ନବକିଶୋର ମଲ୍ଲିକ: ଓଡ଼ିଆ ରାଜନୀତିଜ୍ଞ

ନବ କିଶୋର ମଲ୍ଲିକ (୨୮ ଜାନୁଆରୀ ୧୯୨୮ - ୨୧ ଜାନୁଆରୀ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନବ କିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଛନ୍ତି । ୧୯୫୨, ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୮ମ, ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନବ କିଶୋର ମଲ୍ଲିକ
ନବକିଶୋର ମଲ୍ଲିକ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ପରିବାର ଓ ଶିକ୍ଷା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀବାଙ୍କ ବିହାରୀ ଦାସ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଶାନ୍ତନୁ କୁମାର ଦାସ
ପର ଅଧିକାରୀପ୍ରମିଳା ମଲ୍ଲିକ
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-01-28)ଜାନୁଆରୀ ୨୮, ୧୯୨୮
ମୃତ୍ୟୁଜାନୁଆରୀ ୨୧, ୨୦୦୭(୨୦୦୭-୦୧-୨୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀବସନ୍ତ କିଶୋରୀ ମଲ୍ଲିକ
ବାପା/ବୋଉନୀଳମଣି ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ନବ କିଶୋର ମଲ୍ଲିକ ୧୯୨୮ ମସିହାର ଜାନୁଆରୀ ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ମଲ୍ଲିକ ଏବଂ ପତ୍ନୀଙ୍କ ନାମ ବସନ୍ତ କିଶୋରୀ ମଲ୍ଲିକ । ନବ କିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।

ରାଜନୈତିକ ଜୀବନ

ନବ କିଶୋର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଥିଲେ ।


ପରିବାର ଓ ଶିକ୍ଷା

ନବ କିଶୋର ମଲ୍ଲିକ ୨୦୦୭ ମସିହାର ଜାନୁଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ନବକିଶୋର ମଲ୍ଲିକ ଜନ୍ମ, ପରିବାର ଓ ଶିକ୍ଷାନବକିଶୋର ମଲ୍ଲିକ ରାଜନୈତିକ ଜୀବନନବକିଶୋର ମଲ୍ଲିକ ପରିବାର ଓ ଶିକ୍ଷାନବକିଶୋର ମଲ୍ଲିକ ଆଧାରନବକିଶୋର ମଲ୍ଲିକଓଡ଼ିଆ ଲୋକବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଉତ୍କଳ ବ୍ରାହ୍ମଣଇନ୍ଦିରା ଗାନ୍ଧୀତୃପ୍ତି ଦାସବୈଶାଖଦୀପା ସାହୁ (୧୯୮୫ ଜନ୍ମ)ସ୍ତୁତି ଚିନ୍ତାମଣିଆଣ୍ଡାମାନ ସାଗରସାଇକେଲଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନର୨୪ ଅପ୍ରେଲଅଚ୍ୟୁତ ଗୋକୁଳ ନାୟକବିର୍ସା ମୁଣ୍ଡାବୁଧବୀର ସୁରେନ୍ଦ୍ର ସାଏସଚ୍ଚିଦାନନ୍ଦ ରାଉତରାୟନରେନ୍ଦ୍ର ମୋଦୀଭୂମିକମ୍ପଭାରତୀୟ ସମ୍ବିଧାନଗଣ୍ଡାସରୋଜିନୀ ସାହୁଚନ୍ଦ୍ରଶେଖର ନନ୍ଦଜଗନ୍ନାଥଅଗ୍ନ୍ୟାଶୟ ଅକ୍ଷମତାଇରା ମହାନ୍ତିଚୈତନ୍ୟc3bn4ବନ୍ୟାପ୍ରତାପରୁଦ୍ର ଦେବକାହ୍ନୁଚରଣ ମହାନ୍ତିରାଣୀ ଲକ୍ଷ୍ମୀବାଈରାମଗାଲୁଆଦୀନକୃଷ୍ଣ ଦାସଜାହାଙ୍ଗୀରନୀଳକଣ୍ଠ ଦାସପର୍ଫେନାଜାଇନଫସ୍‌ଫରସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଖଡ଼ଗପୁରଗୋଦର ରୋଗଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରପୁଥୁପ୍ପାଲ୍ଲୀ, କୋଟ୍ଟାୟାମହୀରାକୁଦ ବନ୍ଧଶରତ କୁମାର ମହାନ୍ତିମାର୍ଚ୍ଚଜର୍ମାନୀରାଜା ରାମମୋହନ ରାୟଜଳଦାସକାଠିଆଶୈଳବାଳା ଦାସ୧ମ ଓଡ଼ିଶା ବିଧାନ ସଭାବିଭୂତି ପଟ୍ଟନାୟକଚାନ୍ଦ୍ରମାସଓଡ଼ିଆ ଖାଦ୍ୟଜଗନ୍ନାଥଙ୍କ ବେଶଓଡ଼ିଆ ଭାଷା ଆନ୍ଦୋଳନଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସିନ୍ଧୁ ନଦୀସମ୍ବଲପୁର୨୦ ଅଗଷ୍ଟବ୍ରାଉଜରଗଣନ ସଂଖ୍ୟାସାରଳା ମନ୍ଦିରଅଷ୍ଟ୍ରେଲିଆବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁ ଟ୍ୟୁବଆଉରଙ୍ଗଜେବକାଗଜବିଶ୍ୱ ମ୍ୟାଲେରିଆ ଦିବସରାଧାନାଥ ରଥହନୁମାନ ବାଟିକାଚିନ୍ତାମଣି ବେହେରାଅଣସରଭାରତ🡆 More