚିଲିକା ହ୍ରଦକଣ୍ଡୋମଜନ ଗଣ ମନନରେନ୍ଦ୍ର ମୋଦୀଖାସି ମାଂସ ତରକାରୀଦେବଗଡ଼ ଜିଲ୍ଲାବିଜୁ ଜନତା ଦଳମାଗୁଣିର ଶଗଡ଼ (କଥାଚିତ୍ର)ସମର ସଲିମ ସାଇମନତିଳ ଚତୁର୍ଥୀଆଉରଙ୍ଗଜେବହୃଷୀକେଶ ମଲ୍ଲିକଓଡ଼ିଶାର ମାପ ବ୍ୟବସ୍ଥାରାଜେନ୍ଦ୍ର କିଶୋର ପଣ୍ଡାଏ. ପି. ଜେ. ଅବଦୁଲ କଲାମଅଷ୍ଟ୍ରେଲିଆତାଳଧ୍ୱଜଅକ୍ଷାଂଶତ୍ରିଭୁଜବଉଳଓଡ଼ିଆ ଭାଷାଚିଲିକା (ବହୁବିକଳ୍ପ)ସତୀ ଅନୁସୂୟାଶ୍ରୀତମ ଦାସଜାହାଙ୍ଗୀରନବଯୌବନ ବେଶରାଶି ଓ ନକ୍ଷତ୍ରପାଇକ ଆଖଡ଼ାବଳଓମ'ଙ୍କ ନିୟମଦାଶରଥି ଦାସସରସ୍ୱତୀ ସମ୍ମାନରାସନ କାର୍ଡ଼ (ଭାରତ)🡆 More